BJD With Jharsuguda

  • Home
  • BJD With Jharsuguda

BJD With Jharsuguda Contact information, map and directions, contact form, opening hours, services, ratings, photos, videos and announcements from BJD With Jharsuguda, Political organisation, .

25/06/2020
ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସହାୟତା ତୃତୀୟ କିସ୍ତିର ୫ ହଜାର ଟଙ୍କା ଖୁବଶୀଘ୍ର ପ୍ରଦାନ କରିବେ ରାଜ୍ୟ ସରକାର । ଆଗରୁ ଦୁଇଟି କିସ୍ତିରେ ୫ ...
24/06/2020

ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସହାୟତା ତୃତୀୟ କିସ୍ତିର ୫ ହଜାର ଟଙ୍କା ଖୁବଶୀଘ୍ର ପ୍ରଦାନ କରିବେ ରାଜ୍ୟ ସରକାର । ଆଗରୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଛି । ରଥ ଟାଣି ଥିବା ସେବାୟତଙ୍କୁ ମଧ୍ୟ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ ।

ବଡ଼ଦାଣ୍ଡରେ ଗଡ଼ିବ ତିନିରଥ । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପୁରୀରେ ରଥ ଯାତ୍ରା ନେଇ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ପୁରୀରେ କର୍ଫ୍ୟ...
22/06/2020

ବଡ଼ଦାଣ୍ଡରେ ଗଡ଼ିବ ତିନିରଥ । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପୁରୀରେ ରଥ ଯାତ୍ରା ନେଇ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ପୁରୀରେ କର୍ଫ୍ୟୁ ମଧ୍ୟରେ ହେବ ରଥଯାତ୍ରା । କୋଟି କୋଟି ଭକ୍ତଙ୍କ ପ୍ରାର୍ଥନାର ପଣ ରଖିଲେ ଭାବର ଠାକୁର ।

ରାଜ୍ୟରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । MCL କରିବ ୬୦ ହଜାର କୋଟିର ପୁଞ୍ଜି ବିନିଯୋଗ । ଖଣି କାର୍ଯ୍ୟ ଓ ସାମାଜିକ ଭିତ୍ତି...
22/06/2020

ରାଜ୍ୟରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । MCL କରିବ ୬୦ ହଜାର କୋଟିର ପୁଞ୍ଜି ବିନିଯୋଗ । ଖଣି କାର୍ଯ୍ୟ ଓ ସାମାଜିକ ଭିତ୍ତିଭୂମି ଉନ୍ନତିକରଣ ପାଇଁ ୩୧ ହଜାର କୋଟି ହେବ ଖର୍ଚ୍ଚ । ତିନିଟି ନୂତନ ପ୍ରକଳ୍ପ ଏବଂ ସୁଭଦ୍ରା-ବଳଭଦ୍ର ପ୍ରକଳ୍ପ ସମ୍ପ୍ରସାରଣ ଲକ୍ଷ୍ୟ ।

ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ଲକ୍ଷ୍ୟ । ପ୍ରଥମେ ଭୁବନେଶ୍ୱରର ବିଭିନ୍ନ ୱାର୍ଡରୁ କାର୍ଯ୍ୟ ଆରମ୍ଭ । ପରବର୍ତ୍ତୀ ପର୍ଯ୍ୟାୟର...
18/06/2020

ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ଲକ୍ଷ୍ୟ । ପ୍ରଥମେ ଭୁବନେଶ୍ୱରର ବିଭିନ୍ନ ୱାର୍ଡରୁ କାର୍ଯ୍ୟ ଆରମ୍ଭ । ପରବର୍ତ୍ତୀ ପର୍ଯ୍ୟାୟରେ ୪ଟି ମହାନଗର ନିଗମ ଯଥା ପୁରୀ,କଟକ,ବ୍ରହ୍ମପୁର ଓ ସମ୍ବଲପୁରର ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ଯୋଗାଇ ଦିଆଯିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ।

ମହାପ୍ରଭୁଙ୍କ ଆଦେଶ ବିନା ଗଛର ପତ୍ରଟିଏ ବି ହଲେ ନାହିଁ । ଚଳିତ ବର୍ଷର ରଥଯାତ୍ରା ସ୍ଥଗିତ ନିଷ୍ପତ୍ତି ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛ...
18/06/2020

