BJYM ANGUL

BJYM ANGUL BHARATIYA JANATA YUVA MORCHA ANGUL DISTRICT
BJYM ANGUL

11/06/2026

କିଛି ଦିନ ପୂର୍ବେ ଜଣେ ବିଧାୟକ ଙ୍କ ନାମ ନେଇ କିଛି ଜଣ ବ୍ୟକ୍ତି ଦେଇଥିବା ମନ୍ତବ୍ୟ ରେ କାର୍ଯ୍ୟନୁଷ୍ଠାନ ପାଇଁ ଏବେ ଜିଲ୍ଲା ବିଜେପି ସଭାପତି ଙ୍କ ପ୍ରତି ସାମାଜିକ ଗଣ ମାଧ୍ୟମରେ ତାଙ୍କ ଫଟୋ ଓ ଅଶାଳୀନ ମନ୍ତବ୍ୟ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତେବେ ଆପଣଙ୍କ ପ୍ରତି କଣ କାର୍ଯ୍ୟନୁଷ୍ଠାନ ନିଆଯିବ!!??? ଯଉ ଘଟଣା ପାଇଁ ବିଶୃଙ୍ଖଳା କରୁଛନ୍ତି ତେବେ ସେମାନେ ଆଉ ଆପଣଙ୍କ ଭିତରେ ପାର୍ଥକ୍ୟ କଣ !!!?? ସମସ୍ତଙ୍କୁ ଅନୁରୋଧ ଏପରି ବିଶୃଙ୍ଖଳିତ କାର୍ଯ୍ୟ ରୁ ନିବୃତ୍ତ ରୁହନ୍ତୁ ।
Jajati Pattnayak
Sidharth Routray
Dharmendra Pradhan
Pratap Chandra Pradhan
BJP Odisha
BJYM ANGUL

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲପଡ଼ା ଗ୍ରାମ ପଞ୍ଚାୟତ ର ମା ହିଙ୍ଗୁଳା ଡ୍ରାମାଟିକ୍ କ୍ଲବ୍ ଦ୍ୱାରା ଆୟୋଜିତ ସାମାଜିକ ନାଟକ ପରିବ...
11/06/2026

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲପଡ଼ା ଗ୍ରାମ ପଞ୍ଚାୟତ ର ମା ହିଙ୍ଗୁଳା ଡ୍ରାମାଟିକ୍ କ୍ଲବ୍ ଦ୍ୱାରା ଆୟୋଜିତ ସାମାଜିକ ନାଟକ ପରିବେଷଣ କାର୍ଯ୍ୟରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ଅନୁପସ୍ଥିତିରେ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ପ୍ରିୟ ଯଜାତି ପଟ୍ଟନାୟକ ଭାଇ ଏବଂ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ (ଟୁଟୁ ଭାଇ) ଗ୍ରାମବାସୀଙ୍କ ଗହଣରେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ଅବସରରେ ।।
Pratap Chandra Pradhan
Sidharth Routray
Jajati Pattnayak
BJYM ANGUL

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହିଧରପୁର ମଣ୍ଡଳ ପକ୍ଷରୁ ସାଙ୍ଗଠନିକ ବୈଠକ  ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ଜିଲ୍ଲା ବି...
03/06/2026

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହିଧରପୁର ମଣ୍ଡଳ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ ଭାଇ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ଉପସଭାପତି ପୁରୁଷତ୍ତୋମ ନାୟକ‌ ଭାଇ ,ମହିଧରପୁର ମଣ୍ଡଳ ବିଜେପି ସଭାପତି ରାଧାକାନ୍ତ ପଟ୍ଟନାୟକ ଭାଇ,ବରିଷ୍ଠ ବିଜେପି ନେତା ବସନ୍ତ ବିଶ୍ୱାଳ , ସୁବାସ ଭାଇ , ଅଜୁ ଭାଇ , ଯୁବମୋର୍ଚ୍ଚା ର ନେତା କାର୍ଗିଲ୍ ଦାସ ଏବଂ ଯୁବମୋର୍ଚ୍ଚା ବନ୍ଧୁମାନେ ଯୋଗଦେଇ ସଂଗଠନକୁ କିଭଳି ଆହୁରି ମଜବୁତ କରିବା ସେ ନେଇ ଆଲୋଚନା କରିଥିଲେ
Dharmendra Pradhan
Pratap Chandra Pradhan
Sidharth Routray
Adv Purusottam Nayak
BJP Odisha

