Biju Chatra Janata Dal,Sukinda

  • Home
  • Biju Chatra Janata Dal,Sukinda

Biju Chatra Janata Dal,Sukinda Students have the most powerful strength that they can use to change the world.

 ଦଶମ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଜୁ ଛାତ୍ର ଜନତ ଦଳ ସୁକିନ୍ଦା ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚାପମୁକ...
29/04/2022


ଦଶମ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଜୁ ଛାତ୍ର ଜନତ ଦଳ ସୁକିନ୍ଦା ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ଦିଗରେ ଯତ୍ନବାନ ହେବା ସହ ସମସ୍ତଙ୍କର ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

 ସୁକିନ୍ଦା ୩୭ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଭାବେ ଏକ ଐତିହାସିକ ବିଜୟ ଲାଭ କରିଥିବା ଶ୍ରୀମତୀ ଜେମା ଚାଖିଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭ...
28/02/2022


ସୁକିନ୍ଦା ୩୭ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଭାବେ ଏକ ଐତିହାସିକ ବିଜୟ ଲାଭ କରିଥିବା ଶ୍ରୀମତୀ ଜେମା ଚାଖିଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐।

 #ସୁକିନ୍ଦା_ଚିଙ୍ଗୁଡ଼ିପାଳ_ଛାତ୍ରଜନତାଦଳ_ଦ୍ୱାରା_ବୃକ୍ଷରୋପଣ_ହୋଇଯାଇଛିବୃକ୍ଷର ଉପକାରିତାକୁ ବୁଝି,ଚାରା ରୋପଣକୁ ଏକ ମିଶନ ଭାବେ ଗ୍ରହଣ କରିଛନ...
12/09/2021

#ସୁକିନ୍ଦା_ଚିଙ୍ଗୁଡ଼ିପାଳ_ଛାତ୍ରଜନତାଦଳ_ଦ୍ୱାରା_ବୃକ୍ଷରୋପଣ_ହୋଇଯାଇଛି
ବୃକ୍ଷର ଉପକାରିତାକୁ ବୁଝି,ଚାରା ରୋପଣକୁ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି ସୁକିନ୍ଦା ବିଜୁ ଛାତ୍ର ଜନତା ଦଳ। ବର୍ଷା ପାଗର ଅନୁକୂଳକୁ ଦେଖି ଚିଙ୍ଗୁଡ଼ିପାଳ ପଞ୍ଚାୟତର ଛାତ୍ର ଜନତା ଦଳ ସଭାପତି ମହେଶ୍ୱର ମହାନ୍ତ, ପଞ୍ଚାୟତର ସମସ୍ତ ଛାତ୍ର ଜନତା ଦଳର ସଦସ୍ୟଙ୍କୁ ଏକତ୍ରୀତ କରି ଅରଡାପାଳ ବିଦ୍ୟାଳୟ ପରିସରରେ ସ୍ଵନ୍ଦ୍ରଯ୍ୟ ପୁଷ୍ପ ବୃକ୍ଷ, ଔଷଧୀୟ ବୃକ୍ଷ ଏବଂ ଫଳ ଗଛର ଚାରା ରୋପଣ କରିଛନ୍ତି। ଏହି ମିଶନରେ ସୁକିନ୍ଦା ଛାତ୍ର ସଭାପତି ରାଜେନ୍ଦ୍ର ମହାନ୍ତ ଯୋଗ ଦେଇ ବୃକ୍ଷର ଯତ୍ନ ଓ ସଂରକ୍ଷଣ ବିଷୟରେ ପିଲାମାନଙ୍କୁ ବୁଝାଇଛନ୍ତି।

 #ସୁକିନ୍ଦା_ମହାବିଦ୍ୟାଳୟର_ଛାତ୍ରଛାତ୍ରୀଙ୍କ_ମୌଳିକ_ଅଧିକାର_ଯୋଗାଇଦେବା  #ପ୍ରୟାସରେ_ବିଜୁ_ଛାତ୍ର_ଜନତା_ଦଳ_ସୁକିନ୍ଦାଆମ ରାଜ୍ୟରେ ଛାତ୍ରଛାତ୍...
16/08/2021