ମହାପ୍ରଭୁଙ୍କ ଆଦେଶ ବିନା ଗଛର ପତ୍ରଟିଏ ବି ହଲେ ନାହିଁ । ଚଳିତ ବର୍ଷର ରଥଯାତ୍ରା ସ୍ଥଗିତ ନିଷ୍ପତ୍ତି ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା । ୪୨୫ ବର୍ଷର ରଥଯାତ୍ରା ଇତିହାସରେ ବିଭିନ୍ନ କାରଣ ଯୋଗୁଁ ୩୨ ବର୍ଷ ରଥଯାତ୍ରା ଆୟୋଜିତ ହୋଇ ପାରିନାହିଁ । କରୋନା କବଳରୁ ଓଡିଶାବାସୀଙ୍କୁ ରକ୍ଷା କରିବାକୁ ବୋଧେ ଠାକୁରଙ୍କ ଏହି ନିର୍ଦ୍ଦେଶ ।

ସହରାଞ୍ଚଳ ଗରିବଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ "ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା" । ଯୋଜନା କାର୍ଯ୍ୟକାରୀ କରି...
17/06/2020

ସହରାଞ୍ଚଳ ଗରିବଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ "ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା" । ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତ୍ୟେକ ପୌରପରିଷଦକୁ ପ୍ରଦାନ କରାଯାଇଛି ୩୬ ଲକ୍ଷ ଟଙ୍କା । ରାସ୍ତା ନିର୍ମାଣ, ଖେଳ ପଡିଆ ତିଆରି, ଡ୍ରେନେଜରୁ ନିର୍ମାଣ, ପୋଖରୀରୁ ପଙ୍କ ଉଦ୍ଧାର ଇତ୍ୟାଦି କାର୍ଯ୍ୟ ସହରାଞ୍ଚଳ SHG ନେତୃତ୍ୱରେ ହେବ ତ୍ୱରାନ୍ୱିତ ।

ପ୍ରବସୀ ଶ୍ରମିକ ଆସିବା ପରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ ଉପରେ ରାଜ୍ୟ ସରକାରଙ୍...
16/06/2020

ପ୍ରବସୀ ଶ୍ରମିକ ଆସିବା ପରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଏଟିଏମର ବିକଳ୍ପ ସେବା ପ୍ରଦାନ ପାଇଁ ଦୋକାନୀଙ୍କୁ ଦିଆଯିବ ପିଓଏସ୍ ମେସିନ । ପ୍ରଥମେ କଟକ ଓ ବଲାଙ୍ଗୀରରୁ ଆରମ୍ଭ ହେବ, ପରେ ସମସ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବ ।

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଆଜିଠାରୁ ଆରମ୍ଭ ହେବ ଘର ଘର ବୁଲି କରୋନା ସଂକ୍ରମଣ ଚିହ୍ନଟ । ଏହି ଅଭିଯାନ ଜୁଲାଇ ୩...
16/06/2020

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଆଜିଠାରୁ ଆରମ୍ଭ ହେବ ଘର ଘର ବୁଲି କରୋନା ସଂକ୍ରମଣ ଚିହ୍ନଟ । ଏହି ଅଭିଯାନ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ଆଶା ଏବଂ ANM କର୍ମୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଘର ବୁଲି କରିବେ ଚିହ୍ନଟ କାର୍ଯ୍ୟ ।

ରାଜ୍ୟରେ ପୁଞ୍ଜିନିବେଶ ବୃଦ୍ଧି ଓ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଲଷ୍ମୀ ନିବାସ ମିତ୍ତଲଙ୍କ ସହ ଭିଡ଼ିଓ କନ୍ଫରେନ୍...
15/06/2020

ରାଜ୍ୟରେ ପୁଞ୍ଜିନିବେଶ ବୃଦ୍ଧି ଓ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଲଷ୍ମୀ ନିବାସ ମିତ୍ତଲଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଓଡ଼ିଶାରେ ପ୍ରଥମ ପାର୍ଯ୍ୟାୟରେ ପାରାଦୀପ ପେଲେଟ ପ୍ଲାଣ୍ଟ ଓ କେନ୍ଦୁଝର ଡାବୁନି ବେନିଫିକେଶନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପାଇଁ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ କରିବେ ୨୦୦୦ କୋଟିର ନିବେଶ । ବ୍ୟପକ ନିଯୁକ୍ତି ସୃଷ୍ଟି ଏବଂ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶା ରେ ହିଁ ମୁଲ୍ୟଯୁକ୍ତ କରିବାକୁ ଲକ୍ଷ୍ୟ ।

