BJP Rourkela District

BJP Rourkela District Official page of original BJP Karyakartas of Rourkela

ବିଜେପି କୁଆଁରମୁଣ୍ଡା ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ...
31/08/2025

ବିଜେପି କୁଆଁରମୁଣ୍ଡା ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ବୀରମିତ୍ରପୁର ବିଧାନସଭା ଅନ୍ତର୍ଗତ କୁଆଁରମୁଣ୍ଡା ମଣ୍ଡଳର କମିଟି ଘୋଷଣା କରାଯାଇଛି l

ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ...
10/06/2025

ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ...

ସୁନ୍ଦରଗଡ଼ରେ ଜିଲ୍ଲା ସଭାନେତ୍ରୀ ପୁର୍ଣିମା କେରକେଟାଙ୍କ ଜନ୍ମଦିନ ପାଳନ ଅବସରରେ....Bhabani Shankar Bhoi Durga Tanti
10/06/2025

ସୁନ୍ଦରଗଡ଼ରେ ଜିଲ୍ଲା ସଭାନେତ୍ରୀ ପୁର୍ଣିମା କେରକେଟାଙ୍କ ଜନ୍ମଦିନ ପାଳନ ଅବସରରେ....
Bhabani Shankar Bhoi Durga Tanti

"ମାଆ ପାଇଁ ଗଛଟିଏ" ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁର୍ଣିମା କେରକେଟା, ଜିଲ୍ଲାର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଭିରାମ ମହାକୁଳ ଓ ଲୁଥର ଓରାମ, ଜ...
05/06/2025

"ମାଆ ପାଇଁ ଗଛଟିଏ" ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁର୍ଣିମା କେରକେଟା, ଜିଲ୍ଲାର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଭିରାମ ମହାକୁଳ ଓ ଲୁଥର ଓରାମ, ଜିଲ୍ଲାର ପ୍ରାକ୍ତନ ସମ୍ପାଦକ ମନୋଜ ଶତପଥୀ, ଲହୁଣୀପଡ଼ା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ଓରାମ ପ୍ରମୁଖ ଦର୍ଜୀଙ୍ଗ ରେ ବୃକ୍ଷରୋପଣ କଲେ l

ବିଜେପି ଲାଠିକଟା ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ...
31/05/2025

ବିଜେପି ଲାଠିକଟା ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରଘୁନାଥପାଲ୍ଲୀ ବିଧାନସଭା ଅନ୍ତର୍ଗତ ଲାଠିକଟା ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି l

ବିଜେପି ଆମ୍ବେଦକର ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମ...
31/05/2025

ବିଜେପି ଆମ୍ବେଦକର ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରଘୁନାଥପାଲ୍ଲୀ ବିଧାନସଭା ଅନ୍ତର୍ଗତ ଆମ୍ବେଦକର ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l

ବିଜେପି ଶ୍ରୀ ଜଗନ୍ନାଥ ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ ...
31/05/2025

ବିଜେପି ଶ୍ରୀ ଜଗନ୍ନାଥ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରଘୁନାଥପାଲ୍ଲୀ ବିଧାନସଭା ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳର 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l

ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ ରାଉରକେଲା ଜିଲ୍ଲା ସଭାନେତ୍ରୀ ତଥା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୁର୍ଣିମା କେରକେଟା ଯୋଗଦେବା ଅବସର...
28/05/2025

ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ ରାଉରକେଲା ଜିଲ୍ଲା ସଭାନେତ୍ରୀ ତଥା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୁର୍ଣିମା କେରକେଟା ଯୋଗଦେବା ଅବସରରେ....

ବିଜେପିର ୩ ନୂତନ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା...ବିଜେପି ରାଉରକେଲା ଜିଲ୍ଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ, କୁଆଁରମୁଣ୍ଡା ଏବଂ ବିଶ୍ରା-କ ...
26/05/2025

ବିଜେପିର ୩ ନୂତନ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା...

ବିଜେପି ରାଉରକେଲା ଜିଲ୍ଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ, କୁଆଁରମୁଣ୍ଡା ଏବଂ ବିଶ୍ରା-କ (ଝିରପାଣି) ମଣ୍ଡଳ ସଭାପତିଙ୍କ ନାମ ମାନନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଘୋଷଣା କରାଗଲା l
BJP Odisha

ବିଜେପି ଗୋପବନ୍ଧୁ ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମ...
21/05/2025

ବିଜେପି ଗୋପବନ୍ଧୁ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରାଉରକେଲା ବିଧାନସଭା ଅନ୍ତର୍ଗତ ଗୋପବନ୍ଧୁ ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି ଓ 44 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l

ବିଜେପି ବଣେଇ ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ବଣ...
21/05/2025

ବିଜେପି ବଣେଇ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ବଣେଇ ବିଧାନସଭା ଅନ୍ତର୍ଗତ ବଣେଇ ମଣ୍ଡଳର ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l

ବିଜେପି ବାସନ୍ତୀ ମଣ୍ଡଳ କମିଟି ଘୋଷଣା     ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ...
21/05/2025

ବିଜେପି ବାସନ୍ତୀ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରାଉରକେଲା ବିଧାନସଭା ଅନ୍ତର୍ଗତ ବାସନ୍ତୀ ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l

Address

B 33 Sector/3
Rourkela
769002

Website

Alerts

Be the first to know and let us send you an email when BJP Rourkela District posts news and promotions. Your email address will not be used for any other purpose, and you can unsubscribe at any time.

Share