#ସୁକିନ୍ଦା_ମହାବିଦ୍ୟାଳୟର_ଛାତ୍ରଛାତ୍ରୀଙ୍କ_ମୌଳିକ_ଅଧିକାର_ଯୋଗାଇଦେବା #ପ୍ରୟାସରେ_ବିଜୁ_ଛାତ୍ର_ଜନତା_ଦଳ_ସୁକିନ୍ଦା
ଆମ ରାଜ୍ୟରେ ଛାତ୍ରଛାତ୍ରୀଙ୍କର ମୌଳିକ ଅଧିକାରକୁ ସଦା ସର୍ବଦା ଅଗ୍ରାଧିକାର ଦେଇଛି ବିଜୁ ଛାତ୍ର ଜନତା ଦଳ। ଆଜି ମାନ୍ୟବର ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ସୁକିନ୍ଦା ବିଜୁ ଛାତ୍ର ଜନତା ଦଳର ସଦସ୍ୟ ସୁକିନ୍ଦା କଲେଜ ପରିଭ୍ରମଣ କରି ସିଧାସଳଖ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ସେହି ସମସ୍ୟା ସମ୍ବନ୍ଧରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଅଧିକାରକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରିଥିଲେ।

15/08/2021
 #ସୁକିନ୍ଦା_ବିଜୁଛାତ୍ରଜନତାଦଳ_ଦ୍ବାରା_ବୃକ୍ଷରୋପଣ_କାର୍ଯ୍ୟକ୍ରମ_ଅନୁଷ୍ଠିତବୃକ୍ଷ ହିଁ ଜୀବନ ତେଣୁ ମାନ୍ୟବର ସୁକିନ୍ଦା ବିଧାୟକ ଇ଼ଂ ପ୍ରିତୀରଞ...
15/08/2021

#ସୁକିନ୍ଦା_ବିଜୁଛାତ୍ରଜନତାଦଳ_ଦ୍ବାରା_ବୃକ୍ଷରୋପଣ_କାର୍ଯ୍ୟକ୍ରମ_ଅନୁଷ୍ଠିତ
ବୃକ୍ଷ ହିଁ ଜୀବନ ତେଣୁ ମାନ୍ୟବର ସୁକିନ୍ଦା ବିଧାୟକ ଇ଼ଂ ପ୍ରିତୀରଞ୍ଜନ ଘଡ଼ାଇ ସଦା ସର୍ବଦା ପ୍ରଚେଷ୍ଠା ଜାରି ରଖିଛନ୍ତି ସୁକିନ୍ଦାକୁ ସବୁଜମୟ କରିବାରେ ! ତାଙ୍କର ଏହି ପ୍ରଚେଷ୍ଠାକୁ ଆହୁରି ତ୍ଵରାନିତ କରିବା ପାଇଁ ଆଜି ୭୫ତମ ସ୍ଵାଧୀନତା ଦିବସ ଅବସରରେ ଆଗେଇ ଆସିଛି ବିଜୁ ଜନତା ଜନତା ଦଳ ସୁକିନ୍ଦା ବ୍ଲକ୍ ! ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଦ୍ଵାରା କୁହିକା ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।

 ସଙ୍ଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ...
25/07/2021


ସଙ୍ଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ। ଦାନଗଦୀ ବ୍ଳକର ଜୋନ ସ୍ତରୀୟ ବୈଠକରେ ମହିଳା, ଯୁବ, ଛାତ୍ର ଏବଂ ବରିଷ୍ଠଙ୍କୁ ଅଧିକ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀଯୁକ୍ତ ଘଡାଇ । ସମସ୍ତ ଛାମୁଆ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟ ଅବ୍ୟାହତ ରଖିବାକୁ ଦାନଗଦୀ କାର୍ଯ୍ୟଳୟ ବୈଠକରେ ନିଷ୍ପତି ହୋଇଛି।

