Banarpal -Tpcodl

Banarpal -Tpcodl Electricity

Banarpal ବିଦ୍ୟୁତ୍ ସେକ୍ସନ୍ ଅଫିସ୍ ରେ ସ୍ୱାଧୀନତା ଦିବସ ର 75 ତମ ଦିବସ ପାଳନ 🙏
15/08/2022

Banarpal ବିଦ୍ୟୁତ୍ ସେକ୍ସନ୍ ଅଫିସ୍ ରେ ସ୍ୱାଧୀନତା ଦିବସ ର 75 ତମ ଦିବସ ପାଳନ 🙏

TPCODL Banarpal Commercial JE ଙ୍କ ବଦଳି ରେ ବିଦାୟୀ କାଳୀନ ସମ୍ଭର୍ଦ୍ଧନା
05/08/2022

TPCODL Banarpal Commercial JE ଙ୍କ ବଦଳି ରେ ବିଦାୟୀ କାଳୀନ ସମ୍ଭର୍ଦ୍ଧନା

05/08/2022
ଦୀର୍ଘ ୧୨ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ଏବଂ ଆପଣ ମାନଙ୍କ ଅକୁଣ୍ଠ ସହଯୋଗ ସମର୍ଥନ ରେ ଗୋବର୍ଦ୍ଧନ ନଗର ଠାରୁ କୁଲାଡ ଗିରାଙ୍ଗ ବିଦ୍ୟୁତ୍ ସଂଯୋଗ ...
15/07/2022

ଦୀର୍ଘ ୧୨ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ଏବଂ ଆପଣ ମାନଙ୍କ ଅକୁଣ୍ଠ ସହଯୋଗ ସମର୍ଥନ ରେ ଗୋବର୍ଦ୍ଧନ ନଗର ଠାରୁ କୁଲାଡ ଗିରାଙ୍ଗ ବିଦ୍ୟୁତ୍ ସଂଯୋଗ ହୋଇପାରିଲା 🙏🙏

11/07/2022

say no to meter tamper

ବର୍ଷା ଦିନ ଆସିଯାଇଥିବାରୁ, ପ୍ରତ୍ୟେକ ଲୁହା ଖୁଣ୍ଟ ରେ ବିଦ୍ୟୁତ୍ ଯାଞ୍ଚ କରାଯାଉଛି ,  ଆପଣଂକ ସୁରକ୍ଷା ଆମ ଦାୟିତ୍ଵ 🙏
06/07/2022

ବର୍ଷା ଦିନ ଆସିଯାଇଥିବାରୁ, ପ୍ରତ୍ୟେକ ଲୁହା ଖୁଣ୍ଟ ରେ ବିଦ୍ୟୁତ୍ ଯାଞ୍ଚ କରାଯାଉଛି , ଆପଣଂକ ସୁରକ୍ଷା ଆମ ଦାୟିତ୍ଵ 🙏

Banarpal ରଥଯାତ୍ରା ରେ ଆପଣ ମାନଙ୍କ ସେବା ରେ
01/07/2022

Banarpal ରଥଯାତ୍ରା ରେ ଆପଣ ମାନଙ୍କ ସେବା ରେ

ଆସନ୍ତା 23.06.2022 ରିଖ ଦିବା 10.00AM ଘଟିକା ରେ Enforcement ହେଇଥିବା ଉପଭୋକ୍ତା ଗଣଙ୍କୁ ଚାଇଁପାଳ ଓଭର ବ୍ରିଜ ନିକଟସ୍ଥ  ସବ ଡିଭିଜନ ଅଫି...
22/06/2022

ଆସନ୍ତା 23.06.2022 ରିଖ ଦିବା 10.00AM ଘଟିକା ରେ Enforcement ହେଇଥିବା ଉପଭୋକ୍ତା ଗଣଙ୍କୁ ଚାଇଁପାଳ ଓଭର ବ୍ରିଜ ନିକଟସ୍ଥ ସବ ଡିଭିଜନ ଅଫିସ କୁ ଆସିବାକୁ ଅନୁରୋଧ ସେଠାରେ ଅଳ୍ପ ମାତ୍ରା ରେ ପଇସା ପୈଠ କରି ନିଜକୁ ଜରିମାନା ମୁକ୍ତ କରନ୍ତୁ
ଆପଣଙ୍କ ସେବାରେ TPCODL

15/06/2022

Say no to meter tamper

ମହାବିଷୁବ ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ 🙏
14/04/2022

ମହାବିଷୁବ ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ 🙏

07/04/2022

ତାଳଚେର ବନରପାଳ ରେ TPCODL ତରଫରୁ ଉଦ୍ଘାଟନ ହେବ ସର୍ବ ବୃହତ ଷ୍ଟୋର
ଢେଙ୍କାନାଳ ଅନୁଗୁଳ ଏବଂ ତାଳଚେର ବିଦ୍ୟୁତ ଉପଭୋକ୍ତା ଙ୍କ ସୁବିଧା ଏବଂ ନିରନ୍ତର ସେବା ଯୋଗାଇବା ନିମନ୍ତେ TPCODL ତରଫରୁ ବନରପାଳ ରେ ସର୍ବ ବୃହତ ଷ୍ଟୋର ଉଦଘାଟନ ଆସନ୍ତା 08.04.2022 ସମୟ 10AM ରେ ଅନୁଗୁଳ ଜିଲ୍ଲାପାଳଙ୍କ କର କମଣ୍ଡଳ ରେ ଶୁଭ ଉଦ୍ଘାଟନ ହେବାକୁ ଯାଉ ଅଛି I

Address

Anugul
759106

Alerts

Be the first to know and let us send you an email when Banarpal -Tpcodl posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Banarpal -Tpcodl:

Share