24/06/2026
:- ଭୋକର ଭୂଗୋଳ ରୁ ବଳକା ରାଜ୍ୟ କରିଛନ୍ତି।
:- ଯେତେବେଳେ ବନ୍ୟା କି ବାତ୍ୟା ଆସିବ , ସେତେବେଳେ ଆପଣ ମନେ ପଡିବେ,
ବନ୍ୟା, ବାତ୍ୟା ଓ ମରୁଡି ସମୟରେ ଆପଣ ଜନସାଧାରଣଙ୍କ ସହିତ ଥିଲେ।
:- ଯେତେବେଳେ ହକି ବିଶ୍ୱକପ୍ ଦେଖିବୁ , ସେତେବେଳେ ଆପଣ ମନେ ପଡ଼ିବେ।
:- ଯେତେବେଳେ ଜଣେ ରୋଗୀ ବଡ ହସ୍ପିଟାଲ କଥା ଭାବିବ ସେତେବେଳେ ଆପଣ ମନେ ପଡ଼ିବେ,
ବିଜୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି ( ବିରୋଧୀ ମାନେ ଛାତିରେ ହାତଦେଇ ସତ କହୁ ତୁମେମାନେ ବି ଉପକୃତ ହେଇଛ କି ନାହିଁ ) ।
:- ୫ ଟଙ୍କାରେ ଆହାର ମିଳୁଥିଲା( ଯେତେବେଳ ଜଣେ ଆହାର କେନ୍ଦ୍ର ସାମ୍ନାରେ ଛିଡ଼ା ହେବ,ସେତେବେଳେ ଆପଣ ମନେ ପଡ଼ିବେ) ।
:- ଯେତେବେଳେ ପର୍ଯ୍ୟଟନ ସ୍ଥଳୀ (ମନ୍ଦିର, ମଠ)ଲୋକେ ବୁଲିବାକୁ ଯିବେ, ସେତେବେଳେ ଆପଣ ମନେପଡିବ ।
:- ସେ କଟକ ବସ୍ ଟର୍ମିନାଲ ହେଉ କି ତାଳଦଣ୍ଡା କେନାଲ ହେଉ , ସବୁ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅଛି।
:- ବିଚ୍ଛିନ୍ନାଞ୍ଚଳ ଗମନାଗମନ ସୁବିଧା ବି କରିଛନ୍ତି ଏବଂ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି।
:- IT Sector (Cognizant,TCS, Infosys, Wipro and Tech Mahindra) ଓଡ଼ିଶାକୁ ଆଣିବା ଲୋକ ଆପଣ ।
:- ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ କରିଛନ୍ତି ।
ଏମିତି ଲେଖିଲେ ବହୁତ ଅଛି। ପରିଶେଷରେ ଗୋଟିଏ କଥା ନବୀନ ପଟ୍ଟନାୟକଙ୍କ ପାଇଁ ଆମେ ଗର୍ବିତ।🙏💚