 #ରକ୍ତଦାନରେ_ସବୁଜ_ବିପ୍ଳବରକ୍ତଦାନକୁ ମିଶନ ଭାବେ ଗ୍ରହଣ କରିଥିବା ସୁକିନ୍ଦା  ଯୁବ ବିଜେଡିର କର୍ମକର୍ତ୍ତା,ଏବେ ପରିବେଶ ସୁରକ୍ଷାର ଦାୟିତ୍ୱ ନ...
12/07/2021

#ରକ୍ତଦାନରେ_ସବୁଜ_ବିପ୍ଳବ
ରକ୍ତଦାନକୁ ମିଶନ ଭାବେ ଗ୍ରହଣ କରିଥିବା ସୁକିନ୍ଦା ଯୁବ ବିଜେଡିର କର୍ମକର୍ତ୍ତା,ଏବେ ପରିବେଶ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି। ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତର ୭୮ଜଣ ରକ୍ତଦାନ କରି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଠାରୁ ଚାରା ସଂଗ୍ରହ କରିଛନ୍ତି । ରକ୍ତଦାନ ସହ ବୃକ୍ଷରୋପଣ କରିବାର ନିଷ୍ପତ୍ତି, ସୁକିନ୍ଦାରେ ସବୁଜ ବିପ୍ଳବର ପଦଧ୍ୱନି ବୋଲି ଭାବିବାକୁ ହେବ। କରୋନା କାଳର ରକ୍ତର ଅଭାବକୁ ଦୂର କରିବାକୁ ଗତ ତିନି ସପ୍ତାହରେ ସୁକିନ୍ଦା ଯୁବ ବିଜେଡିର ୪୦୯ ଜଣ ରକ୍ତଦାନ କରି କ୍ରାନ୍ତି ସୃଷ୍ଟି କଲେଣି।
CMO Odisha
Pritiranjan Gharai
Rajendra Mohanta

 #ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ବିଜୁ _ଛାତ୍ର_ଜନତା_ଦଳ #କରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛ...
29/06/2021

#ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ବିଜୁ _ଛାତ୍ର_ଜନତା_ଦଳ #
କରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛି ବିଜୁ ଜନତା ଦଳ। ବରିଷ୍ଠ BJD ସାଧାରଣ ସଂପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ଆଜି
ଲେମ୍ବୋ ପଞ୍ଚାୟତର ବିଭିନ୍ନ ଗାଁରେ ଯଥା : ବେଠିଆହତା,ରଗଡା ସାହି,ଆମ୍ବଦୁଲ, କାଞ୍ଜିଆପାଳ ଗାଁ ରେ ବିଜୁ ଛାତ୍ର ଜନତା ଦଳ ର ସଭାପତି ରାଜେନ୍ଦ୍ର ମହାନ୍ତ ଓ ଲେମ୍ବୋ ଛାତ୍ର ସଭାପତି ଜ୍ୟୋତିରଞ୍ଜନ ମହାନ୍ତ ଓ ଲେମ୍ବୋ ସୋସିଆଲ ମିଡ଼ିଆ ସଂଯୋଜକ ହିଟଲର ମହାନ୍ତ, ଆଶୁତୋଷ ମହାନ୍ତ, ପ୍ରଦ୍ୟୁମ୍ନ ମହାନ୍ତ, ବିଶ୍ୱଜିତ ମହାନ୍ତ, ତୁଫାନ ମହାନ୍ତ ଓ କର୍ମକର୍ତ୍ତା ମାନେ ମାସ୍କ ବଣ୍ଟନ କରିବା ସହିତ ମାସ୍କ ବ୍ୟବହାର କରିବା ଏବଂ ଲୋକଙ୍କ ଅମ୍ଳଜାନ ସ୍ତରକୁ ପରୀକ୍ଷା କରି ଜନ ସଚେତନତାର ମୂଳ ମନ୍ତ୍ରକୁ ଲୋକଙ୍କୁ ବଖାଣିଛନ୍ତି।
CMO Odisha
Pritiranjan Gharai
Rajendra Mohanta

