Rourkela BJP

Rourkela BJP "Rourkela BJP" page is created to connect with Rourkela people, understand their issues and help them.

23/07/2026

ରାଉରକେଲାକୁ ବଡ଼ ଭେଟି I

Indian Railway clears Rs135 Crore Rourkela-Bondamunda Upgrade. New 4.5 Km flyover to boost freight capacity.
12/07/2026

Indian Railway clears Rs135 Crore Rourkela-Bondamunda Upgrade. New 4.5 Km flyover to boost freight capacity.

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ଜାକର୍ତ୍ତା ସ୍ଥିତ ଇସ୍ତାନା ମେର୍ଦେକା ...
08/07/2026

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ଜାକର୍ତ୍ତା ସ୍ଥିତ ଇସ୍ତାନା ମେର୍ଦେକା ଠାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ବାଣିଜ୍ୟ, କୃଷି ଓ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା, ମାନବ ବିକାଶ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତ-ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ଦୁଇ ନେତା ନୂତନ ଉପାୟ ଉପରେ ଆଲୋଚନା କରିଛନ୍ତି।

06/07/2026

ରଥଯାତ୍ରାରେ ଭକ୍ତଙ୍କ ସୁବିଧା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା । ରଥଯାତ୍ରା ପାଇଁ ଚାଲିବ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ।

05/07/2026

ଲୋକଙ୍କ ସରକାରରେ ଆସୁଛି ଶିଳ୍ପ ମିଳୁଛି ନିଯୁକ୍ତି। ଓଡ଼ିଶାରେ ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ ।

04/07/2026

ଆଡ୍‌ମିସନ କରିଥିଲେ, ଟଙ୍କା ଫେରି ପାଇବେ ପିଲା

ପିଏମ୍-ରାହତ ଯୋଜନା ମାଧ୍ୟମରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାରେ ଅର୍ଥର ବାଧକ ହେବ ନାହିଁ ଏବଂ ତ୍ୱରିତ ଚିକିତ୍ସା ମଧ୍ୟ ମିଳିବ। ଏହି ଯୋଜ...
02/07/2026

ପିଏମ୍-ରାହତ ଯୋଜନା ମାଧ୍ୟମରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାରେ ଅର୍ଥର ବାଧକ ହେବ ନାହିଁ ଏବଂ ତ୍ୱରିତ ଚିକିତ୍ସା ମଧ୍ୟ ମିଳିବ। ଏହି ଯୋଜନା ଓଡ଼ିଶାର ୭୯୮ ଘରୋଇ ହସ୍ପିଟାଲରେ ପାଇପାରିବେ।

02/07/2026

ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା

01/07/2026

ଓଡ଼ିଆ ଚଳଚ୍ଚିତ୍ର କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଆମ ଅସ୍ମିତା, ଭାଷା ଓ ସଂସ୍କୃତିର ପରିଚୟ। ଓଡ଼ିଆ ସିନେମାର ସର୍ବାଙ୍ଗୀନ ବିକାଶ, କଳାକାରଙ୍କ ସୁରକ୍ଷା, ଉନ୍ନତମାନର ଚଳଚ୍ଚିତ୍ର ନିର୍ମାଣ ଓ ଚଳଚ୍ଚିତ୍ର ଶିଳ୍ପକୁ ନୂଆ ଦିଗ ଦେବା ପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ନୂତନ ଚଳଚ୍ଚିତ୍ର ନୀତି ଘୋଷଣା କରିବାକୁ ଯାଉଛନ୍ତି। ଟିମ୍ ଓଡ଼ିଶାର ଭାବନା ସହ ସମସ୍ତଙ୍କ ସହଯୋଗରେ ଓଡ଼ିଆ ସିନେମାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ।

Address

Rourkela
Rourkela

Alerts

Be the first to know and let us send you an email when Rourkela BJP posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category