Manoranjan - Miku

Manoranjan - Miku Social worker

02/04/2026
17/10/2025
17/10/2025
17/10/2025

ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାରକଙ୍କ ନାମ ସଭାପତି ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅନୁମୋଦନକ୍ରମେ ଘୋଷଣା କରାଯାଇଛି।

21/08/2025

#ଆଠଗଡ଼ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଆଗକୁ ବଢିବା ପାଇ ଆମ ପ୍ରିୟ ବିଧାୟକ #ରାଜା_ଭାଇ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ଆସନ୍ତୁ ଏଇ ରବିବାର ସମସ୍ତେ ଏକାଠି ହେଇ #ଶିକ୍ଷା_ଜ୍ୟୋତି_ସମ୍ମାନ କାଯ୍ୟକ୍ରମ କୁ ସଫଳ କରିବା।
Naveen Patnaik
Ranendra Pratap Swain
Aditya Pratap Swain

ମେଟ୍ରୋ ଏବେ ସାତ ସପନ।ବର୍ଷ ସାରା ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ଝୁଲେଇ ରଖିଲେ, ଶେଷରେ ଟେଣ୍ଡର ବାତିଲ୍ କରିଦେଲେ।ବର୍ଷ ଏକ ଭୁଆଁ ବୁଲେଇଛନ୍ତ...
27/07/2025

ମେଟ୍ରୋ ଏବେ ସାତ ସପନ।

ବର୍ଷ ସାରା ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ଝୁଲେଇ ରଖିଲେ, ଶେଷରେ ଟେଣ୍ଡର ବାତିଲ୍ କରିଦେଲେ।

ବର୍ଷ ଏକ ଭୁଆଁ ବୁଲେଇଛନ୍ତି ଅନେକ।

#ହଟାଅବିଜେପି

Address

Athagarh

Telephone

7749078969

Website

Alerts

Be the first to know and let us send you an email when Manoranjan - Miku posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Manoranjan - Miku:

Share

Category