Yubashakti ahwan

Yubashakti ahwan Contact information, map and directions, contact form, opening hours, services, ratings, photos, videos and announcements from Yubashakti ahwan, Social service, Anugul.

ଯୁବଶକ୍ତି ଆହ୍ୱାନ ଓ ସାଥି ପରିବାର ର ମିଳିତ ଆୟୋଜନରେ ଶରୀର ଦାନ ଓ ଅଙ୍ଗ ଦାନ କାର୍ଯ୍ୟକ୍ରମ।
30/10/2021

ଯୁବଶକ୍ତି ଆହ୍ୱାନ ଓ ସାଥି ପରିବାର ର ମିଳିତ ଆୟୋଜନରେ ଶରୀର ଦାନ ଓ ଅଙ୍ଗ ଦାନ କାର୍ଯ୍ୟକ୍ରମ।

DONATE ORGANS & SAVE NO OF LIFE
27/10/2021

DONATE ORGANS & SAVE NO OF LIFE

ଯୁବଶକ୍ତି ଆହ୍ୱାନ ଓ ନାଇଟକିଙ୍ଗ କ୍ଲବ ତରଫରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ସିତାରାମ ମୁର୍ମୁ ଓ ଅରିନ୍ଦମ ଦାସଙ୍କୁ  ଶ୍ରଦ୍ଧ...
28/09/2021

ଯୁବଶକ୍ତି ଆହ୍ୱାନ ଓ ନାଇଟକିଙ୍ଗ କ୍ଲବ ତରଫରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ସିତାରାମ ମୁର୍ମୁ ଓ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲୁ।
🙏🙏🙏

ବାଘୁଆପାଟ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ।
15/08/2021

ବାଘୁଆପାଟ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ।

Hpy doctors day...🙏
01/07/2021

Hpy doctors day...🙏

ବାଘୁଆପାଟ ଗ୍ରାମରେ ୧୫ ପିଲାଙ୍କୁ ୨ ବର୍ଷ ପଢିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଦିଆ ଯାଇଥିବା ପ୍ରତିଶୃତିକୁ ଆଜି ପ୍ରଥମ ଭାଗରେ ପୁରଣ କ...
22/06/2021

ବାଘୁଆପାଟ ଗ୍ରାମରେ ୧୫ ପିଲାଙ୍କୁ ୨ ବର୍ଷ ପଢିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଦିଆ ଯାଇଥିବା ପ୍ରତିଶୃତିକୁ ଆଜି ପ୍ରଥମ ଭାଗରେ ପୁରଣ କରିପାରିଛୁ।
ପଢିବା ପାଇଁ ଆବଶ୍ୟକ ଥିବା ସମସ୍ତ ସାମଗ୍ରୀ ପ୍ରଦାନ କରିଛୁ।
ଖାତା,ପେନ,pencil, ରବର, କଟର,ସ୍ଲେଟ, ଚକ,ବର୍ଣ୍ଣବୋଧ ବହି, ମାସ୍କ ଓ sanitizer ଦିଆଯିବ ସହ ତାଙ୍କ ଖୁସି ପାଇଁ କେକ ଓ ବିସ୍କୁଟ ର ବ୍ୟବସ୍ତା ମଧ୍ୟ କରାଯାଇଥିଲା।

ଜି ମେଡିଆ ସାମ୍ବାଦିକ ରଘୁଭାଇ ଙ୍କର ଅକାଦଶାହ ଦିନ ହେଉଥିବା ରକ୍ତଦାନ ଶିବିରରେ ଆମ ଅନୁଷ୍ଠାନ ତରଫରୁ ରକ୍ତଦାନ କରିଥିବା ରକ୍ତଦାତା 🙏🙏🙏
07/06/2021

ଜି ମେଡିଆ ସାମ୍ବାଦିକ ରଘୁଭାଇ ଙ୍କର ଅକାଦଶାହ ଦିନ ହେଉଥିବା ରକ୍ତଦାନ ଶିବିରରେ ଆମ ଅନୁଷ୍ଠାନ ତରଫରୁ ରକ୍ତଦାନ କରିଥିବା ରକ୍ତଦାତା
🙏🙏🙏

