CAMPA Odisha

CAMPA Odisha Official handle of State Authority, CAMPA Odisha | Conservation, Protection, Regeneration & Management of Forests & Wildlife in the State

ବର୍ଷା ଋତୁ ବୃକ୍ଷରୋପଣ ପାଇଁ ସବୁଠାରୁ ଉପଯୁକ୍ତ ସମୟ। ଏହାକୁ ଦୃଷ୍ଟିରେ ରଖି କାମ୍ପା ପାଣ୍ଠି ଅଧୀନରେ ରାଇରଙ୍ଗପୁର ବନଖଣ୍ଡର ବାହାଳଦା ରେଞ୍ଜ ଅ...
05/08/2026

ବର୍ଷା ଋତୁ ବୃକ୍ଷରୋପଣ ପାଇଁ ସବୁଠାରୁ ଉପଯୁକ୍ତ ସମୟ। ଏହାକୁ ଦୃଷ୍ଟିରେ ରଖି କାମ୍ପା ପାଣ୍ଠି ଅଧୀନରେ ରାଇରଙ୍ଗପୁର ବନଖଣ୍ଡର ବାହାଳଦା ରେଞ୍ଜ ଅନ୍ତର୍ଗତ ସୋସୋ ଠାରେ ୩୫.୭୮୭ ହେକ୍ଟର ଅଞ୍ଚଳରେ କ୍ଷତିପୂରକ ବନୀକରଣ ଏବଂ ଜରିମାନା ସ୍ୱରୂପ କ୍ଷତିପୂରକ ବନୀକରଣ ପାଇଁ ବୃକ୍ଷରୋପଣ ନିମନ୍ତେ ଗାତ ଖନନ କାର୍ଯ୍ୟ କରାଯାଉଛି।

ଏହି ପ୍ରସ୍ତୁତି ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକୁ ସୁଚାରୁ ଭାବେ କରାଯାଉଛି। ଏହା ସବୁଜ ଆବରଣ ବୃଦ୍ଧି ଏବଂ ପରିବେଶ ସଂରକ୍ଷଣରେ ସହାୟକ ହେଉଛି।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Office of Development Commissioner, Odisha, Information & Public Relations Department, Government of Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

03/08/2026

With the support of CAMPA Odisha, an Artificial Regeneration Plantation of over 10,000 native saplings is being undertaken at Talita KF, Bonai Forest Division.

More than a plantation drive, this is a long-term investment in restoring degraded forest landscapes, strengthening resilient ecosystems, enriching biodiversity, enhancing climate resilience, and securing a greener, more sustainable future for generations to come.

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ରାଜ୍ୟରେ ବନୀକରଣ କାର୍ଯ୍ୟକୁ ସୁଦୃଢ଼ କରିବା ଲକ୍ଷ୍ୟରେ କାମ୍ପା ପାଣ୍ଠି ସହାୟତାରେ ବିଭିନ୍ନ ସ୍ଥାନରେ ନର୍ସରୀ ସ୍ଥାପନ କରାଯାଇ ଉନ୍ନତମାନର ଚାର...
31/07/2026

ରାଜ୍ୟରେ ବନୀକରଣ କାର୍ଯ୍ୟକୁ ସୁଦୃଢ଼ କରିବା ଲକ୍ଷ୍ୟରେ କାମ୍ପା ପାଣ୍ଠି ସହାୟତାରେ ବିଭିନ୍ନ ସ୍ଥାନରେ ନର୍ସରୀ ସ୍ଥାପନ କରାଯାଇ ଉନ୍ନତମାନର ଚାରା ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ବଣାଇ ବନଖଣ୍ଡର ବଡ଼ିବାହାଲ ନର୍ସରୀରେ ୪୦,୦୦୦ଟି ୧୮ ମାସିଆ ସୁସ୍ଥ ଚାରା ପ୍ରସ୍ତୁତ କରାଯାଉଛି।

ଏହି ଚାରାଗୁଡ଼ିକର ବୈଜ୍ଞାନିକ ପଦ୍ଧତିରେ ଯତ୍ନ ଓ ରକ୍ଷଣାବେକ୍ଷଣ କରାଯାଉଛି। ଏହା ଗୁଣାତ୍ମକ ବୃକ୍ଷରୋପଣକୁ ସୁନିଶ୍ଚିତ କରିବା ସହ ରାଜ୍ୟର ବନୀକରଣ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

29/07/2026

A forest begins with a sapling, but it grows into a sanctuary for life.

This International Tiger Day, CAMPA Odisha celebrates the power of compensatory afforestation, forest restoration, and habitat conservation in creating safe, thriving homes for tigers and countless other species.

Together, let's safeguard our natural heritage—because every tiger needs a safe home, and every forest matters.

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

28/07/2026

Every plantation, restored habitat, and conservation initiative strengthens Odisha's natural heritage and builds a greener, more climate-resilient future for generations to come.

On World Nature Conservation Day, CAMPA Odisha reaffirms its commitment to expanding green cover through afforestation, protecting forests, restoring ecosystems, and conserving biodiversity.

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

26/07/2026

Mangroves protect our shores, support biodiversity, and sustain coastal livelihoods.

With nearly 260 sq. km of mangrove cover, Odisha is home to Bhitarkanika, India's second-largest mangrove ecosystem. With the support of CAMPA Odisha, degraded mangrove habitats are being restored for a greener, more resilient future.

