Kalinga Keshari Jena - Safi

Kalinga Keshari Jena - Safi Contact information, map and directions, contact form, opening hours, services, ratings, photos, videos and announcements from Kalinga Keshari Jena - Safi, Baripada.

30/11/2024
Good morning........Joshipur,Mayurbhanj.
26/04/2022

Good morning........
Joshipur,Mayurbhanj.

ଆପଣମାନଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ......          ବିଗତ ବହୁବର୍ଷ ଧରି ବାରିପଦା ମ୍ୟୁନିସିପାଲିଟି ରେ ହେଉଥିବା ଅବ୍ୟବସ୍ଥା ର ଶିକାର,...
17/02/2022

ଆପଣମାନଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ......
ବିଗତ ବହୁବର୍ଷ ଧରି ବାରିପଦା ମ୍ୟୁନିସିପାଲିଟି ରେ ହେଉଥିବା ଅବ୍ୟବସ୍ଥା ର ଶିକାର, ଜନ ବିରୋଧୀ କାର୍ଯ୍ୟ ଦ୍ୱାରା କ୍ଷତିଗ୍ରସ୍ତ ତଥା ମୌଳିକ ଅଧିକାର ରୁ ବଞ୍ଚିତ ସାଧାରଣ ଜନତା ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ତଥା ଐତିହ୍ୟ ସମ୍ପନ୍ନ ବାରିପଦା ସହରର ପୂର୍ବ ହୃତଗୌରବ ଫେରାଇଆଣିବା ପାଇଁ ବହୁ ଶୁଭେଛୁ ତଥା ବହୁ ଜନସାଧାରଣଙ୍କ ପକ୍ଷରୁ ଆଗାମୀ ବାରିପଦା ମ୍ୟୁନିସିପାଲିଟି ସିଧାସଳଖ ଚେୟାରମ୍ୟାନ ନିର୍ବାଚନ ରେ ଭଞ୍ଜସେନା ସଂଗଠନ ନିଜ ପ୍ରାର୍ଥୀ ଦେଉ କିମ୍ବା ଉନ୍ନତି କରିବାର ମନବୃତ୍ତି ନେଇ ସ୍ୱାଧୀନ ଭାବେ ମ୍ୟୁନିସିପାଲିଟି ରେ ଲଢ଼ିବାକୁ ଯାଉଥିବା ଚେୟାରମ୍ୟାନ ପ୍ରାର୍ଥୀ ଓ ୨୮ଟି କାଉନସିଲର ପ୍ରାର୍ଥୀ ଙ୍କୁ ସମର୍ଥନ ପ୍ରଦର୍ଶନ କରୁ ବୋଲି ଆଶାବ୍ୟକ୍ତ କରୁଛନ୍ତି।
ମାତ୍ର ଏବେକାର ବ୍ୟୟ ବହୁଳ ନିର୍ବାଚନ କୁ ଦେଖି ଆମ୍ଭେ କିଛି ନିଷ୍ପତି ଗ୍ରହଣ କରିପାରୁନୁ।
ଦୟାକରି ଆଗାମୀ ବାରିପଦା ପୌରପରିଷଦ ନିର୍ବାଚନ ରେ ଆମ୍ଭେ କିସ ପଦକ୍ଷେପ ନେବୁ, ସେ ବାବଦରେ ଆପଣମାନଙ୍କ ସୁଚିନ୍ତିତ ପରାମର୍ଶ ଅପେକ୍ଷାରେ🙏
ଅପଣମାନଙ୍କ ପରାମର୍ଶ କୁ ପାଥେୟ କରି ଆମ୍ଭେ ଭଞ୍ଜସେନା ପକ୍ଷରୁ ଆମ୍ଭର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରି ଆପଣମାନଙ୍କୁ ଅବଗତ କରେଇବୁ।

ଶେଷ ଗଡଜାତ ରାଜ୍ୟ ଭାବେ ମିଶ୍ରଣ ଚୁକ୍ତି ଅନୁଯାୟୀ ପ୍ରଥମେ ଭାରତବର୍ଷ ଓ ପରବର୍ତୀ ସମୟରେ ଓଡିଶା ସହିତ ସାମିଲ ହୋଇଯିବାର ୭୪ବର୍ଷ ଅତିକ୍ରମ କରିସ...
09/01/2022

ଶେଷ ଗଡଜାତ ରାଜ୍ୟ ଭାବେ ମିଶ୍ରଣ ଚୁକ୍ତି ଅନୁଯାୟୀ ପ୍ରଥମେ ଭାରତବର୍ଷ ଓ ପରବର୍ତୀ ସମୟରେ ଓଡିଶା ସହିତ ସାମିଲ ହୋଇଯିବାର ୭୪ବର୍ଷ ଅତିକ୍ରମ କରିସାରିଲା ପରେ ମଧ୍ୟ ମୌଳିକ ସମସ୍ୟା କୁ ସମାଧାନ କରିବା ପାଇଁ ଆମ ମୟୁରଭଞ୍ଜ ବାସୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି।
ଏଣୁ ଯଥାଶୀଘ୍ର ହୋଇଥିବା ମିଶ୍ରଣ ଚୁକ୍ତି କୁ ସାର୍ବଜନୀନ କରିବା ସହିତ ଆମ ମୟୁରଭଞ୍ଜ କୁ "କେନ୍ଦ୍ର ଶାସିତ ଅଞ୍ଚଳ"ଘୋଷଣା କରିବା ଆମର ଦାବୀ।

