ASIT SAHU

ASIT SAHU -President Student's Union,(2016-2017)
(Auto)College,
� #1997
(Botany)

06/07/2026

ନେତା ନିଆରା❤️
ମାନ୍ୟବର ବିଧାୟକ ଯାହା କୁହନ୍ତି କରିକି ଦେଖାନ୍ତି।।
ଆମ ଗର୍ବ
ଆମ ନିଲୁ ଭାଇ
#ପ୍ରତାପ_ଚନ୍ଦ୍ର_ପ୍ରଧାନ
Pratap Chandra Pradhan

ଓଡିଶା ରେ ବିଜେପି ସରକାର ର ୨ ବର୍ଷ ପୂର୍ତ୍ତି ଅବସରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଅନ...
04/07/2026

ଓଡିଶା ରେ ବିଜେପି ସରକାର ର ୨ ବର୍ଷ ପୂର୍ତ୍ତି ଅବସରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାଣୀଗୋଡା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ ଅନୁଗୋଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ #ପ୍ରତାପ_ଚନ୍ଦ୍ର_ପ୍ରଧାନ ( #ନିଲୁ ଭାଇ) । ସେ ସମ୍ପର୍କରେ ଅନୁଗୋଳ ର ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାଶିତ ନ୍ୟୁଜ୍।


Sj Pratap Chandra Pradhan

ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ୍ ସ୍ଥିତ ଫୁଲପଡା ଗ୍ରାମପଞ୍ଚାୟତ ର ବାସିନ୍ଦା ଶ୍ରୀ ଭାଗବତ ବେହେରା କିଛିଦିନ ତଳେ...
01/07/2026

ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ୍ ସ୍ଥିତ ଫୁଲପଡା ଗ୍ରାମପଞ୍ଚାୟତ ର ବାସିନ୍ଦା ଶ୍ରୀ ଭାଗବତ ବେହେରା କିଛିଦିନ ତଳେ ଆତ୍ମହତ୍ୟା କରିଥଲେ ଯାହାକୁ ନେଇ କିଛି ବିରୋଧୀ ଦଳ ର ବ୍ୟକ୍ତିମାନେ ମାନ୍ୟବର ବିଧାୟକ ପ୍ରିୟ #ପ୍ରତାପ_ଚନ୍ଦ୍ର_ପ୍ରଧାନ (ନିଲୁ ଭାଇ) ଙ୍କ ବିରୋଧ ରେ ଅପପ୍ରଚାର କରି ତାଙ୍କୁ ବଦନାମ କରିବା ପାଇଁ ପ୍ରଚେଷ୍ଟା କରିଥିଲେ।।ଏକ ଚିଠି ଆଧାରରେ ରାଜନେତା ମାନଙ୍କ ପାଇଁ ଆତ୍ମହତ୍ୟା କରିଥିବା ବୋଲି ବିରୋଧୀ ମାନଙ୍କ ଦ୍ଵାରା ଯେଉଁ ଗୁଜବ ସୃଷ୍ଟି କରାଯାଇଥିଲା ତାକୁ ସ୍ବର୍ଗତ ଭାଗବତ ବେହେରା ଙ୍କ ପରିବାର ଲୋକେ ସମ୍ପୁର୍ଣ୍ଣ ଭାବେ ଖଣ୍ଡନ କରିବା ସହିତ ବିରୋଧୀ ଦଳ ମାନେ ମାନ୍ୟବର ବିଧାୟକଙ୍କୁ ବଦନାମ କରିବା ପାଇଁ ଏଭଳି ଗୁଜବ ସୃଷ୍ଟି କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।। ମାନ୍ୟବର ବିଧାୟକ ବିପଦ ସମୟରେ ଛିଡ଼ା ହୋଇଥିବା କଥା ପରିବାର ଲୋକେ କହିଛନ୍ତି।।

ମାନ୍ୟବର ବିଧାୟକ ଦଳ ର ନେତୃବୃନ୍ଦ ଙ୍କ ସହିତ ମିଶି ତାଙ୍କ ବାସଭବନରେ ପହଞ୍ଚି ମୃତକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଇଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି ଏବଂ ମୃତ ଭାଗୀରଥିଙ୍କ ପିଲାମାନଙ୍କ ପାଠପଢ଼ା ରେ ସମସ୍ତ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।।

Dharmendra Pradhan Pratap Chandra Pradhan BJYM ANGUL Samir Parida Tablu Sidharth Routray Asit Sahu

ଓଡ଼ିଶାର ଗର୍ବ ଗୌରବ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଉପଲକ୍ଷେ ଅନୁଗୋଳ ଜିଲ୍ଲା ରକ୍ତ ଭଣ୍ଡାର ଠାର...
26/06/2026

ଓଡ଼ିଶାର ଗର୍ବ ଗୌରବ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଉପଲକ୍ଷେ ଅନୁଗୋଳ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ଅବସରରେ।।

Dharmendra Pradhan
BJYM ANGUL Asit Sahu

26/06/2026
ଅନୁଗୁଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ  #ପ୍ରତାପ_ଚନ୍ଦ୍ର_ପ୍ରଧାନ ( #ନିଲୁ ଭାଇ) ଙ୍କ ଦ୍ଵାରା ଓଡିଶା ସରକାର ଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ...
25/06/2026

ଅନୁଗୁଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ #ପ୍ରତାପ_ଚନ୍ଦ୍ର_ପ୍ରଧାନ ( #ନିଲୁ ଭାଇ) ଙ୍କ ଦ୍ଵାରା ଓଡିଶା ସରକାର ଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଓ ସେତୁବନ୍ଧ ଯୋଜନା ରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ର କୁମୁରିସିଂହା ଗ୍ରାମ ପଞ୍ଚାୟତ ର କାବୁଲିପାଳ, ଗଡ଼ତଇଳା, ବନ୍ତଳା ଗ୍ରାମ ପଞ୍ଚାୟତ ର ସାହାରାଗୁଡା, ବଡକେରା ଗ୍ରାମ ପଞ୍ଚାୟତ ତୁମୁଣୀ, ଗଡ଼ତରାସ ଗ୍ରାମ ପଞ୍ଚାୟତ ଅରାଡିହ, ବଉଳିଗଡ ଗ୍ରାମ ପଞ୍ଚାୟତ ଅରହାଟ, ବଉଳିଗଡ ଠାରେ, ବନ୍ଦା ଗ୍ରାମ ପଞ୍ଚାୟତ ସ୍କୁଲସାହି, ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ବଡପାଟଣା, ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଖମଣ ଠାରୁ #୪୦ କୋଟି ଟଙ୍କା ମୂଲ୍ୟରେ ୮ ଟି ରାସ୍ତା ଓ ୨ ଟି ସେତୁବନ୍ଧ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ସମ୍ପର୍କରେ ଅନୁଗୁଳ ର ବିଭିନ୍ନ ଦୈନିକ ଖବର କାଗଜ ରେ ପ୍ରକାଶିତ ନ୍ୟୁଜ୍।
Dharmendra Pradhan
Pratap Chandra Pradhan
Sidharth Routray
Samir Parida Tablu
Asit Sahu
ବିଜେପି ଛେଳିଆପଡା ଗ୍ରାମପଞ୍ଚାୟତ ଅନୁଗୁଳ
BJYM ANGUL

ଆମ ଅନୁଗୋଳ ର ଲୋକ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କ ପ୍ରଚେଷ୍ଟା ରେ ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବ...
24/06/2026

ଆମ ଅନୁଗୋଳ ର ଲୋକ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କ ପ୍ରଚେଷ୍ଟା ରେ ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ର ଚଣ୍ଡିଖମଣ ଠାରୁ ଅଙ୍ଗାରବନ୍ଧ ହାଟ ପର୍ଯ୍ୟନ୍ତ ୩.୬୦ କୋଟି ଟଙ୍କା ବ୍ୟୟ ଅଟକଳ ରେ ରାସ୍ତା ନିର୍ମାଣ ହେବାକୁ ଯାଉଛି ।। ଏହାର ଭୂମିପୂଜନ ଉତ୍ସବରେ ମାନ୍ୟବର ବିଧାୟକ ଦଳ ର ନେତୃବୃନ୍ଦ ଙ୍କ ଗ୍ରହଣରେ ଉପସ୍ଥିତ ରହି ଶିଳାନ୍ୟାସ କରିବା ଅବସରରେ ।।

Dharmendra Pradhan
Pratap Chandra Pradhan
Samir Parida Tablu
Sidharth Routray

ଅନୁଗୋଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤️💐💐।Hap...
16/05/2026

ଅନୁଗୋଳ ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤️💐💐।

Happy Birthday To You Bhai 💐💐💐
Pratap Chandra Pradhan

ଦୁତୀୟ ଥର ପାଈଁ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ଭାବରେ ଦ୍ବାୟିତ ପାଇଥିବା ପ୍ରିୟ  #ସିଦ୍ଧାର୍ଥ_ରାଉତରାୟ (ଟୁଟୁ ଭାଇ) ଙ୍କୁ ...
22/03/2026

ଦୁତୀୟ ଥର ପାଈଁ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ଭାବରେ ଦ୍ବାୟିତ ପାଇଥିବା ପ୍ରିୟ #ସିଦ୍ଧାର୍ଥ_ରାଉତରାୟ (ଟୁଟୁ ଭାଇ) ଙ୍କୁ ଆମ ଛେଳିଆପଡା ଗ୍ରାମପଞ୍ଚାୟତ ର ପଛବାଣୀ ଠାରେ ଗ୍ରାମପଞ୍ଚାୟତ ର ଯୁବକ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ଅବସରରେ 💐💐💐
Pratap Chandra Pradhan Asit Sahu Sidharth Routray Samir Parida Tablu

ଧନ୍ୟବାଦ୍ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ  #ପ୍ରତାପ_ଚନ୍ଦ୍ର_ପ୍ରଧାନ (ନିଲୁ ଭାଇ) ମହୋଦୟ🙏🙏 🙏ଆମ ଛେଳିଆପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଛବାଣୀ ର...
15/03/2026

ଧନ୍ୟବାଦ୍ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ #ପ୍ରତାପ_ଚନ୍ଦ୍ର_ପ୍ରଧାନ (ନିଲୁ ଭାଇ) ମହୋଦୟ🙏🙏 🙏
ଆମ ଛେଳିଆପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଛବାଣୀ ରାସ୍ତା ଦେଇ ବାରମ୍ବାର ହାତୀ ମାନଙ୍କ ଚଳପ୍ରଚଳ କାରଣରୁ ସେଠାରେ ବସବାସ କରୁଥିବା ପରିବାର ଗୁଡ଼ିକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗ୍ରାମ ବାସୀଙ୍କ ଅନୁରୋଧ ରକ୍ଷାକରି ଆପଣ ସେଠାରେ ତୁରନ୍ତ #ସୋଲାର_ଲାଇଟ୍ ର ବ୍ୟବସ୍ଥା କରାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 💐💐💐

's_leader

Pratap Chandra Pradhan

Address

Anugul Odisha
Anugul
759132

Telephone

+919853800379

Website

Alerts

Be the first to know and let us send you an email when ASIT SAHU posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ASIT SAHU:

Shortcuts

Share

Category