ବିଜେପି ଚିତ୍ତୋଳ

ବିଜେପି ଚିତ୍ତୋଳ ଚିତ୍ତୋଳ ପଞ୍ଚାୟତ, ଅନନ୍ତପୁର
ବାଲେଶ୍ୱର ,ଓଡିଶା

22/11/2025
ଚିତ୍ତୋଳ ପଞ୍ଚାୟତ - ଭାରତର ଜସ୍ଵଶି ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନରେ "ଏକ ପେଡ୍ ମା କେ ନାମ" କାର୍ଯ୍ୟକ୍ରମ |     ...
17/09/2025

ଚିତ୍ତୋଳ ପଞ୍ଚାୟତ - ଭାରତର ଜସ୍ଵଶି ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନରେ "ଏକ ପେଡ୍ ମା କେ ନାମ" କାର୍ଯ୍ୟକ୍ରମ |

ଓଡିଶା ରୁ ଅଯୋଗ୍ୟ ମତଦାତା ବାଦ ପଡିବା ଉଚିତ l ବିରୋଧ କରୁଥିବା ଲୋକ ଓ ଦଳଙ୍କୁ ଖାତିର ନକରି କାର୍ଯ୍ୟ ଆଗକୁ ବଢ଼ୁ lଖୁବ ଶୀଘ୍ର ଓଡ଼ିଶାରେ ଆନ୍ଦ...
19/08/2025

ଓଡିଶା ରୁ ଅଯୋଗ୍ୟ ମତଦାତା ବାଦ ପଡିବା ଉଚିତ l ବିରୋଧ କରୁଥିବା ଲୋକ ଓ ଦଳଙ୍କୁ ଖାତିର ନକରି କାର୍ଯ୍ୟ ଆଗକୁ ବଢ଼ୁ l
ଖୁବ ଶୀଘ୍ର ଓଡ଼ିଶାରେ ଆନ୍ଦୋଳନ ପାଇଁ କଂଗ୍ରେସକୁ ମିଳିବ ସୁଯୋଗ l ଆନ୍ଦୋଳନକାରୀଙ୍କୁ ମିଳିବ ୫୦୦ ଟଙ୍କା l
🇮🇳

ଶିଶୁ ଓ କିଶୋରୀଙ୍କ କ୍ଷେତ୍ରରେ ପରିପୂରକ ପୁଷ୍ଟି ନିଶ୍ଚିତ କରିବା ସହ ଅପପୁଷ୍ଟି ରୋକିବା ପାଇଁ ସରକାର ବଦ୍ଧପରିକର। ଏ ନେଇ ମାନ୍ୟବର ମୁଖ୍ୟମନ୍ତ...
19/08/2025

ଶିଶୁ ଓ କିଶୋରୀଙ୍କ କ୍ଷେତ୍ରରେ ପରିପୂରକ ପୁଷ୍ଟି ନିଶ୍ଚିତ କରିବା ସହ ଅପପୁଷ୍ଟି ରୋକିବା ପାଇଁ ସରକାର ବଦ୍ଧପରିକର। ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଗୁରୁତ୍ୱ ଦେଇଛନ୍ତି।

16/08/2025

ହର ଘର ତ୍ରିରଙ୍ଗା -
14/08/2025

ହର ଘର ତ୍ରିରଙ୍ଗା -

14/08/2025

16/07/2025

𝐃𝐞𝐜𝐚𝐝𝐞𝐬 𝐨𝐟 𝐞𝐱𝐜𝐮𝐬𝐞𝐬 𝐯𝐬 𝐚 𝐝𝐞𝐜𝐚𝐝𝐞 𝐨𝐟 𝐚𝐜𝐭𝐢𝐨𝐧! 📈⌛

40 years ---> 6 honours 😐
11 years ---> 26 honours 🏅

16/07/2025

ଝିଅଟି ଚାଲିଗଲା, ବିଜେଡି ନେତାଙ୍କୁ "ଶାଗୁଣା ରାଜନୀତି" କରିବାକୁ ମଉକା ମିଳିଗଲା...

Address

Chittol, PO-Anantapur
Soro
756046

Alerts

Be the first to know and let us send you an email when ବିଜେପି ଚିତ୍ତୋଳ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share