16/08/2026
🇮🇳 ଘରେ ଘରେ ତ୍ରିରଙ୍ଗା, ହୃଦୟରେ ଦେଶପ୍ରେମ।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ହର ଘର ତ୍ରିରଙ୍ଗା’ର ବାର୍ତ୍ତା ନେଇ, ଘର ଘର ଯାଇ ଲୋକଙ୍କ ହାତରେ ତ୍ରିରଙ୍ଗା ପହଞ୍ଚାଇବାର ଏହି ପ୍ରୟାସ ଦେଶପ୍ରେମର ଏକ ଗର୍ବିତ ଅଭିଯାନ। 🇮🇳❤️
ଭାରତ ମାତା କି ଜୟ 🙏🇮🇳
#ସୁକିନ୍ଦା
#ଘରେଘରେ_ତ୍ରିରଙ୍ଗା