06/04/2026
ଓଡ଼ିଆପକ୍ଷ ପାଳନ ଅବସରରେ ଆସିକା ପୌର ପରିଷଦ ପକ୍ଷରୁ ସାମୂହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇ ଥିଲା
ଏହି ପରିପ୍ରେକ୍ଷୀରେ ବିଭିନ୍ନ ସାର୍ବଜନୀନ ସ୍ଥାନଗୁଡ଼ିକର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ଏକ ସୁସ୍ଥ ତଥା ନିର୍ମଳ ସହର ଗଠନ ଦିଗରେ ଅଭିନବ ପ୍ରୟାସ କରାଯାଉଛି।