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲାରୀ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ର ସାଂଗଠନିକ ବୈଠକ ରେ  ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ...
30/05/2026

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲାରୀ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ର ସାଂଗଠନିକ ବୈଠକ ରେ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ #ସିଦ୍ଧାର୍ଥ_ରାଉତରାୟ ଭାଇ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି #ସୁବ୍ରତ_ବିଶ୍ୱାଳ ଭାଇ ଏବଂ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ଉପସଭାପତି #ପୁରୁଷତ୍ତୋମ_ନାୟକ ଭାଇ ଯୋଗଦେବା ଅବସରରେ।।
Dharmendra Pradhan
Pratap Chandra Pradhan
Sidharth Routray
Adv Purusottam Nayak
BJYM ANGUL

ଆଜି କିଶୋରନଗର ସ୍ଥିତ ନାକଚି ମଣ୍ଡଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ନୂତନ ପଦାଧିକାରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ...
29/05/2026

ଆଜି କିଶୋରନଗର ସ୍ଥିତ ନାକଚି ମଣ୍ଡଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ନୂତନ ପଦାଧିକାରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ଉପସଭାପତି ପୁରୁଷତ୍ତୋମ ନାୟକ, ଯୁବନେତା କାର୍ଗିଲ ଦାସ୍ ଏବଂ ନାକଚି ମଣ୍ଡଳର ଯୁବ ବନ୍ଧୁମାନେ ଯୋଗଦେଇ ସଂଗଠନକୁ କିଭଳି ଆହୁରି ମଜବୁତ କରିବା ସେ ନେଇ ଆଲୋଚନା କରିଥିଲେ।
Sidharth Routray
Pratap Chandra Pradhan
Dharmendra Pradhan

29/05/2026

ଦେଶରେ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ ରାଜନୀତି କରନ୍ତି , ସେଥି ପାଇଁ ଲୋକେ ତାଙ୍କୁ କେବେ ବି ସମର୍ଥନ ଦେଇ ନାହାନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଜଣେ ଦକ୍ଷ ଓ କୁଶଳୀ ମନ୍ତ୍ରୀ ସର୍ବଦା ବିଭିନ୍ନ ବିଭାଗ ର ଦାୟିତ୍ୱ ନେଇ ତାକୁ ସୁଚାର ରୂପେ ତୁଲାଇଛନ୍ତି। ଆମର ମାର୍ଗଦର୍ଶକ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଆମେ ଗର୍ବିତ। Dharmendra Pradhan

ଆଜି ବାମୁର ସ୍ଥିତ ଡାକବଙ୍ଗଳାରେ କିଶୋରନଗର ଯୁବମୋର୍ଚ୍ଚା ପକ୍ଷରୁ ସାଙ୍ଗଠନିକ ବୈଠକ ଓ ନୂତନ ପଦାଧିକାରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି।...
27/05/2026

