04/08/2026
ଓଡ଼ିଶାର ଜାତୀୟ ରାଜପଥ ପାର୍ଶ୍ୱରେ ୨.୪୦ ଲକ୍ଷରୁ ଅଧିକ ଚାରାରୋପଣ ମାଧ୍ୟମରେ NHAI ସବୁଜ ଓ ସ୍ଥାୟୀ ରାଜପଥ କରିଡର ଗଠନରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି ।
ଭୁବନେଶ୍ୱର–କଟକ ସୌନ୍ଦର୍ଯ୍ୟବର୍ଦ୍ଧନ ଓ ପରିବେଶ ସୁରକ୍ଷା ପାଇଁ ୨,୦୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ଏହି ଚାରାରୋପଣ ଅଭିଯାନ ପରିବେଶ ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରି ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରୁଛି ।
ସଡ଼କ ଭିତ୍ତିଭୂମିର ବିକାଶ ସହ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ସମୁଦାୟର ସଶକ୍ତିକରଣ ପ୍ରତି NHAI ପ୍ରତିବଦ୍ଧ ।
has planted over 2.40 lakh saplings along National Highways across Odisha, transforming highway corridors into greener, cleaner and more sustainable landscapes. In Bhubaneswar and Cuttack alone more than 2,000 saplings have been planted to enhance the urban landscape.
Beyond creating greener highways, these plantation drives are also generating employment opportunities for local communities, contributing to environmental conservation and sustainable livelihoods.
NHAI is building roads, creating livelihoods and nurturing a greener tomorrow.
PMO India Ministry of Road Transport and Highways, Government of India PIB India MoRTH