District Urban Development Agency- DUDA Sundargarh

District Urban Development Agency- DUDA Sundargarh Ensure quality standards of developmental & Infrastructural works in Municipal Areas

09/04/2026

#ଗରିମା ମାଧ୍ୟମରେ ପୌରସଂସ୍ଥାରେ କାର୍ଯ୍ୟରତ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦାକୁ ପ୍ରାଥମିକତା ଦିଆଯାଉଛି। ପିପିଇ କିଟ୍, ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଓ ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ଏକ ନିରାପଦ କାର୍ଯ୍ୟକ୍ଷେତ୍ର ସୁନିଶ୍ଚିତ ହେବା ସହ ପିଏମ୍ଏଓ୍ୱାଇ ସହରୀ ଯୋଜନାରେ ସେମାନଙ୍କୁ ପକ୍କାଘର ଯୋଗାଇ ଦିଆଯାଉଛି।

CMO Odisha Dr. Krushna Chandra Mahapatra Information & Public Relations Department, Government of Odisha Ministry of Housing and Urban Affairs

07/04/2026

#ସହରସାଥୀ : ୧୯୨୯ ଓଡ଼ିଶାର ସହରାଞ୍ଚଳ ସେବା ପାଇଁ ଏକ ସହଜ ଓ ନିର୍ଭରଯୋଗ୍ୟ ମାଧ୍ୟମ। ସଫେଇ, ଷ୍ଟ୍ରିଟ୍ ଲାଇଟ୍ କିମ୍ବା ଡ୍ରେନେଜ୍ ଭଳି ପ୍ରତିଟି ସମସ୍ୟାର ସମାଧାନ ଏବେ କେବଳ ଗୋଟିଏ କଲ୍‌ରେ ଉପଲବ୍ଧ। ଏହି ବ୍ୟବସ୍ଥା ଅଭିଯୋଗର ତ୍ୱରାନ୍ୱିତ, ସ୍ୱଚ୍ଛ ଓ ଉତ୍ତରଦାୟୀ ସମାଧାନ ସୁନିଶ୍ଚିତ କରୁଛି।

CMO Odisha Dr. Krushna Chandra Mahapatra Information & Public Relations Department, Government of OdishaMinistry of Housing and Urban Affairs

01/04/2026
ପଖାଳ ଦିବସ ଅବସରରେ ପ୍ରୀତିଭରା ଶୁଭେଚ୍ଛା ଆପଣଁକୁ llଜୟ୍ ମା ସମଲେଇ 🙏🙏🙏  ଜୟ ଶ୍ରୀ  ଜଗନ୍ନାଥ ll 🙏🙏🙏
20/03/2026

ପଖାଳ ଦିବସ ଅବସରରେ ପ୍ରୀତିଭରା ଶୁଭେଚ୍ଛା ଆପଣଁକୁ llଜୟ୍ ମା ସମଲେଇ 🙏🙏🙏 ଜୟ ଶ୍ରୀ ଜଗନ୍ନାଥ ll 🙏🙏🙏

09/03/2026

#ସହଯୋଗ ମାଧ୍ୟମରେ ସହରାଞ୍ଚଳର ଜନସାଧାରଣଙ୍କ ନିକଟରେ ପହଞ୍ଚୁଛି ସରକାରୀ ସେବା। ୧୩ଟି ଜନକଲ୍ୟାଣକାରୀ ଯୋଜନା ସହ ଉପଯୁକ୍ତ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଭ୍ରାମ୍ୟମାଣ କେନ୍ଦ୍ର ସହରର କୋଣ ଅନୁକୋଣରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।

CMO Odisha Dr. Krushna Chandra Mahapatra Information & Public Relations Department, Government of Odisha Ministry of Housing and Urban Affairs

07/02/2026

Enjoy the videos and music you love, upload original content, and share it all with friends, family, and the world on YouTube.

07/02/2026

A new chapter in Odisha’s economic journey begins tomorrow.
The BCPPER Economic Plan, under the Growth Hub Initiative, strengthens the Bhubaneswar–Cuttack–Puri–Paradip corridor as a future-ready economic powerhouse.

CMO Odisha Dr. Krushna Chandra Mahapatra Information & Public Relations Department, Government of Odisha Ministry of Housing and Urban Affairs NITI Aayog

02/02/2026

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉନ୍ନତ ଭିତ୍ତିଭୂମି, ଜଳାଶୟ ପୁନରୁଦ୍ଧାର ଓ ସର୍ବସାଧାରଣ ସୁବିଧାର ବିକାଶ କରାଯାଉଛି। ଏହି ଯୋଜନାରେ ଆଧୁନିକ ବଜାର, ଭେଣ୍ଡିଂ ଜୋନ୍, କଲ୍ୟାଣ ମଣ୍ଡପ ନିର୍ମାଣ ଏବଂ ପାର୍କ ଓ ବନୀକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଗୋଶାଳା ଓ ପଶୁ ଯତ୍ନ କେନ୍ଦ୍ର ସ୍ଥାପନ କରାଯାଉଛି।

Dr. Krushna Chandra Mahapatra CMO Odisha Information & Public Relations Department, Government of Odisha Ministry of Housing and Urban Affairs

06/01/2026

: Pioneering Safety and Dignity for the Sanitation Workforce

initiative establishes a national model for inclusive, safety-first practices, ensuring the safety, dignity, and social security of the core sanitation workforce who keep our cities clean.

CMO Odisha Dr. Krushna Chandra Mahapatra Information & Public Relations Department, Government of Odisha Ministry of Housing and Urban Affairs

21/12/2025

କ୍ଷୁଦ୍ର ବ୍ୟବସାୟୀ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ । ଏହି କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ଭାବେ ସଶକ୍ତ କରି ସ୍ୱାବଲମ୍ବୀ କରିବ #ପିଏମସ୍ୱନିଧି ଯୋଜନା । ଏହି ଯୋଜନା ମାଧ୍ୟମରେ ସ୍ୱଳ୍ପ ସୁଧରେ ସହଜ ଋଣ ପ୍ରଦାନ କରାଯାଉଛି, ଯାହା ଦ୍ୱାରା ବ୍ୟବସାୟୀମାନଙ୍କ ପୁଞ୍ଜିର ଅଭାବ ଦୂରହେବ।

CMO Odisha Dr. Krushna Chandra Mahapatra Information & Public Relations Department, Government of Odisha Ministry of Housing and Urban Affairs

18/12/2025

Address

DUDA (District Urban Development Agency)
Sundargarh
770001

Alerts

Be the first to know and let us send you an email when District Urban Development Agency- DUDA Sundargarh posts news and promotions. Your email address will not be used for any other purpose, and you can unsubscribe at any time.

Share