District Administration, Anugola

District Administration, Anugola Official Facebook Account of Collector and District Magistrate, Anugola. Sri Abdaal M. Akhtar, IAS is the present incumbent.

ତା: ୦୭.୦୯.୨୦୨୬ ରିଖ ଅନୁଗୋଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିରର  ବିବରଣୀ ।
06/09/2026

ତା: ୦୭.୦୯.୨୦୨୬ ରିଖ ଅନୁଗୋଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିରର ବିବରଣୀ ।

Collector & District Magistrate, Angul, visited the Municipal Gymnasium to review the ongoing development works. He also...
06/09/2026

Collector & District Magistrate, Angul, visited the Municipal Gymnasium to review the ongoing development works. He also inspected the Working Women’s Hostel building and the Women’s Hostel of Angul College, taking stock of the facilities and progress of works.

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୋଳ ପୌରପାଳିକା ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ମାନ୍ୟବର ଅନ...
01/09/2026

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୋଳ ପୌରପାଳିକା ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ କରକମଳରେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ‘ମଡେଲ ଭେଣ୍ଡିଂ ଜୋନ୍’, ରାଜ ହୋଟେଲ ଛକଠାରେ ନିର୍ମିତ ଆକର୍ଷଣୀୟ ‘ସମୁଦ୍ର ମନ୍ଥନ’ କଳାକୃତି ଏବଂ ‘ଅନୁଗୋଳ ହାଇସ୍କୁଲ ସୌନ୍ଦର୍ଯ୍ୟକରଣ’ ପ୍ରକଳ୍ପର ଉଦଘାଟନ ହୋଇଥିଲା। ଏହି ଅବସରରେ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭାଗୀୟ ଅଧିକାରୀ, ପାରିଷଦବର୍ଗ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।


Collector & District Magistrate, Anugola, inspected the NTPC Road following waterlogging caused by heavy rainfall. NTPC ...
31/08/2026

Collector & District Magistrate, Anugola, inspected the NTPC Road following waterlogging caused by heavy rainfall. NTPC authorities were directed to clear the accumulated water immediately and construct a culvert at the identified location to ensure proper drainage and prevent recurrence of waterlogging.

ଜିଲ୍ଲାପାଳ, ଅନୁଗୁଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର, କଣିହାଁ ଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନ...
31/08/2026

ଜିଲ୍ଲାପାଳ, ଅନୁଗୁଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର, କଣିହାଁ ଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୮୯ଟି ଅଭିଯୋଗ ଶୁଣାଯାଇଥିଲା ଯେଉଁଥିରୁ ୮ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଅଛି । ଏହା ସହିତ ୬ ଜଣ ଅଭାବୀ ତଥା ଦୁଃଖୀ ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୪୨୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଅଛି।


30/08/2026

Celebration of National Sports Day from 28th to 30th August 2026.


ତା: ୩୧.୦୮.୨୦୨୬ ରିଖ ଅନୁଗୋଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିରର  ବିବରଣୀ ।
30/08/2026

ତା: ୩୧.୦୮.୨୦୨୬ ରିଖ ଅନୁଗୋଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିରର ବିବରଣୀ ।

30/08/2026

ଅନୁଗୋଳରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସୂଚନା

ଅନୁଗୋଳରେ ରିପୋର୍ଟ ହୋଇଥିବା ସ୍କ୍ରବ୍ ଟାଇଫସ୍‌ ମାମଲାକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଭାବେ ରିପୋର୍ଟ ହୋଇଥିବା ମାମଲାଗୁଡ଼ିକ ରାପିଡ୍ କିଟ୍ ଟେଷ୍ଟ ଆଧାରରେ ଚିହ୍ନଟ ହୋଇଥିଲା |

ପ୍ରଥମ ପର୍ଯ୍ୟାୟରେ ରାପିଡ୍ ଟେଷ୍ଟରେ ପଜିଟିଭ୍ ଆସିଥିବା ସମସ୍ତ ୯ଟି ମାମଲା ଏଲିଶା ପରୀକ୍ଷା ଟେଷ୍ଟରେ ଫଳାଫଳ ନେଗେଟିଭ୍ ଆସିଛି। ଅବଶିଷ୍ଟ ନମୁନାଗୁଡ଼ିକର ଚୂଡ଼ାନ୍ତ ନିଶ୍ଚିତକରଣ ପାଇଁ ଏଲିଶା ପରୀକ୍ଷା ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରିବା ସହ ଆବଶ୍ୟକ ଚିକିତ୍ସା ସେବା ସୁନିଶ୍ଚିତ କରୁଛନ୍ତି। ସକ୍ରିୟ ସର୍ଭେଲାନ୍ସ ସହିତ ଆବଶ୍ୟକ ପ୍ରତିଷେଧକ ଓ ସତର୍କତାମୂଳକ ପଦକ୍ଷେପ ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଇଛି।

ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।


ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ  ଆୟୋଜିତ ଜାତୀୟ କ୍ରୀଡ଼ା ଦିବସ ସମାରୋହର ଉଦଯାପନୀ ଦିବସରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ର...
30/08/2026

ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସ ସମାରୋହର ଉଦଯାପନୀ ଦିବସରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, କ୍ରୀଡାବିତ୍ ଯୋଗ ଦେଇଥିଲେ।


Collector & District Magistrate, Anugola, chaired the District Single Window Clearance Authority Committee meeting & MSM...
29/08/2026

Collector & District Magistrate, Anugola, chaired the District Single Window Clearance Authority Committee meeting & MSME Connect. The committee approved 01 project for allotment of land.

Address

Collector Office Anugola
Anugul
759122

Opening Hours

Monday 10am - 5pm
Tuesday 10am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm
Saturday 10am - 5pm

Alerts

Be the first to know and let us send you an email when District Administration, Anugola posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration, Anugola:

Shortcuts

Share