 #ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ଛାତ୍ର_ଜନତା_ଦଳକରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛି ବିଜୁ ଜ...
18/06/2021

#ଜନସଚେତନତା_କାର୍ଯ୍ୟକ୍ରମରେ_ସୁକିନ୍ଦା_ଛାତ୍ର_ଜନତା_ଦଳ
କରୋନା ସ୍ୱାବ ପରୀକ୍ଷଣ ଏବଂ ଟୀକାକରଣ ସହ ମାସ୍କ ବଣ୍ଟନକୁ ଅଗ୍ରାଧିକାର ଦେଇଛି ବିଜୁ ଜନତା ଦଳ। ବରିଷ୍ଠ BJD ସାଧାରଣ ସଂପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ଆଜି
ରାଂସୋଳ ପଞ୍ଚାୟତ କାକୁଡ଼ିଆ ଗ୍ରାମ ରେ ବିଜୁ ଛାତ୍ର ଜନତା ଦଳ ର ସଭାପତି ରାଜେନ୍ଦ୍ର ମହାନ୍ତ , ବ୍ଲକ ସାଧାରଣ ସମ୍ପାଦକ ଯୁଧିଷ୍ଠିର ଦାସ, ସବଦିର ହେମ୍ବ୍ରମ ଓ କର୍ମକର୍ତ୍ତା ମାନେ ମାସ୍କ ବଣ୍ଟନ କରିବା ସହିତ ମାସ୍କ ବ୍ୟବହାର କରିବା ଏବଂ ଲୋକଙ୍କ ଅମ୍ଳଜାନ ସ୍ତରକୁ ପରୀକ୍ଷା କରି ଜନ ସଚେତନତାର ମୂଳ ମନ୍ତ୍ରକୁ ଲୋକଙ୍କୁ ବଖାଣିଛନ୍ତି।
CMO Odisha


ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସରେ ଆସନ୍ତୁ ଆମେ ସମସ୍ତେ ଶିଶୁ ମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ...
12/06/2021

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସରେ ଆସନ୍ତୁ ଆମେ ସମସ୍ତେ ଶିଶୁ ମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ।

ଆମ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ମହାନ ପର୍ବ ସାବିତ୍ରୀବ୍ରତ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସମସ୍ତଙ୍କର ପାରିବ...
10/06/2021

ଆମ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ମହାନ ପର୍ବ ସାବିତ୍ରୀବ୍ରତ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସମସ୍ତଙ୍କର ପାରିବାରିକ ଜୀବନ ସୁଖମୟ ହେଉ ଏହାହିଁ କାମନା ।କରୋନାର ଦ୍ବିତୀୟ ଲହର ଜାରି ରହିଛି। ସମସ୍ତେ ନିଜର ତଥା ନିଜ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।

CMO OdishaPritiranjan Gharai
04/06/2021

CMO Odisha
Pritiranjan Gharai

ସୁକିନ୍ଦା : (ରାଜେନ୍ଦ୍ର ମହାନ୍ତ) : ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଆଦିବାସୀଙ୍କୁ ଜମି ଯୋଗାଇ ଦେବା ପାଇଁ ହୋଇଥିବା ଯୋଜନାର ଲାଭ ଉଠାଇ ପ....

 ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ତଥା ବିଂଝାରପୁର ବ୍ଲକ ବିଜୁ ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ Sangram Deo (ବାପି)...
11/05/2021


ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ତଥା ବିଂଝାରପୁର ବ୍ଲକ ବିଜୁ ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ Sangram Deo (ବାପି)ଙ୍କ ଜନ୍ମ ଦିନ ଅବସରରେ ବିଜୁ ଛାତ୍ର ଜନତା ଦଳ ସୁକିନ୍ଦା ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 💐🎊🎉💐💐।

24/04/2021
 #ଓଡ଼ିଶା_ରାଜଧାନୀ_ପ୍ରତିଷ୍ଠା_ଦିବସଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଧୁନିକ ଓଡ଼ି...
13/04/2021

#ଓଡ଼ିଶା_ରାଜଧାନୀ_ପ୍ରତିଷ୍ଠା_ଦିବସ
ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଧୁନିକ ଓଡ଼ିଶା ଇତିହାସରେ ଆଜିର ଦିନ ଏକ ମାଇଲଖୁଣ୍ଟ। ଓଡ଼ିଶାର ପ୍ରଗତିର ଧାରା ଆହୁରି ତ୍ୱରାନ୍ୱିତ କରିବା ଦିଗରେ ନିରନ୍ତର ଉଦ୍ୟମ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ୯୯ ଦଶମିକ ୯ ସ୍କୋର ସହ ଓଡିଶା ଟପ୍ପର ହେଲେ  #ଗୌତମ_ଦାସ  ତେଣୁ ଆମ ବିଜୁ ଛାତ୍ର ଜନତା ଦଳ ସୁକିନ୍ଦା ତରଫରୁ...
10/03/2021

ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ୯୯ ଦଶମିକ ୯ ସ୍କୋର ସହ ଓଡିଶା ଟପ୍ପର ହେଲେ #ଗୌତମ_ଦାସ ତେଣୁ ଆମ ବିଜୁ ଛାତ୍ର ଜନତା ଦଳ ସୁକିନ୍ଦା ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।💐💐💐

ସୁକିନ୍ଦା ମହାବିଦ୍ୟାଳୟ ଯିବା ଆସିବା ପାଇଁ ଚାଲୁଥିବା ବସ ସେବା ବନ୍ଦ କୁ ନେଇ ଆଜି ସୁକିନ୍ଦା କଲେଜର ଶତାଧିକ ଛାତ୍ର ଛାତ୍ରୀ କୁହିକା ନିକଟରେ ଅ...
11/02/2021

ସୁକିନ୍ଦା ମହାବିଦ୍ୟାଳୟ ଯିବା ଆସିବା ପାଇଁ ଚାଲୁଥିବା ବସ ସେବା ବନ୍ଦ କୁ ନେଇ ଆଜି ସୁକିନ୍ଦା କଲେଜର ଶତାଧିକ ଛାତ୍ର ଛାତ୍ରୀ କୁହିକା ନିକଟରେ ଅସୁବିଧାର ସମାଧାନ ନିମନ୍ତେ ରାସ୍ତାରେ ଧାରଣା ଦେଇଥିଲେ! ଖବର ମିଳିବା ପରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଙ୍କ ନିର୍ଦେଶ କ୍ରମେ ସୁକିନ୍ଦା ବ୍ଲକ ଛାତ୍ର ସଭିପତି ରାଜେନ୍ଦ୍ର ମହାନ୍ତ ଙ୍କୁ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ ନିମନ୍ତେ ନିର୍ଦେଶ ଦେଇଥିଲେ,ଘଟଣା ସ୍ଥଳ ରେ ଉଭୟ ପହଞ୍ଚି ସମସ୍ୟା ସମ୍ପର୍କରେ ଅବଗତ ହୋଇ ବୁଝା ସୁଝା କରିବା ସହ ଆମ ପ୍ରିୟ ସୁକିନ୍ଦା ବିଧାୟକ ସମସ୍ୟାର ଯଥାଶୀଘ୍ର ସମାଧନ ପାଇଁ ପ୍ରତିଶ୍ରୁତି ଦେବା କଥା ଜାଣିବା ପରେ ଛାତ୍ର ଛାତ୍ରୀ ଧାରଣା ଭଙ୍ଗ କରିଥିଲେ!!

