01/08/2021
ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମ ର ୟୁନାଇଟେଡ଼ ଗ୍ରୁପ ଦ୍ୱାରା ଗାଁ ରେ ଥିବା ୟୁପି ସ୍କୁଲ୍ କୁ ସଫା ସୁତୁରା କରାଗଲା,, କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଅନେକ ପ୍ରକାରର ଅଳିଆ ଆବର୍ଜନା ହୋଇଥିଲା ,,ଆମ ୟୁନାଇଟେଡ଼ ଗ୍ରୁଫ୍ ର ସଦସ୍ୟ ମାନେ ୟୁପିସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ଦେବତା ଙ୍କ ପରାମର୍ଶ ନେଇ ସ୍କୁଲ୍ କୁ ସଫା ସୁତୁରା କଲୁ,,,ଏହି କାମକୁ ଦେଖି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ଦେବତା ବହୁତ ପ୍ରଶଂସା କଲେ ଏବଂ ପିଲାମାନଙ୍କ ତଥା ଗ୍ରୁଫ ର ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରିବା ପାଇଁ କଥା ଦେଲେ,,,