ଆଜି ବାମୁର ସ୍ଥିତ ଡାକବଙ୍ଗଳାରେ କିଶୋରନଗର ଯୁବମୋର୍ଚ୍ଚା ପକ୍ଷରୁ ସାଙ୍ଗଠନିକ ବୈଠକ ଓ ନୂତନ ପଦାଧିକାରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ,ସମ୍ବଲପୁର ସାଂସଦଙ୍କ ବ୍ଲକ ପ୍ରତିନିଧି ସରୋଜ ସାହୁ ଏବଂ କିଶୋରନଗର ମଣ୍ଡଳର ଯୁବ ବନ୍ଧୁମାନେ ଯୋଗଦେଇ ସଂଗଠନକୁ କିଭଳି ଆହୁରି ମଜବୁତ କରିବା ସେ ନେଇ ଆଲୋଚନା କରିଥିଲେ। କିଶୋରନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଜିତେନ୍ଦ୍ର ସାହୁ, ଯୁବନେତା ଚିକୁନ ବିଶ୍ୱାଳ,ସୁମନ୍ତ ସ୍ୱାଇଁ,ସତ୍ୟାନନ୍ଦ ସାହୁ ଓ ସକ୍ରିୟ ଯୁବଶକ୍ତି ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।*
Sidharth Routray
Pratap Chandra Pradhan Dharmendra Pradhan

ଅନୁଗୁଳ ବାସୀ ଙ୍କ ସୁଖ ଦୁଃଖ ର ସାଥୀ ଅନୁଗୁଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ  #ପ୍ରତାପ_ଚନ୍ଦ୍ର_ପ୍ରଧାନ (  #ନିଲୁ ଭାଇ) ଏବଂ ତାଙ୍କ ଧର୍ମପତ୍...
22/05/2026

ଅନୁଗୁଳ ବାସୀ ଙ୍କ ସୁଖ ଦୁଃଖ ର ସାଥୀ ଅନୁଗୁଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ #ପ୍ରତାପ_ଚନ୍ଦ୍ର_ପ୍ରଧାନ ( #ନିଲୁ ଭାଇ) ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ #ସରୀତା_ପ୍ରଧାନ ଙ୍କ ଶୁଭ ବିବାହ ବାର୍ଷିକୀ ଅବସରରେ ତାଙ୍କ ଦୁଇଜଣ ଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭକାମନା ।।


Pratap Chandra Pradhan
Sarita Pradhan

ଅନୁଗୋଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤️💐💐।Hap...
16/05/2026

ଅନୁଗୋଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤️💐💐।

Happy Birthday To Our Dynamic Leader 💐💐💐
Pratap Chandra Pradhan

ଅନୁଗୋଳ ଜିଲ୍ଲା ବିଜେଡ଼ି ସଭାପତି ତଥା ତାଳଚେର ର ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ଅନୁଗୋଳ ଓକିଲ ସଂଘ ର ବର୍ତ୍ତମାନର ସଭାପତି ଦିଲିପ୍ କୁମାର ...
23/04/2026

ଅନୁଗୋଳ ଜିଲ୍ଲା ବିଜେଡ଼ି ସଭାପତି ତଥା ତାଳଚେର ର ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ଅନୁଗୋଳ ଓକିଲ ସଂଘ ର ବର୍ତ୍ତମାନର ସଭାପତି ଦିଲିପ୍ କୁମାର ସାହୁଙ୍କ ଦୃଢ ସମର୍ଥକ ବୋଲାଉଥିବା ବାପୁଜୀ ପ୍ରଧାନ (ବାଵି) ଲକ୍ଷ୍ୟାଧିକ ଟଙ୍କା ର ଠକେଇ ସହ ଦୁଷ୍କର୍ମ ଅଭିଯୋଗରେ ଆଜି ଅନୁଗୋଳ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି ।।
ଅନୁଗୋଳ ଜିଲ୍ଲା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ତାଳଚେର ର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜ କିଶୋର ପ୍ରଧାନ କିଭଳି ନାରୀ ମାନଙ୍କୁ ନାୟ ପ୍ରଦାନ କରିବାରେ ସହଯୋଗ କରିବେ ତାହାହିଁ ଦେଖିବାର ବାକି ଅଛି।।

Address

ANGUL
Anugul

Website

Alerts

Be the first to know and let us send you an email when BJYM ANGUL posts news and promotions. Your email address will not be used for any other purpose, and you can unsubscribe at any time.

Share