Biju Yuva Vahini, Kosala

Biju Yuva Vahini, Kosala Contact information, map and directions, contact form, opening hours, services, ratings, photos, videos and announcements from Biju Yuva Vahini, Kosala, Government Organization, kosala, Angul.

18/08/2020
ଜୟ ମା ରାମଚଣ୍ଡୀ ଏ ମହାମାରୀ କରୋନାରୁ ଆମକୁ ରକ୍ଷା କର ମା 🙏🙏🙏🙏କାହା ସହ ହାତ ମିଳାନ୍ତୁ ନାହିଁ,କାହାକୁ ଘରକୁ ଡାକନ୍ତୁ ନାହିଁ,ଗହଳି ଜାଗାକୁ ଯ...
29/07/2020

ଜୟ ମା ରାମଚଣ୍ଡୀ ଏ ମହାମାରୀ କରୋନାରୁ ଆମକୁ ରକ୍ଷା କର ମା 🙏🙏🙏🙏

କାହା ସହ ହାତ ମିଳାନ୍ତୁ ନାହିଁ,

କାହାକୁ ଘରକୁ ଡାକନ୍ତୁ ନାହିଁ,

ଗହଳି ଜାଗାକୁ ଯାଆନ୍ତୁ ନାହିଁ,

ଘରକୁ କରୋନା ଆଣନ୍ତୁ ନାହିଁ ।

ନବ ବର୍ଷ ଅବସରରେ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।ଏହି ବର୍ଷ ଆପଣ ମାନଙ୍କ ପାଇଁ ସୁଖ,ଶାନ୍ତି,ମୈତ୍ରୀ ଓ ସମୃଦ୍ଧିର ବର୍ଷ ହେଉ,ଏହା...
31/12/2019

ନବ ବର୍ଷ ଅବସରରେ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।ଏହି ବର୍ଷ ଆପଣ ମାନଙ୍କ ପାଇଁ ସୁଖ,ଶାନ୍ତି,ମୈତ୍ରୀ ଓ ସମୃଦ୍ଧିର ବର୍ଷ ହେଉ,ଏହା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା।

NEW YEAR OFFER 💞FLEX BANNER SQFT @ 7.00 ONLY25th Nov to 25th Dec 2019
17/11/2019

NEW YEAR OFFER 💞
FLEX BANNER SQFT @ 7.00 ONLY
25th Nov to 25th Dec 2019

NEW YEAR OFFER 💞FLEX BANNER SQFT @ 7.00 ONLY25th Nov to 25th Dec 2019
01/11/2019

NEW YEAR OFFER 💞

FLEX BANNER SQFT @ 7.00 ONLY

25th Nov to 25th Dec 2019

ମା' ରାମଚଣ୍ଡୀ ଯାତ୍ରା (୧୯.୦୮.୨୦୧୯-ସୋମବାର, ସନ୍ଧ୍ୟା ୬.୦୦ ଘଟିକା) ଉପଲକ୍ଷେ ଦି କଶ୍ମୀ ଡାନ୍ସ ଷ୍ଟୂଡିଓ ତରଫରୁ ନୃତ୍ୟ ପରିବେଷଣ କରାଯିବ, ସ...
19/08/2019

ମା' ରାମଚଣ୍ଡୀ ଯାତ୍ରା (୧୯.୦୮.୨୦୧୯-ସୋମବାର, ସନ୍ଧ୍ୟା ୬.୦୦ ଘଟିକା) ଉପଲକ୍ଷେ ଦି କଶ୍ମୀ ଡାନ୍ସ ଷ୍ଟୂଡିଓ ତରଫରୁ ନୃତ୍ୟ ପରିବେଷଣ କରାଯିବ, ସେଥି ପାଇଁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ💐🙏

ବିଜୁ ଯୁବ ବାହିନୀ ପକ୍ଷରୁ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ । ୩୦ ରନରେ କୋଶଳା କ୍ରିକେଟ ଟିମ ଚମ୍ପିୟାନ ।ଛେଣ୍ଡିପଦା,୧୯।୧୧(ସ୍ବ.ପ୍ର)-ଅନ...
06/12/2018