 ୧୦୨ ବର୍ଷ ବୟସରେ ଶିକ୍ଷାଦାନ କରୁଥିବା ନନ୍ଦ ସାର “ପଦ୍ମଶ୍ରୀ” ସମ୍ମାନରେ ସମ୍ମାନିତ ହେବା ସମ୍ବାଦ,ଆମ ପାଇଁ ଖୁସିର ମୁହୂର୍ତ୍ତ।ସୁକିନ୍ଦା ବର୍...
25/01/2021


୧୦୨ ବର୍ଷ ବୟସରେ ଶିକ୍ଷାଦାନ କରୁଥିବା ନନ୍ଦ ସାର “ପଦ୍ମଶ୍ରୀ” ସମ୍ମାନରେ ସମ୍ମାନିତ ହେବା ସମ୍ବାଦ,ଆମ ପାଇଁ ଖୁସିର ମୁହୂର୍ତ୍ତ।
ସୁକିନ୍ଦା ବର୍ତ୍ତଣ୍ଡା ପଞ୍ଚାୟତ କନ୍ତିରା ଗାଁର ନନ୍ଦ ସାର୍,୧୯୪୬ ମସିହାରୁ ୭୫ ବର୍ଷ ଧରି ଚାଟଶାଳୀରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଇ ଆସୁଛନ୍ତି।

 #ଖଣି_ଅଞ୍ଚଳରେ_ଛାତ୍ରଛାତ୍ରୀ_କଲେଜ୍_ଯାତାୟତ_ନିମନ୍ତେ_ପୂନହ୍ନ_ଚାଲୁ_ହେଲା_ବସସେବାସୁକିନ୍ଦା କଲେଜ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ...
21/01/2021

#ଖଣି_ଅଞ୍ଚଳରେ_ଛାତ୍ରଛାତ୍ରୀ_କଲେଜ୍_ଯାତାୟତ_ନିମନ୍ତେ_ପୂନହ୍ନ_ଚାଲୁ_ହେଲା_ବସସେବା
ସୁକିନ୍ଦା କଲେଜ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ବସ ସେବା,ଆସନ୍ତା 2ଦିନ ମଧ୍ୟରେ ପୂର୍ବପରି ଜାରି ରହିବ। ଛାତ୍ରଛାତ୍ରୀଙ୍କ ଠାରୁ ବସ ଚଳାଚଳ ବନ୍ଦ ହେବାର ଖବର ଶୁଣିବା ମାତ୍ରେ ସୁକିନ୍ଦା ଦୁଇ ଦିନ ମଧ୍ୟରେ ବସ ଚଳାଚଳକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ବିଧାୟକ। ଫଳରେ ଖଣି ଅଞ୍ଚଳର 8ଟି ପଞ୍ଚାୟତର ଛାତ୍ରଛାତ୍ରୀ ସୁକିନ୍ଦା କଲେଜକୁ ସୁବିଧାରେ ପହଞ୍ଚି ପାରିବେ। କୋଭିଡି କଟକଣା ଯୋଗୁ କଲେଜ ବସଟି ବନ୍ଦ ଥିଲା,ତାକୁ ପୁର୍ନବାର ଚଳାଇବାକୁ ସୁକିନ୍ଦା ବ୍ଲକ ଛାତ୍ର ବିଜେଡିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସାକ୍ଷତା କରି ସମସ୍ୟାର ସମାଧାନ କରିବାକୁ କହିଥିଲେ।

31/12/2020
 #ସରକାରୀ_ସ୍କୁଲ_Students_ହେବେ_Doctor_ଏବ_Engineerସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ Engineering ଓ Medical Collegeରେ ସ୍ଥାନ...
28/12/2020

