15/07/2026
🙏 ହୃଦୟରୁ ଧନ୍ୟବାଦ ଆମ ପ୍ରିୟ ସରପଞ୍ଚ ଜିତୁ ଭାଇ 🙏
📍 ନୂଆଗଡ଼, ଅସ୍ତରଙ୍ଗା, ପୁରୀ
ଚଇମାଇ ଇରିଗେସନ୍ ରୋଡ୍ ଠାରୁ ଡାଲଖାଇ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ MMSY ରାସ୍ତା ପ୍ରକଳ୍ପ ଅନୁମୋଦନ ହେବା ନୂଆଗଡ଼ ଗାଁର ବିକାଶରେ ଏକ ବଡ଼ ପଦକ୍ଷେପ।
ଏହି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆପଣଙ୍କ ନିଷ୍ଠା ଓ ପ୍ରୟାସ ପ୍ରଶଂସନୀୟ।
ନୂଆଗଡ଼ବାସୀଙ୍କ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ, ଜିତୁ ଭାଇ। 🙏
ଜୟ ଜଗନ୍ନାଥ। Jitendra Mithun Swain