Youth Congress Keonjhar

Youth Congress Keonjhar District President - Sunesh Dhir

30/05/2026

ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ କମିଟି ଡାକରାରେ ଅନୁଷ୍ଠିତ ରାଲି ରେ ଯୁବ କଂଗ୍ରେସ ସଭାପତି ହିସାବରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଲି ✊

Rahul Gandhi

Niranjan Patnaik

Navajyoti Patnaik

Jayadev Jena

Uday Bhanu Chib

Ranjit Kumar Patra

Sunesh Dhir

Sunesh Dhir - Youth Leader

Shubham Raj

Shubham Raj

Indian Youth Congress

Odisha Youth Congress

Youth Congress Keonjhar

Youth Congress Keonjhar

27/05/2026
ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାର ଏକ ମାତ୍ର ବିକଳ୍ପ କଂଗ୍ରେସ । ଯୁବ କଂଗ୍ରେସ ରେ ଯୋଗଦାନ ଦେଇ ନିଜର ସ୍ଵର କୁ ଆହୁରି ଶାଣିତ...
27/05/2026

ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାର ଏକ ମାତ୍ର ବିକଳ୍ପ କଂଗ୍ରେସ । ଯୁବ କଂଗ୍ରେସ ରେ ଯୋଗଦାନ ଦେଇ ନିଜର ସ୍ଵର କୁ ଆହୁରି ଶାଣିତ କରନ୍ତୁ । ଇଛୁକ ଯୁବକ ଯୁବତୀ ମାନେ ସିଧା କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଙ୍କ ନମ୍ୱର୍ କୁ ମେସେଜ କରି ପାରିବେ ।

Rahul Gandhi

Niranjan Patnaik

Navajyoti Patnaik

Jayadev Jena

Uday Bhanu Chib

Ranjit Kumar Patra

Sunesh Dhir

Sunesh Dhir - Youth Leader

Shubham Raj

Shubham Raj

Indian Youth Congress

Youth Congress Keonjhar

Youth Congress Keonjhar

Nsui Keonjhar

ଆଦିବାସୀ ମାନଙ୍କର ଅଧିକାର ନିମନ୍ତେ ସଦା ସର୍ବଦା କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ।   Rahul Gandhi Niranjan Patnaik Navajyoti Patnai...
21/05/2026

ଆଦିବାସୀ ମାନଙ୍କର ଅଧିକାର ନିମନ୍ତେ ସଦା ସର୍ବଦା କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ।



Rahul Gandhi

Niranjan Patnaik

Navajyoti Patnaik

Uday Bhanu Chib

Ranjit Kumar Patra

Sunesh Dhir

Sunesh Dhir - Youth Leader

Shubham Raj

Shubham Raj

Nsui Keonjhar

12/05/2026

Biswaguru ka Kamal....

02/05/2026

Thank You Uday Bhanu Chib ji 🙏

ଏହି ସଂକଳ୍ପକୁ ପାଥେୟ କରି ସର୍ବଦା ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେବା ଯୁବ କଂଗ୍ରେସ୍ ର ମୂଳଲକ୍ଷ୍ୟ ।​ଆଜି ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ...
02/05/2026

ଏହି ସଂକଳ୍ପକୁ ପାଥେୟ କରି ସର୍ବଦା ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେବା ଯୁବ କଂଗ୍ରେସ୍ ର ମୂଳଲକ୍ଷ୍ୟ ।
​ଆଜି ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏକ ମହତ କାର୍ଯ୍ୟ କରାଯାଇଛି । ଅଖିଳ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ Uday Bhanu Chib ଜୀ ଏବଂ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ Ranjit Kumar Patra ଭାଇଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ସଭାପତି Sunesh Dhir ଜୀ ଙ୍କ ନେତୃତ୍ୱ ରେ କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ସଦସ୍ୟଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ପକ୍ଷରୁ ଅସହାୟ ଜିତୁ ମୁଣ୍ଡାଙ୍କୁ ୫୦୦୦୦/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

Rahul Gandhi

Niranjan Patnaik

Navajyoti Patnaik

Sunesh Dhir - Youth Leader

Youth Congress Keonjhar

Youth Congress Keonjhar

Shubham Raj

Shubham Raj

Nsui Keonjhar


Happy 140th Foundation Day of Indian National Congress .Rahul Gandhi Niranjan Patnaik Navajyoti Patnaik Jayadev Jena Bha...
28/12/2025

Happy 140th Foundation Day of Indian National Congress .

Rahul Gandhi Niranjan Patnaik Navajyoti Patnaik Jayadev Jena Bhakta Charan Das Uday Bhanu Chib Indian Youth Congress Sunesh Dhir Sunesh Dhir - Youth Leader Shubham Raj Shubham Raj Youth Congress Keonjhar Youth Congress Keonjhar Odisha Youth Congress

ବଡ଼ବିଲ ହୋଟେଲ ୱାଲର୍ଡ ଠାରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ପୂର୍ବତନ ଉପସଭାପତି ଜଗବୀର ଦିଶାଙ୍କ ଜନ୍ମଦିନ ପାଳନ କରାଯାଇଛି l ଏଥିରେ ପୂର୍ବ...
24/12/2025

ବଡ଼ବିଲ ହୋଟେଲ ୱାଲର୍ଡ ଠାରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ପୂର୍ବତନ ଉପସଭାପତି ଜଗବୀର ଦିଶାଙ୍କ ଜନ୍ମଦିନ ପାଳନ କରାଯାଇଛି l ଏଥିରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଚମ୍ପୁଆର ପୂର୍ବତନ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଯୁବ କଂଗ୍ରେସ ନେତା ଅମିତ ରାଉତ ଓ ସୁନୀଲ କୁମାର ମୁଣ୍ଡା ଉପସ୍ଥିତ ଥିଲେ l

Sangram Das Fan Club

Jadumani Barik

Jagbir Disha

Sunesh Dhir

Sunesh Dhir - Youth Leader

Shubham Raj

Shubham Raj

Address

Anandapur
758083

Website

Alerts

Be the first to know and let us send you an email when Youth Congress Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Share