ଯୁବଶକ୍ତି ଆହ୍ୱାନ ତରଫରୁ ଅନଗୁଳ ବ୍ଲକ ବାଘୁଆପାଟ ଗାଁ କୁ ଯାଇ ଅସହାୟ ୧୫ ପରିବାରଙ୍କୁ ରାସନ କିଟ ଯୋଗାଇ ଦିଆଯିବା ସହ ଛୋଟ ପିଲାଙ୍କ ପଢିବା ନେଇ...
06/06/2021

ଯୁବଶକ୍ତି ଆହ୍ୱାନ ତରଫରୁ ଅନଗୁଳ ବ୍ଲକ ବାଘୁଆପାଟ ଗାଁ କୁ ଯାଇ ଅସହାୟ ୧୫ ପରିବାରଙ୍କୁ ରାସନ କିଟ ଯୋଗାଇ ଦିଆଯିବା ସହ ଛୋଟ ପିଲାଙ୍କ ପଢିବା ନେଇ ଆଲୋଚନା କରିଥିଲୁ।
ଗାଁରେ ଥିବା ରାକେଶ ପ୍ରଧାନ ୯ ଶ୍ରେଣୀରେ ପଢୁଥିବାରୁ ତାଙ୍କୁ ଗାଁର ପିଲାଙ୍କୁ ୨ ବର୍ଷ ପାଠ ପଢ଼ିବାକୁ ସବୁ ପ୍ରକାର ସହଯୋଗ କରାଇବୁ ବୋଲି ପ୍ରତିଶୃତି ଦେଲୁ।

ସଂଗଠନ ପକ୍ଷରୁ ରାସନ କିଟ ବଣ୍ଟନ।ବଡକେରା ପୁରୁଣାଗଡ଼ ମଧ୍ୟ ଭାଗରେ ଓଡିଶା ବାହାରୁ ଆସି ରହୁଥିବା ୯ ପରିବାରକୁ ସହାୟତା କରାଯାଇଛି।
03/06/2021

ସଂଗଠନ ପକ୍ଷରୁ ରାସନ କିଟ ବଣ୍ଟନ।
ବଡକେରା ପୁରୁଣାଗଡ଼ ମଧ୍ୟ ଭାଗରେ ଓଡିଶା ବାହାରୁ ଆସି ରହୁଥିବା ୯ ପରିବାରକୁ ସହାୟତା କରାଯାଇଛି।

ମହାମାରୀ ସମୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଗଲା।🙏🙏
02/06/2021

ମହାମାରୀ ସମୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଗଲା।
🙏🙏

ମହାମାରୀ ସମୟରେ ରକ୍ତ ଅଭାବ କାରଣରୁ ସଂଗଠନ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ଆପଣ ମାନଙ୍କର ସହଯୋଗ କାମନା କରୁଛୁ।
31/05/2021

ମହାମାରୀ ସମୟରେ ରକ୍ତ ଅଭାବ କାରଣରୁ ସଂଗଠନ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।
ଆପଣ ମାନଙ୍କର ସହଯୋଗ କାମନା କରୁଛୁ।

ମଟିଆସାହି ପଞ୍ଚାୟତର ଡାଲିମ୍ବ ବେହେରା ପଡିଆରେ ରହି ଚଲୁଥିବା ଖବର ପାଇଁ ଯୁବଶକ୍ତି ଆହ୍ୱାନ ତରଫ ରୁ ରାସନ କିଟ ଦିଆଯାଇଛି।ତାଙ୍କ ଇନ୍ଦିରାବାସ ପ...
30/05/2021

ମଟିଆସାହି ପଞ୍ଚାୟତର ଡାଲିମ୍ବ ବେହେରା ପଡିଆରେ ରହି ଚଲୁଥିବା ଖବର ପାଇଁ ଯୁବଶକ୍ତି ଆହ୍ୱାନ ତରଫ ରୁ ରାସନ କିଟ ଦିଆଯାଇଛି।
ତାଙ୍କ ଇନ୍ଦିରାବାସ ପାଇଁ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ସଦସ୍ୟ ମାନେ।
ସେହିପରି ତଲଗଡ଼ ପଂଚାୟତର ୮ ଅସହାୟ ପରିବାରର ଲୋକଙ୍କୁ ରାସନ କିଟ ପ୍ରଦାନ କରିଛନ୍ତି।

Address

Anugul
759132

Website

Alerts

Be the first to know and let us send you an email when Yubashakti ahwan posts news and promotions. Your email address will not be used for any other purpose, and you can unsubscribe at any time.

Share

Category