ପଞ୍ଚାୟତ ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ଉପହାର । ପଞ୍ଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଦରମା ପ୍ରାୟ ୨୫% ବୃଦ୍ଧି ।
13/06/2020

ପଞ୍ଚାୟତ ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ଉପହାର । ପଞ୍ଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଦରମା ପ୍ରାୟ ୨୫% ବୃଦ୍ଧି ।

ହାତୀଙ୍କ ଦ୍ଵାରା ହେଉଥିବା ଧନ ଜୀବନ କ୍ଷତିକୁ ଏଡାଇବ ମୋବାଇଲ ଆପ୍ । ଆପ୍ ମାଧ୍ୟମରେ ଜନସାଧାରଣଙ୍କୁ ସତର୍କ ସୂଚନା ଦେଇପାରିବେ ବନ ବିଭାଗ କର୍ମଚ...
13/06/2020

ହାତୀଙ୍କ ଦ୍ଵାରା ହେଉଥିବା ଧନ ଜୀବନ କ୍ଷତିକୁ ଏଡାଇବ ମୋବାଇଲ ଆପ୍ । ଆପ୍ ମାଧ୍ୟମରେ ଜନସାଧାରଣଙ୍କୁ ସତର୍କ ସୂଚନା ଦେଇପାରିବେ ବନ ବିଭାଗ କର୍ମଚାରୀ । ପ୍ରଥମେ ଏହି ଆପ୍ ଅନୁଗୁଳ ବନଖଣ୍ଡରୁ କାର୍ଯ୍ୟକାରୀ ହେବ । ଆପ୍ ଦ୍ଵାରା ଜନସାଧାରଣ କ୍ଷୟକ୍ଷତିର ମଧ୍ୟ ଅଭିଯୋଗ କରିପାରିବେ ।

ରାଜ୍ୟ ଆଦିବାସୀ ହଷ୍ଟେଲକୁ ଆଇଏସଓ ମାନ୍ୟତା । ISO 9001:2015 ମାନ୍ୟତା ପାଇବାରେ ଓଡିଶା ପ୍ରଥମ ରାଜ୍ୟ । ରାଜ୍ୟର ୪୪ଟି ଆଦିବାସୀ ହଷ୍ଟେଲକୁ IS...
13/06/2020

ରାଜ୍ୟ ଆଦିବାସୀ ହଷ୍ଟେଲକୁ ଆଇଏସଓ ମାନ୍ୟତା । ISO 9001:2015 ମାନ୍ୟତା ପାଇବାରେ ଓଡିଶା ପ୍ରଥମ ରାଜ୍ୟ । ରାଜ୍ୟର ୪୪ଟି ଆଦିବାସୀ ହଷ୍ଟେଲକୁ ISO 9001 ପ୍ରମାଣପତ୍ର । କେନ୍ଦୁଝରରୁ ୩୨ ଓ ସମ୍ବଲପୁରରୁ ୧୨ ହଷ୍ଟେଲ ସାମିଲ ।

କୃଷି ଓ କୃଷକଙ୍କ ଉନ୍ନତି ରାଜ୍ୟ ସରକାରଙ୍କ ପ୍ରାଥମିକତା । ଚଳିତ ବର୍ଷ ୬୨ ଲକ୍ଷ ହେକ୍ଟର ଜମିରେ ହେବ ଖରିଫ ଚାଷ । ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍...
11/06/2020

କୃଷି ଓ କୃଷକଙ୍କ ଉନ୍ନତି ରାଜ୍ୟ ସରକାରଙ୍କ ପ୍ରାଥମିକତା । ଚଳିତ ବର୍ଷ ୬୨ ଲକ୍ଷ ହେକ୍ଟର ଜମିରେ ହେବ ଖରିଫ ଚାଷ । ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନର ରହିଛି ଲକ୍ଷ୍ୟ । କୃଷକଙ୍କୁ ପରାମର୍ଶ ଦେବା ପାଇଁ ସପ୍ତାହକୁ ଥରେ କୃଷି ଅଧିକାରୀ ପଞ୍ଚାୟତକୁ ଆସିବା ସହ ଆମ କୃଷି ହେଲ୍ପଲାଇନକୁ ଯୋଗଯୋଗ କରି କୃଷକ ପାଇପାରିବେ କୃଷି ପରାମର୍ଶ ।

Address


Website

Alerts

Be the first to know and let us send you an email when BJD With Jharsuguda posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your organization to be the top-listed Government Service?

Share