#ସରକାରୀ_ସ୍କୁଲ_Students_ହେବେ_Doctor_ଏବ_Engineer
ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ Engineering ଓ Medical Collegeରେ ସ୍ଥାନ ସଂରକ୍ଷଣ ରଖିବାକୁ ମୁଖ୍ୟମନ୍ତ୍ରୀ Naveen Patnaikଙ୍କ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।ଫଳରେ ଭଲ ପଢୁଥିବା ଗରିବ ପିଲାଟି କମ୍ ଖର୍ଚ୍ଚରେ ସରକାରୀ Engineering ଓ Medical Collegeରେ ପାଠ ପଢିପାରିବ। ଏହି ଐତିହାସିକ ନିଷ୍ପତ୍ତି ପାଇଁ ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠର ଛାତ୍ରଛାତ୍ରୀ,BJD ବିଧାୟକ #ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 #ସଭାପତିଙ୍କ_ଗୁରୁମନ୍ତ୍ରକୁ_ଅନୁସରଣ_କଲେ_ଛାତ୍ର_ସଦସ୍ୟଆଜି ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ Video conferencing(V.C) ...
23/12/2020

#ସଭାପତିଙ୍କ_ଗୁରୁମନ୍ତ୍ରକୁ_ଅନୁସରଣ_କଲେ_ଛାତ୍ର_ସଦସ୍ୟ
ଆଜି ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ Video conferencing(V.C) ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ V.C ବୈଠକରେ ଯୋଗଦେବା ପାଇଁ ଦାନଗଦି ବିଜେଡି କାର୍ଯ୍ୟାଳୟ ଠାରେ ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସଂଗ୍ରାମ ଦେଓ,ଜୟନ୍ତ ମଲ୍ଲିକ,ସୁକିନ୍ଦା ବ୍ଲକ ର ଛାତ୍ର ସଭାପତି ରାଜେନ୍ଦ୍ର ମହାନ୍ତ, ଦାନଗଦି ବ୍ଲକର ଛାତ୍ର ସଭାପତି ବାସୁଦେବ ପୃଷ୍ଠି ଏବଂ ଛାତ୍ର ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ। ଆମ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀଙ୍କର ଓଡ଼ିଶା ଛାତ୍ର ସମାଜ ପ୍ରତି ଦେଇଥିବା ଗୁରୁ ମନ୍ତ୍ରକୁ ଅନୁସରଣ କରି କିପରି ଛାତ୍ର ସମାଜକୁ ଶୃଙ୍ଖଳିତ କରାଯିବ ଓ ଛାତ୍ରମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ କରିବା ର ଦାୟିତ୍ୱ ବହନ କରାଯିବା ସହ ବିଜୁ ଛାତ୍ର ଜନତା ଦଳକୁ ଅଧିକରୁ ଅଧିକ ମଜବୁତ୍ ଓ ସଫଳ କରିପାରିବା ପାଇଁ ପ୍ରେରଣା ସାଉଟିଛନ୍ତି V.C ରେ ଯୋଗ ଦେଇଥିବା ସମସ୍ତ ଛାତ୍ରସଦସ୍ୟ।

23/12/2020
 ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁର 10ଜଣ ବିଜେପି ସମର୍ଥକ ଏବଂ ଜଣେ କଂଗ୍ରେସ ସମର୍ଥକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।ମୁଖ୍ୟମ...
28/11/2020


ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁର 10ଜଣ ବିଜେପି ସମର୍ଥକ ଏବଂ ଜଣେ କଂଗ୍ରେସ ସମର୍ଥକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି,ଏମାନେ ବିଜେଡିରେ ସାମିଲ ହୋଇଛନ୍ତି। ଏମାନଙ୍କ ଯୋଗଦାନ ଫଳରେ BJD ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି।

 ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି, ଦାନଗଦି ବ୍ଲକ ଚିତ୍...
21/11/2020


ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି, ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତର 15 କଂଗ୍ରେସ ସମର୍ଥକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ଯୋଗଦାନ ଫଳରେ BJD ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି।

 ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି,ସୁକିନ୍ଦା ବ୍ଲକ ହାତ...
18/11/2020


ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି,ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର BJP ସମର୍ଥକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପଞ୍ଚାୟତର ହାତୀବାରି ଗ୍ରାମର 20 ଜଣ BJDରେ ମିଶିଛନ୍ତି। ଏହି ବ୍ୟକ୍ତିମାନଙ୍କ ଯୋଗଦାନ ଫଳରେ BJD ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି

