Nayagarh District Administration

  • Home
  • Nayagarh District Administration

Nayagarh District Administration Contact information, map and directions, contact form, opening hours, services, ratings, photos, videos and announcements from Nayagarh District Administration, Government Organization, .

02/06/2026
01/06/2026

Avail the Online Enumeration Form facility under to verify and update your electoral details anytime, anywhere. Participate today and contribute to strengthening the integrity of the voter database.

01/06/2026

BLO ଆସୁଛନ୍ତି ଆପଣଙ୍କ ଘରକୁ!
ପରିଗଣନା ଫର୍ମ ଗ୍ରହଣ କରନ୍ତୁ, ସଠିକ୍ ତଥ୍ୟ ଦିଅନ୍ତୁ ଏବଂ ନିଜ ଭୋଟର ବିବରଣୀକୁ ଅଦ୍ୟତନ ରଖନ୍ତୁ।
ଆପଣମାନଙ୍କ ସମସ୍ତଙ୍କ ସହଯୋଗ କାମନା। 🙏

01/06/2026

🗳️ ସଠିକ୍ ଓ ନିର୍ଭୁଳ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅତ୍ୟାବଶ୍ୟକ।
ଡୁପ୍ଲିକେଟ୍, ମୃତ ଓ ଅଯୋଗ୍ୟ ନାମ ବିଲୋପ କରି ସମସ୍ତ ଯୋଗ୍ୟ ମତଦାତାଙ୍କୁ ତାଲିକାରେ ସମ୍ମିଳିତ କରାଯାଉଛି।

ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା, ସୁଦୃଢ଼ ଗଣତନ୍ତ୍ର। 🇮🇳

ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସଦଭାବନା ସଭାଗୃହଠାରେ ସମ୍ମାନନୀୟା ଜିଲ୍ଲପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ସମସ୍ତ...
01/06/2026

ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସଦଭାବନା ସଭାଗୃହଠାରେ ସମ୍ମାନନୀୟା ଜିଲ୍ଲପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ଯେଉଁଥିରେ ମୋଟ ୧୩୩ଟି ଅଭିଯୋଗର ଶୁଣାଣୀ ହୋଇଥିଲା ଓ ୪୦ଟି ଅଭିଯୋଗର ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା।ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ।

ଗତକାଲି ଜିଲ୍ଲାପାଳ ନୟାଗଡ଼ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସମୀକ୍ଷା ବୈଠକରେ ଶିକ୍ଷା କ୍ଷେତ୍ରର ବିଭିନ୍ନ ଯ...
31/05/2026

ଗତକାଲି ଜିଲ୍ଲାପାଳ ନୟାଗଡ଼ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସମୀକ୍ଷା ବୈଠକରେ ଶିକ୍ଷା କ୍ଷେତ୍ରର ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ୨୧୧୧ ଚିହ୍ନଟ ଶିଶୁଙ୍କ ମଧ୍ୟରୁ ୭୮୦ ଜଣଙ୍କୁ ପୁନଃ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରାଯାଇଛି। FLN, APAAR ID, PM SHRI ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

30/05/2026
ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଆଜି ଗଣିଆ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୋଟ ୫୭ଟି ଅ...
25/05/2026

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଆଜି ଗଣିଆ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୋଟ ୫୭ଟି ଅଭିଯୋଗର ଶୁଣାଣୀ ହୋଇଥିଲା ଓ ୦୮ଟି ଅଭିଯୋଗର ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା।ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ।

CMO Odisha
Information & Public Relations Department, Government of Odisha

24/05/2026

⚠️ ଉଷ୍ଣତା ତରଙ୍ଗ (Heat Wave) ସଚେତନତା ସୂଚନା ⚠️
ତୀବ୍ର ଗ୍ରୀଷ୍ମ ତାପମାନକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଉଛି —
• ପର୍ଯ୍ୟାପ୍ତ ପରିମାଣରେ ପାଣି ପିଉନ୍ତୁ ଏବଂ ଶରୀରକୁ ଜଳଯୁକ୍ତ ରଖନ୍ତୁ।
• ଦିନର ଅଧିକ ଗରମ ସମୟରେ ବାହାରକୁ ଯିବାକୁ ଏଡ଼ାନ୍ତୁ।
• ହାଲୁକା ଓ ସୁତି ପୋଷାକ ପିନ୍ଧନ୍ତୁ।
• ବାହାରକୁ ଯିବାବେଳେ ଛତା, ଟୋପି କିମ୍ବା ସନ୍‌ଗ୍ଲାସ୍‌ ବ୍ୟବହାର କରନ୍ତୁ।
• ଧୂପରେ ଅଧିକ ଶାରୀରିକ ପରିଶ୍ରମ କରିବାରୁ ବଚନ୍ତୁ।
• ଶିଶୁ, ବୃଦ୍ଧ ଓ ପଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ।
• ମୁଣ୍ଡ ଘୁରିବା, ଦୁର୍ବଳ ଲାଗିବା କିମ୍ବା ଜଳଶୁଷ୍କତା ହେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।
ସୁରକ୍ଷିତ ରୁହନ୍ତୁ ଏବଂ ତୀବ୍ର ଗ୍ରୀଷ୍ମ ତାପରୁ ନିଜକୁ ସୁରକ୍ଷିତ ରଖନ୍ତୁ। ☀️

ସୌଜନ୍ୟ,
ଜିଲ୍ଲାପାଳ ପ୍ରଶାସନ, ନୟାଗଡ଼.

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଆଜି ଦଶପଲ୍ଲା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୋଟ ୮୪ଟ...
18/05/2026

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଆଜି ଦଶପଲ୍ଲା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୋଟ ୮୪ଟି ଅଭିଯୋଗର ଶୁଣାଣୀ ହୋଇଥିଲା ଓ ୨୧ଟି ଅଭିଯୋଗର ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା।ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ।

Address


Website

Alerts

Be the first to know and let us send you an email when Nayagarh District Administration posts news and promotions. Your email address will not be used for any other purpose, and you can unsubscribe at any time.

  • Want your organization to be the top-listed Government Service?

Share