This World Mangrove Day, let's conserve these coastal guardians for our future generations.

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ଅନ୍ତର୍ଜାତୀୟ ହେନ୍ତାଳ ବଣ ଦିବସପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ଅନ୍ତର୍ଜାତୀୟ ହେନ୍ତାଳ ବଣ ଦିବସ ପାଳନ କରାଯାଏ। ଉପକୂଳ ଅଞ୍ଚଳର ପ୍ରାକୃତିକ ସୁ...
26/07/2026

ଅନ୍ତର୍ଜାତୀୟ ହେନ୍ତାଳ ବଣ ଦିବସ

ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ଅନ୍ତର୍ଜାତୀୟ ହେନ୍ତାଳ ବଣ ଦିବସ ପାଳନ କରାଯାଏ। ଉପକୂଳ ଅଞ୍ଚଳର ପ୍ରାକୃତିକ ସୁରକ୍ଷା କବଚ ଭାବେ ପରିଚିତ ହେନ୍ତାଳ ବଣ ଘୂର୍ଣ୍ଣିଝଡ଼ ଓ ସମୁଦ୍ର ଜୁଆରର ପ୍ରଭାବ ହ୍ରାସ କରିବା ସହ ଜୈବ ବିବିଧତାର ସଂରକ୍ଷଣ, ଅଙ୍ଗାରକାମ୍ଳ ଶୋଷଣ ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଆସନ୍ତୁ, ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆମେ ସମସ୍ତେ ସଚେତନ ହେବା।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ଲୁଣା ଜଙ୍ଗଲର ସଂରକ୍ଷଣ, ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ ପାଇଁ କାମ୍ପା ଓଡ଼ିଶା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବୃକ୍ଷରୋପଣ, ସ୍ଥାନୀୟ ଲୋ...
25/07/2026

ଲୁଣା ଜଙ୍ଗଲର ସଂରକ୍ଷଣ, ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ ପାଇଁ କାମ୍ପା ଓଡ଼ିଶା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବୃକ୍ଷରୋପଣ, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ବୈଜ୍ଞାନିକ ପରିଚାଳନା ମାଧ୍ୟମରେ ଲୁଣା ଜଙ୍ଗଲର ସୁରକ୍ଷା ଓ ବିକାଶ ପାଇଁ ନିରନ୍ତର ପ୍ରୟାସ କରାଯାଉଛି।

ଆସନ୍ତୁ, ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସଂରକ୍ଷଣରେ ସମସ୍ତେ ସହଭାଗୀ ହେବା।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ଉପକୂଳ ଅଞ୍ଚଳର ପ୍ରାକୃତିକ ସୁରକ୍ଷା କବଚ ହେଉଛି ଲୁଣା ଜଙ୍ଗଲ। ଏହା ଘୂର୍ଣ୍ଣିଝଡ଼ ଓ ସମୁଦ୍ର ଜୁଆରର ପ୍ରଭାବ କମାଇବା ସହ ବିଭିନ୍ନ ଉଦ୍ଭିଦ ଓ ବନ...
24/07/2026

ଉପକୂଳ ଅଞ୍ଚଳର ପ୍ରାକୃତିକ ସୁରକ୍ଷା କବଚ ହେଉଛି ଲୁଣା ଜଙ୍ଗଲ। ଏହା ଘୂର୍ଣ୍ଣିଝଡ଼ ଓ ସମୁଦ୍ର ଜୁଆରର ପ୍ରଭାବ କମାଇବା ସହ ବିଭିନ୍ନ ଉଦ୍ଭିଦ ଓ ବନ୍ୟପ୍ରାଣୀଙ୍କ ପାଇଁ ନିରାପଦ ବାସସ୍ଥାନ ସୃଷ୍ଟି କରେ। ସୁସ୍ଥ ପରିବେଶ ଓ ସୁରକ୍ଷିତ ଉପକୂଳ ପାଇଁ ଲୁଣା ଜଙ୍ଗଲର ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

ଉପକୂଳର ସବୁଜ ସମ୍ପଦ – ଲୁଣା ଜଙ୍ଗଲ ଉପକୂଳ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସରେ ଲୁଣା ଜଙ୍ଗଲର ଭୂମିକ...
23/07/2026

ଉପକୂଳର ସବୁଜ ସମ୍ପଦ – ଲୁଣା ଜଙ୍ଗଲ

ଉପକୂଳ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସରେ ଲୁଣା ଜଙ୍ଗଲର ଭୂମିକା ଗୁରୁତ୍ବପୂର୍ଣ୍ଣ। ଭାରତୀୟ ବନ ସର୍ବେକ୍ଷଣ ତଥ୍ୟ ୨୦୨୩ ଅନୁଯାୟୀ, ଓଡ଼ିଶାରେ ୨୫୯.୦୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ଓଡ଼ିଶାର ସର୍ବାଧିକ ଲୁଣା ଜଙ୍ଗଲ ରହିଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ହେନ୍ତାଳ ବଣ ଭାବେ ପରିଚିତ।

ଆସନ୍ତୁ, ଉପକୂଳର ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତେ ସଚେତନ ହେବା।

CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, PCCF Wildlife & CWLW, Odisha

Address

Aranyabhawan 2nd Floor, O/o PCCF Odisha, Bhubaneswar/751023
Odisha
731023

Alerts

Be the first to know and let us send you an email when CAMPA Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share