 #ସୁକିନ୍ଦା_ବ୍ଲକ_ବିଜୁ_ଛାତ୍ର_ଜନତା_ଦଳ_ପକ୍ଷରୁ_ସୁକିନ୍ଦା_ପଞ୍ଚାୟତ_ଛାତ୍ର_ସଭାପତି_ଘୋଷଣାଆଜି ମାନ୍ୟବର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ...
18/11/2020

#ସୁକିନ୍ଦା_ବ୍ଲକ_ବିଜୁ_ଛାତ୍ର_ଜନତା_ଦଳ_ପକ୍ଷରୁ_ସୁକିନ୍ଦା_ପଞ୍ଚାୟତ_ଛାତ୍ର_ସଭାପତି_ଘୋଷଣା
ଆଜି ମାନ୍ୟବର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଉପସ୍ଥିତିରେ ସୁକିନ୍ଦା ବ୍ଲକ୍ ବିଜୁ ଛାତ୍ର ଜନତା ଦଳର ସଭାପତି ରାଜେନ୍ଦ୍ର ମହାନ୍ତ, ଉପସଭାପତି ଜୟପ୍ରକାଶ ଚକ୍ର ଓ ସାଧାରଣ ସମ୍ପାଦକ ଯୁଧିଷ୍ଟିର ଦାସଙ୍କ ଦ୍ଵାରା ସୁକିନ୍ଦା ପଞ୍ଚାୟତ ଛାତ୍ର ସଭାପତି ରୂପେ ସୌମ୍ୟଜିତ୍ ବେହୁରାଙ୍କୁ ବିବେଚିତ କରି କାଳିଆପାଣି ସ୍ଥିତ OMC ଅତିଥି ବାସଭବନ ସମ୍ବର୍ଦ୍ଧିତ କରାଯାଇଛି।

 #ବିକାଶ_ପଥେ_ସୁକିନ୍ଦାପଞ୍ଚାୟତର ଆୟ ବୃଦ୍ଧି ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମାଛ ଚାଷ କରିବା ଲାଗି ନିଷ୍ପତ୍ତି ହୋଇଛି। ସୁକିନ୍ଦା ଓ ଦାନ...
16/11/2020

#ବିକାଶ_ପଥେ_ସୁକିନ୍ଦା
ପଞ୍ଚାୟତର ଆୟ ବୃଦ୍ଧି ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମାଛ ଚାଷ କରିବା ଲାଗି ନିଷ୍ପତ୍ତି ହୋଇଛି। ସୁକିନ୍ଦା ଓ ଦାନଗଦି ବ୍ଲକର ପ୍ରତି ପଞ୍ଚାୟତରେ 4ଟି ଲେଖାଏଁ ପୋଖରୀକୁ ପୁନଃଋଦ୍ଧାର କରାଯିବ। ନରେଗାର ଅର୍ଥ ଏବଂ DMFରୁ 50 ଲକ୍ଷ ଟଙ୍କା ଲେଖାଁଏ ପ୍ରତି ପୋଖରୀ ପାଇଁ ବିନିଯୋଗ ହେବ। ପରେ ସେହି ପୋଖରୀକୁ ନିଲାମ କରାଯାଇ ଆୟ କରାଯିବ। ଏତଦ ବ୍ଯତୀତ ପୋଖରୀ ଚାରି ପାଖରେ ଗଛ ଲଗାଯାଇ ପରିବେଶ ସୁରକ୍ଷାକୁ ପ୍ରାଧାନ୍ଯ ଦିଆଯିବ ପାଇଁ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତି ବୈଠକରେ ସ୍ଥିର ହୋଇଛି।

Address


Website

Alerts

Be the first to know and let us send you an email when Biju Chatra Janata Dal,Sukinda posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your organization to be the top-listed Government Service?

Share