27/08/2026
ସୋସ ଗ୍ରାମପଞ୍ଚାୟତ ସୋସ ଗାଁର ମୁସଲମାନ ଭାଇ ଓ ଭଉଣୀମାନଙ୍କ ସହ ପବିତ୍ର ଇଦ୍ ମିଲାଦ୍-ଉନ୍-ନବୀ ଅବସରରେ ଆୟୋଜିତ ଜୁଲୁସ ଯାତ୍ରାରେ ପୂର୍ବତନ ପିସିସି ସଭାପତି, ମନ୍ତ୍ରୀ Jayadev Jena ଯୋଗଦେଇ ମହାପୁରୁଷ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମଦିନକୁ ଶ୍ରଦ୍ଧା ଓ ଭକ୍ତିର ସହ ସ୍ମରଣ କଲେ
ଇଦ୍ ମିଲାଦ୍-ଉନ୍-ନବୀ ମୁବାରକ! 🌙❤️