BJP Jujomura

BJP Jujomura Official page of BJP Jujomura.

04/06/2026
03/06/2026

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ, ହୁମା ମଣ୍ଡଳ ପଞ୍ଚାୟତର ପ୍ରଭାରି ମାନଙ୍କ ସହ ଭେଟି, ଆଗାମୀ ପଞ୍ଚାୟତ ନିର୍ବାଚନକୁ ମନେ ରଖି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କଲି l

ଦଳକୁ କିପରି ଅଧିକ ଶକ୍ତିଶାଳୀ କରାଯିବ, ଗ୍ରାମ ସ୍ତରରେ ଲୋକମାନଙ୍କ ସହ ସମ୍ପର୍କ କିପରି ବଢ଼ାଯିବ, ସରକାରୀ ଯୋଜନାଗୁଡ଼ିକୁ ସଠିକ ଭାବେ ଲୋକମାନଙ୍କ ପହଞ୍ଚରେ କିପରି ଆଣାଯିବ, ସେସବୁ ବିଷୟରେ ଆଲୋଚନା ହେଲା। ଏହାସହ ସ୍ଥାନୀୟ ଲୋକଙ୍କ ସୁବିଧା, ଅଞ୍ଚଳର ସମଗ୍ର ଉନ୍ନତି ଓ ଆଗାମୀ ଦିନର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ସମସ୍ତଙ୍କର ମତାମତ ଓ ପରାମର୍ଶ ଗ୍ରହଣ କରିଲି l


Bharatiya Janata Party (BJP)

03/06/2026

Address

Jujomura
Redhakhol
768105

Website

Alerts

Be the first to know and let us send you an email when BJP Jujomura posts news and promotions. Your email address will not be used for any other purpose, and you can unsubscribe at any time.

Share