ପଞ୍ଚାୟତ ସମିତି ଅଧକ୍ଷ୍ୟା, ପାଳଲହଡା

  • Home
  • India
  • Anugul
  • ପଞ୍ଚାୟତ ସମିତି ଅଧକ୍ଷ୍ୟା, ପାଳଲହଡା

ପଞ୍ଚାୟତ ସମିତି ଅଧକ୍ଷ୍ୟା, ପାଳଲହଡା ପଞ୍ଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତୀ ରୀନାରାଣୀ ନାଏକ
ଜୟ ଜଗନ୍ନାଥ, ଜୟ ମା କୁଣ୍ଢେଇବିରା ����

ଆଜି ପାଲଲହଡା କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ଆୟୋଜିତ ଶାନ୍ତି କମିଟି ବୈଠକ ରେ ଯୋଗଦେଇ ଥିଲେ ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣ...
04/10/2024

ଆଜି ପାଲଲହଡା କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ଆୟୋଜିତ ଶାନ୍ତି କମିଟି ବୈଠକ ରେ ଯୋଗଦେଇ ଥିଲେ ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା.

ଆଜି ପାଲଲହଡା ପଂଚାୟତ ସମିତି ର ଷଷ୍ଠ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା. ବୈଠକ ରେ ପାଲଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ଯୋଗ...
04/10/2024

ଆଜି ପାଲଲହଡା ପଂଚାୟତ ସମିତି ର ଷଷ୍ଠ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା. ବୈଠକ ରେ ପାଲଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ଯୋଗ ଦେଇ ଥିଲେ. ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ନାଏକ ସଭାପତିତ୍ୱ କରି ସଭାକୁ ସୁଚାରୁରୂପେ ପରିଚାଳନା କରିଥିଲେ I

ଆଜି ବାତିସୁଆଁ ଗ୍ରାମ ପଂଚାୟତ ର ଚଡକମରା ଗ୍ରାମ ରେ cmc କ୍ଲବ ଦ୍ୱାରା 24ଟି ଟିମ କୁ ନେଇ ତିନି ଦିନ ଧରି ଫୂଟବଲ ଖେଳ ଆୟୋଜିତ ହୋଇଥିଲା. ଉଦଯାପ...
29/09/2024

ଆଜି ବାତିସୁଆଁ ଗ୍ରାମ ପଂଚାୟତ ର ଚଡକମରା ଗ୍ରାମ ରେ cmc କ୍ଲବ ଦ୍ୱାରା 24ଟି ଟିମ କୁ ନେଇ ତିନି ଦିନ ଧରି ଫୂଟବଲ ଖେଳ ଆୟୋଜିତ ହୋଇଥିଲା. ଉଦଯାପନୀ ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ନାଏକ ମୁଖ୍ୟ ଅତିଥି ସରପଞ୍ଚ ଶୁଭେନ୍ଦୁ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଚମ୍ପିୟାନ କଇଁଶୀରିପାଲି runners up ବାଲିମ ଟିମ କୁ ପୁରସ୍କାର ବିତରଣ କରିଥିଲେ.

ଆଜି ସମନ୍ୱିତ ଶିଶୁ ବିକାଶ ଆନୁକୂଲ୍ୟରେ ଆୟୋଜିତ ପୋଷଣ ମାହ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ମହୋଦୟା ମୁଖ୍ୟ ଅତିଥି ଭାବରେ ଯୋ...
19/09/2024

ଆଜି ସମନ୍ୱିତ ଶିଶୁ ବିକାଶ ଆନୁକୂଲ୍ୟରେ ଆୟୋଜିତ ପୋଷଣ ମାହ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ମହୋଦୟା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅଙ୍ଗନବାଡି ଦିଦି ମାନଙ୍କୁ ଉଦବୋଧନ ଦେଇଥିଲେ.

