District Congress Committee, Angul

District Congress Committee, Angul The official page of District Congress Committee, Angul

ଓଡିଶାରେ ପ୍ରତ୍ୟେକ ଦିନ ମହିଳା ଅତ୍ୟାଚାରିତ ହେଉଥୁବା ବେଳେ, ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗ୍ରସ୍ତ କୁ ବିରୋଧ କରି, ରାଜ୍ୟ ମହିଳା କଂଗ୍ରେସ...
20/06/2026

ଓଡିଶାରେ ପ୍ରତ୍ୟେକ ଦିନ ମହିଳା ଅତ୍ୟାଚାରିତ ହେଉଥୁବା ବେଳେ, ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗ୍ରସ୍ତ କୁ ବିରୋଧ କରି, ରାଜ୍ୟ ମହିଳା କଂଗ୍ରେସ ତରଫରୁ ଆୟୋଜିତ ଅନଶନ ରେ ଯୋଗଦାନ କଲୁ ।
ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ଉପସ୍ଥିତିରେ ଦେବଗଡ ଜିଲ୍ଲା କଂଗ୍ରେସ ସଭାପତି ବନ୍ଧୁ ଶ୍ରୀ ସେମ୍ ହେମ୍ବ୍ରମ ।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ, ମହିଳା ହାବିଲଦାର ଶ୍ରୀମତୀ ସୁମିତ୍ରା ବିଶ୍ବାଳ ଙ୍କୁ ତା...
02/04/2026

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ, ମହିଳା ହାବିଲଦାର ଶ୍ରୀମତୀ ସୁମିତ୍ରା ବିଶ୍ବାଳ ଙ୍କୁ ତାଙ୍କ ଉପରିସ୍ଥ ଅଫିସରଙ୍କ ନିର୍ଯାତନା ଅଭିଯୋଗ ଆଧାରରେ ଅନୁଗୋଳ ଏ ଏସପି ଙ୍କ ସହିତ ସାକ୍ଷାତ କରି ଘଟଣାର ତଦନ୍ତ ତଥା ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ ଦାବୀ କରିବା ଅବସରରେ ।

Address

At./Shankar Cinema Road, PO/Dist./Angul
Anugul
759122

Website

Alerts

Be the first to know and let us send you an email when District Congress Committee, Angul posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share