Mandardhar

Mandardhar Mandardhar

ପୁଣି ମାଣତ୍ରୀ ବ୍ରିଜ୍ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା- 30 ଫୁଟ୍ ତଳକୁ ଖସିଲା ଟ୍ରକ୍- ଆହତ ଚାଳକ ଡାକ୍ତରଖାନାରେ ଭର୍ତ୍ତିDistrict Administr...
04/08/2026

ପୁଣି ମାଣତ୍ରୀ ବ୍ରିଜ୍ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
- 30 ଫୁଟ୍ ତଳକୁ ଖସିଲା ଟ୍ରକ୍
- ଆହତ ଚାଳକ ଡାକ୍ତରଖାନାରେ ଭର୍ତ୍ତି

District Administration, Anugola

ଟ୍ରକ୍ ମାଲିକ ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁନ୍ଦରଗଡ଼ ଟ୍ରାଫିକ ଇନ୍ସପେକ୍ଟର ( ଓ ଏମ୍ ଭି ଡି) ...
03/08/2026

ଟ୍ରକ୍ ମାଲିକ ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁନ୍ଦରଗଡ଼ ଟ୍ରାଫିକ ଇନ୍ସପେକ୍ଟର ( ଓ ଏମ୍ ଭି ଡି) ମୁକେଶ କୁମାର ମିଶ୍ର।

03/08/2026

ମୁଁ ମୋର ସ୍କଲାରସିପ୍ ଲେଟର ଏବଂ ଶିକ୍ଷା ଋଣ ଲେଟର ପ୍ରକାଶ କରିବାକୁ ପ୍ରସ୍ତୁତ।

ସମ୍ରାଟ କ’ଣ ତାଙ୍କର ଡିଗ୍ରୀ ଦେଖାଇବେ?

03/08/2026

#ସୂତା_ଫ୍ୟାକ୍ଟ୍ରିରେ_ଅଗ୍ନିକାଣ୍ଡ
-ଭୁବନେଶ୍ବର: ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
-ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
-କାରଣ ଅସ୍ପଷ୍ଟ; ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଲିଭା ଉଦ୍ୟମ ଜାରି

କେନ୍ଦୁଝର ସିଦ୍ଧମଠ ନିକଟରେ କାର ଦୁର୍ଘଟଣା |
03/08/2026

କେନ୍ଦୁଝର ସିଦ୍ଧମଠ ନିକଟରେ କାର ଦୁର୍ଘଟଣା |

ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ବାବା ଲିଙ୍ଗରାଜଙ୍କ ପୀଠ
03/08/2026

ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ବାବା ଲିଙ୍ଗରାଜଙ୍କ ପୀଠ

01/08/2026

ବନ୍ୟାରେ ୮ଲକ୍ଷ ଲୋକ ପ୍ରଭାବିତ। ୨ଲକ୍ଷ ୬୯ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆକାଶମାର୍ଗରୁ ୧୨ଟି ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ୨ ଦିନ ଭିତରେ ସ୍ଥିତି ସୁଧୁରିବ। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟବସ୍ଥାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଓଡ୍ରାଫର୧୭ ଓ ଅଗ୍ନିଶମ ବିଭାଗର ୧୨୯ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଏରିଏଲ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ଥିଲେ।

01/08/2026

ଆକାଶ ମାର୍ଗରୁ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ 'ଭୀମକୁଣ୍ଡ' ର ଏକ ନିଆରା ଓ ମନୋରମ ଦୃଶ୍ୟ! 🌊✨
ପ୍ରକୃତି ଯେମିତି ନିଜ ହାତରେ ଆଙ୍କିଛି ଏହି ମନମୁଗ୍ଧକର ରୂପସଜ୍ଜା। ପ୍ରକୃତିର ଏହି ଅନୁପମ ସୌନ୍ଦର୍ଯ୍ୟ ସତରେ ହୃଦୟକୁ ଛୁଇଁଯାଏ।
​ #ପ୍ରକୃତିର_ସୁନ୍ଦରତା #ଭୀମକୁଣ୍ଡ #କେନ୍ଦୁଝର

Big shout out to my newest top fans! 💎 Sapneswar Behera, Hara Nayak, Dubesh Behera, Sipu Sahoo, Kailash Kumar, Sheshasis...
01/08/2026

Big shout out to my newest top fans! 💎 Sapneswar Behera, Hara Nayak, Dubesh Behera, Sipu Sahoo, Kailash Kumar, Sheshasis Sahoo, Debi Prasad Sahu, Kulu Swain, Suchit Behera

Drop a comment to welcome them to our community,

Address

Angul

Alerts

Be the first to know and let us send you an email when Mandardhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Mandardhar:

Shortcuts

Share