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ଚସାଗୁରୁଜାଙ୍ଗ ଗ୍ରାମ ପଂଚାୟତ ଗସ୍ତ କରି ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସହ ପଂଚାୟତ ର...
12/09/2024

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ଚସାଗୁରୁଜାଙ୍ଗ ଗ୍ରାମ ପଂଚାୟତ ଗସ୍ତ କରି ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସହ ପଂଚାୟତ ର ବିଭିନ୍ନ ମୌଳିକ ସମସ୍ୟା ଆଲୋଚନା କରିଥିଲେ ଏବଂ ପଂଚାୟତ ରେ ଥିବା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ.

ନମପଶି ଗ୍ରାମ ପଞ୍ଚାୟତର ନମପଶି ଗ୍ରାମ ରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ର ଅନ୍ତିମ ଦିବସରେ ପୂର୍ବତନ ବିଧାୟକ ମାନ୍ୟବର ମୁକେଶ କୁମାର ପାଳ ଓ ...
06/09/2024

ନମପଶି ଗ୍ରାମ ପଞ୍ଚାୟତର ନମପଶି ଗ୍ରାମ ରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ର ଅନ୍ତିମ ଦିବସରେ ପୂର୍ବତନ ବିଧାୟକ ମାନ୍ୟବର ମୁକେଶ କୁମାର ପାଳ ଓ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ରୀନାରାଣୀ ନାଏକ ମହୋଦୟା ଯୋଗଦାନ କରିଥିଲେ ।

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ଶଙ୍ଖମୁର ଗ୍ରାମ ପଂଚାୟତ ଗସ୍ତ କରି ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କ ସହ ବିଭିନ୍ନ ଉନ...
06/09/2024

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ଶଙ୍ଖମୁର ଗ୍ରାମ ପଂଚାୟତ ଗସ୍ତ କରି ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କ ସହ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ର ଆଲୋଚନା କରିଥିଲେ.

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ନଗିରା ଗ୍ରାମ ପଂଚାୟତ ର ସିବିଡା ଠାରେ ଥିବା କନ୍ୟା ଆଶ୍ରମ ଓ ବାଳକ ଆଶ୍ରମ ରେ ଗୁରୁ ପ...
05/09/2024

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ନଗିରା ଗ୍ରାମ ପଂଚାୟତ ର ସିବିଡା ଠାରେ ଥିବା କନ୍ୟା ଆଶ୍ରମ ଓ ବାଳକ ଆଶ୍ରମ ରେ ଗୁରୁ ପୂଜନ ଉତ୍ସବ ରେ ଯୋଗ ଦେବା ସହିତ ଆଶ୍ରମ ର ମୌଳିକ ସମସ୍ୟା ଅନୁଧ୍ୟାନ କରି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବା ପାଇଁ ପ୍ରଧାନ ଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ.

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ନାଏକ ମହୋଦୟା ରଜଡ଼ଙ୍ଗ ଗ୍ରାମ ପଂଚାୟତ ପରିଦର୍ଶନ କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଦେଖିବା...
04/09/2024

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ନାଏକ ମହୋଦୟା ରଜଡ଼ଙ୍ଗ ଗ୍ରାମ ପଂଚାୟତ ପରିଦର୍ଶନ କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଦେଖିବା ସହ ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ମହୋଦୟ ପ୍ରଚେଷ୍ଟା ରେ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ ପରିଦର୍ଶନ କରିଥିଲେ.

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ବାରଡ଼ିହ ଓ ନଗିରା ଗ୍ରାମ ପଂଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଦେ...
03/09/2024

ଆଜି ପଂଚାୟତ ସମିତି ଅଧ୍ୟକ୍ଷା ରୀନା ରାଣୀ ନାଏକ ମହୋଦୟା ବାରଡ଼ିହ ଓ ନଗିରା ଗ୍ରାମ ପଂଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଦେଖିଥିଲେ ଏବଂ ପଂଚାୟତ ର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ.

Address

Pallahara
Anugul
SIGARH

Website

Alerts

Be the first to know and let us send you an email when ପଞ୍ଚାୟତ ସମିତି ଅଧକ୍ଷ୍ୟା, ପାଳଲହଡା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category