15/08/2023
୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ।
ଏହି ଅବସରରେ ଆସନ୍ତୁ ସମସ୍ତେ ଶପଥ ନେବା,
ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ମତବାଦ ନିର୍ବିଶେଷରେ ଏକ ମନ, ଏକ ପ୍ରାଣ ହୋଇ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆସନ୍ତୁ ସଂକଳ୍ପବଦ୍ଧ ହେବା।