ବିଜୁ ଯୁବ ବାହିନୀ ପକ୍ଷରୁ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ । ୩୦ ରନରେ କୋଶଳା କ୍ରିକେଟ ଟିମ ଚମ୍ପିୟାନ ।
ଛେଣ୍ଡିପଦା,୧୯।୧୧(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମିନିଷ୍ଟାଡିୟମ ଠାରେ ଛେଣ୍ଡିପଦା ବିଜୁ ଯୁବ ବାହିନୀ ପକ୍ଷରୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରୀୟ ସ୍ତରିୟ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଛେଣ୍ଡିପଦା ବ୍ଲକର ପଂଚାୟତ ସ୍ତରର ଥିବା ୧୮ଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ମଙ୍ଗଳବାର ଆୟୋଜିତ ଉଦଘାଟନି ଉତ୍ସବରେ ଛେଣ୍ଡିପଦା ବ୍ଲକ ଅଧକ୍ଷ ଅଶୋକ କୁମାର ପ୍ରଧାନ ,ଗୋଷ୍ଠି ଉନ୍ନୟନ ଅଧିକାରୀ ରୋମାଂଚଳ ଖମାରୀ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିଜୁ ଯୁବ ବାହିନୀ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁମ୍ଭାରମ୍ଭ କରିଥିଲେ । ମଙ୍ଗଳବାର ଓ ବୁଧବାର ଲିଗ ମ୍ଯାଚ ଖେଳାଯାଇଥିବା ବେଳେ ଗୁରବାର ଖମାର ଓ ତେଣ୍ଟଲୋଇ କୋଡା ସାହି ଏବଂ କୋଶଳା ଓ ପାତ୍ରପଡା ମଧ୍ଯରେ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା । ଟେଣ୍ଟଲୋଇ କୋଡାସାହି କ୍ରିକେଟ ଟିମ ଓ କୋଶଳା କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।କୋଶଳା ଟିମ ଟସ ଜିତି ପ୍ରଥମେ ବ୍ଯାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍ ହରାଇ ୫୬ ରନ ସଂଗ୍ରହ କରିଥିବା ବେଳେ ତାର ଜବାବରେ ଟେଣ୍ଟୁଲୋଇ କୋଡାସାହି ଟିମ ନିର୍ଦ୍ଧାରିତ ଉଭରରେ ୮ ଉଇକେଟ ହରାଇ ୨୬ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । କୋଶଳା କ୍ରିକେଟ ଟିମ ୨ ଉଇକେଟ ୩୦ ରନରେ ବିଜୟୀ ହୋଇ ବ୍ଲକ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା । ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିଲିପ କୁମାର ପ୍ରଧାନ , ପଂଚାୟତ ସଂପ୍ରସାରଣ ଅଧିକାରୀ ଜ୍ଯୋତିରଂଜନ ପ୍ରଧାନ , ଅନୁଗୋଳ ଜିଲା ଯୁବ ବାହିନୀ ପ୍ରକଳ୍ପ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ , ଛେଣ୍ଡିପଦା ବ୍ଲକ ଯୁବ ସଂଯୋଜକ ଅଜିତ ବିଶ୍ବାଳ ପ୍ରମୁଖ ଯୋଗଦେଇ ଉଭୟ ଟିମର ଖେଳାଳି ମାନଙ୍କୁ ପୁରଷ୍କୃତ କରିଥିଲେ । ବିଜୟୀ ଦଳର ଖେଳାଳି ତାପସ ରଂଞ୍ଜନ ସାହୁଙ୍କୁ ମ୍ଯାନ ଅଫ ଦି ମ୍ଯାଚ ପୁରଷ୍କୃତ କରାଯାଇଥିଲା । ଛେଣ୍ଡିପଦା ଉଚ୍ଚ ବିଦ୍ଯାଳୟର ଖେଳ ଶିକ୍ଷକ ଭିକାରୀ ବନ୍ଧୁ ସାହୁ ଓ ବାହାଳସାହି ଉଚ୍ଚ ବିଦ୍ଯାଳୟ ଖେଳ ଶିକ୍ଷକ ଆଶିଷ ବେହେରା ଖେଳ ପରିଚାଳନା କରିବା ସହିତ ଏହାର ଧାରା ବିବରଣୀ ନଗେନ କୁମାର ନାଥ ପ୍ରଦାନ କରିଥିଲେ ।ଛେଣ୍ଡିପଦା ନିର୍ବାଚନ ମଣ୍ଡଳିର କାର୍ଯ୍ଯକାରୀ ସଭାପତି ସତ୍ଯବ୍ରତ ଦେହୁରୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

26/11/2018

Address

Kosala
Angul
759130

Website

Alerts

Be the first to know and let us send you an email when Biju Yuva Vahini, Kosala posts news and promotions. Your email address will not be used for any other purpose, and you can unsubscribe at any time.

Share