୧୯୪୮ ମସିହା ଅକ୍ଟୋବର ୧୭ ତାରିଖରେ ହିଁ ଭାରତବର୍ଷ ସହିତ  ଆମ ସେତେବେଳର ଗଡଜାତ ରାଜ୍ୟ ମୟୁରଭଞ୍ଜ ର  ମିଶ୍ରଣ ଚୁକ୍ତି(Instrument of Merger)...
01/01/2022

୧୯୪୮ ମସିହା ଅକ୍ଟୋବର ୧୭ ତାରିଖରେ ହିଁ ଭାରତବର୍ଷ ସହିତ ଆମ ସେତେବେଳର ଗଡଜାତ ରାଜ୍ୟ ମୟୁରଭଞ୍ଜ ର ମିଶ୍ରଣ ଚୁକ୍ତି(Instrument of Merger) ହୋଇଥିଲା।ପୁଣି ୧୯୪୯ ମସିହା ଜାନୁୟାରୀ ୧ ତାରିଖ ପାଖାପାଖି ୭୨ବର୍ଷ ପୂର୍ବରୁ ଆଜିର ଦିନରେ ହିଁ ସମଭାଷାଭାଷୀ ଅଞ୍ଚଳ ଭାବରେ ଆମ ମୟୁରଭଞ୍ଜ ସାମିଲ ହୋଇଥିଲା ଓଡିଶା ସାଙ୍ଗରେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ମିଶ୍ରଣ ଚୁକ୍ତି ଅନୁଯାୟୀ କୌଣସି କାର୍ଯ୍ୟ ହୋଇନାହିଁ ଆମ ମୟୁରଭଞ୍ଜ ଜିଲ୍ଲାରେ ଏମିତିକି ବର୍ତ୍ତମାନ ସୁଦ୍ଧା ବାରମ୍ବାର ଦାବୀ ସତ୍ତ୍ୱେ ହୋଇଥିବା ମିଶ୍ରଣ ଚୁକ୍ତି ଗୁଡିକୁ ସାର୍ବଜନୀନ ମଧ୍ୟ କରୁନାହାନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର।
ଏଣୁ କୌଣସି ରାଜନୈତିକ ନେତୃବୃନ୍ଦ ମାନଙ୍କୁ ଆଉ ଭରସା ନ କରି ଦୀର୍ଘ ୭୨ବର୍ଷର "ସାବତ ପୁଅ" ବ୍ୟବହାର ଆଉ ସହିନପାରି ଆମ୍ଭେ ଭଞ୍ଜସେନା ପକ୍ଷରୁ ଆଗାମୀ ଦିନରେ
"ମୟୁରଭଞ୍ଜ ମିଶ୍ରଣ ଚୁକ୍ତି କୁ ତୁରନ୍ତ ସାର୍ବଜନୀନ କରି କାର୍ଯ୍ୟକାରୀ କରିବା ଦାବୀ ସହିତ ମୟୁରଭଞ୍ଜ କୁ କେନ୍ଦ୍ର ଶାସିତ ଅଞ୍ଚଳ"
ଭାବେ ଘୋଷଣା କରିବା ର ଦାବୀ ନେଇ ମୟୁରଭଞ୍ଜ ର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କ ଉପଦେଶ ଏବଂ ସଂଗ୍ରାମୀ ମନୋଭାବ ଥିବା ଯୁବଛାତ୍ର ମାନଙ୍କୁ ନେଇ ଏକ ଦୀର୍ଘ ମିଆଦି ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଅଛୁ।
ଏଥିରେ ଆପଣମାନଙ୍କ ପ୍ରତକ୍ଷ୍ୟ ସାହାଯ୍ୟ ସହଯୋଗ ଏକାନ୍ତ କାମ୍ୟ🙏🙏🙏🙏🙏

Happy Ganesh Puja to All........
22/08/2020

Happy Ganesh Puja to All........

31/07/2020

our desparate request for the developement of tourism in Mayurbhanj which can successfully help in the financial growth and create employment for the unemployed of our dist.

Good evening everyone......Mayurbhanj.
23/07/2020

Good evening everyone......
Mayurbhanj.

Address

Baripada

Telephone

9437035555

Website

Alerts

Be the first to know and let us send you an email when Kalinga Keshari Jena - Safi posts news and promotions. Your email address will not be used for any other purpose, and you can unsubscribe at any time.

Share