10/01/2026
ପଞ୍ଜାବରେ 'ଯୁଦ୍ଧ ନିଶା ବିରୁଦ୍ଧରେ' ଅଭିଯାନର ଫେଜ-2 ଆରମ୍ଭ ହୋଇ ଯାଇଛି।
ପ୍ରତ୍ୟେକ ଗାଁରେ 'ପିଣ୍ଡ ଦେ ପହରେଦାର' ବନେଇ ନିଶା ତସ୍କରମାନଙ୍କ ଉପରେ ନଜର ରଖିବ।
ଅଭିଯାନର ଅଂଶ ହେବା ପାଇଁ ଜାରି ହେଲା ମିସ କଲ ନମ୍ବର -📱 9899-100002