BJD 4 Pipili -Delanga

BJD 4 Pipili -Delanga ବିଜୁ ଜନତା ଦଳ
ପିପିଲି-ଡ଼େଲାଙ୍ଗ ବାସୀଙ୍କ ?

ଆଜି ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏବଂ ଜଶୁଆପୁର ପଞ୍ଚାୟତ ରେ 5T ଅଧୀନରେ ରୂପାନ୍ତରିତ ହେଉଥିବା ବିଦ୍ୟାଳୟ ଗୁଡିକୁ ଅଚାନକ ପରିଦର୍ଶନ କରି...
18/10/2021

ଆଜି ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏବଂ ଜଶୁଆପୁର ପଞ୍ଚାୟତ ରେ 5T ଅଧୀନରେ ରୂପାନ୍ତରିତ ହେଉଥିବା ବିଦ୍ୟାଳୟ ଗୁଡିକୁ ଅଚାନକ ପରିଦର୍ଶନ କରିଥିଲେ,ପିପିଲି-ଡେଲାଙ୍ଗର ନବ ନିର୍ବାଚିତ ଯୁବ ବିଧାୟକ Rudra Pratap Maharathy

ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ ଏକ ପରିବାର ସୂତ୍ରରେ ବାନ୍ଧି ରଖିଥିବା ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଜନ୍ମଦ...
16/10/2021

ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ ଏକ ପରିବାର ସୂତ୍ରରେ ବାନ୍ଧି ରଖିଥିବା ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା । ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅପାର ଆଶୀର୍ବାଦରୁ ଆପଣଙ୍କର ଚଲାପଥ କୁସୁମିତ ହେଉ ।
Naveen Patnaik

23/09/2021
ଏ ସମ୍ପର୍କ ଆତ୍ମୀୟତାର, ପିପିଲିବାସୀଙ୍କ ଉନ୍ନତିର l   💚🙏🏻
04/09/2021

ଏ ସମ୍ପର୍କ ଆତ୍ମୀୟତାର,
ପିପିଲିବାସୀଙ୍କ ଉନ୍ନତିର l

💚🙏🏻

22/08/2021

Happy Rakhi Purnima

"ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ"ପିପିଲି ବିଜ୍ଞାପିତ ଅଞ୍ଚଳରେ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥରାଶି ଅନୁମୋଦନ କରିଥିବାରୁ ଡ଼େଲାଙ୍ଗ ପି...
12/08/2021

"ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ"
ପିପିଲି ବିଜ୍ଞାପିତ ଅଞ୍ଚଳରେ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥରାଶି ଅନୁମୋଦନ କରିଥିବାରୁ ଡ଼େଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ଜନସାଧାରଣ ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଅଛୁ l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ Samir Ranjan Dash ଏବଂ Rudra Pratap Maharathy ଙ୍କ ସହିତ ଦଳୀୟ ନେତୃ ମଣ୍ଡଳୀ, ଯୁବ, ଛାତ୍ର ମହିଳା ଓ ଅଞ୍ଚଳର କ୍ରୀଡ଼ାବିତ ଉପସ୍ଥିତ ଥିଲେ l




#ଧନ୍ୟବାଦ_ମୁଖ୍ୟମନ୍ତ୍ରୀ

20/07/2021

ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଓ ଶୁଭକାମନା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।🙏
#ବାହୁଡ଼ାଯାତ୍ରା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରକ୍ତଭଣ୍ଡାର ମାନଙ୍କରେ ରକ୍ତ ଅଭାବ ଦୂର କରିବା ପାଇଁ ଆସନ୍ତା ୧୯-୦୭-୨...
18/07/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରକ୍ତଭଣ୍ଡାର ମାନଙ୍କରେ ରକ୍ତ ଅଭାବ ଦୂର କରିବା ପାଇଁ ଆସନ୍ତା ୧୯-୦୭-୨୦୨୧ ସକାଳ ୯.୩୦ ସମୟରେ ଡ଼େଲାଙ୍ଗ ବ୍ଲକ ଗଡ଼ ମୋଟରୀ କଲ୍ୟାଣ ମଣ୍ଡପ ଠାରେ ଡ଼େଲାଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ "ଓଡିଶା ମୋ ପରିବାର" ଆନୁକୂଲ୍ୟରେ ଜୀବନବିନ୍ଦୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ସଫଳ କରାଇବା ପାଇଁ ଅନୁରୋଧ l

ଆଜି ପିପିଲି ଡେଲାଙ୍ଗ ବ୍ଲକ ବିଡିଓ ଓ ତହସିଲଦାର ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ଯକୁ ତ୍ବରାନ୍ବିତ କ...
05/07/2021

ଆଜି ପିପିଲି ଡେଲାଙ୍ଗ ବ୍ଲକ ବିଡିଓ ଓ ତହସିଲଦାର ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ଯକୁ ତ୍ବରାନ୍ବିତ କରିବା ସମ୍ପର୍କରେ ଆଲୋଚନା କରିଥିଲେ ଆମର ଆଦରଣୀୟ ରୁଦ୍ର ଭାଇ। ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଆସିଥିବା ଆବାସ ଯୋଜନା ଗୁଡିକ ଯୋଗ୍ଯ ହିତାଧିକାରୀ ପାଇବାରୁ ବଞ୍ଚିତ ନରହିବେ ସେ ସମ୍ପର୍କରେ ବିଡିଓ ଙ୍କୁ ଜଣାଇଥିଲେ। ତତ୍ ସହିତ ଫନି କ୍ଷତିଗ୍ରସ୍ତ ଯୋଗ୍ଯ ହିତାଧିକାରୀମାନଙ୍କୁ ଘରଭଙ୍ଗା ସହାୟତା ଶିଘ୍ର ପ୍ରଦାନ କରିବା ପାଇଁ ତହସିଲଦାର ଙ୍କୁ ଅନୁରୋଧ କରିଥିଲେ।ଧନ୍ୟବାଦ ରୁଦ୍ର ପ୍ରତାପ ମହାରଥୀ ।
Naveen Patnaik
RUDRA BHAI FAN CLUB ( ରୁଦ୍ର ଭାଇ ଫ୍ୟାନ କ୍ଲବ )

Address

Pipili

Telephone

+919090861060

Website

Alerts

Be the first to know and let us send you an email when BJD 4 Pipili -Delanga posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD 4 Pipili -Delanga:

Share