ବିଜୁ ଜନତା ଦଳ

ବିଜୁ ଜନତା ଦଳ Fan of Naveen Pattnaik

25/06/2026
Debi prasad mishra:-ବଡ଼ମ୍ବା ଝାଜିଆ ପଞ୍ଚାୟତର ଝାଜିଆ ଠାରେ ମା ଦକ୍ଷିଣକାଳୀ ନାଟ୍ୟ ସଂସଦର ତୃତୀୟ ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ନାଟୋକ...
25/06/2026

Debi prasad mishra:-

ବଡ଼ମ୍ବା ଝାଜିଆ ପଞ୍ଚାୟତର ଝାଜିଆ ଠାରେ ମା ଦକ୍ଷିଣକାଳୀ ନାଟ୍ୟ ସଂସଦର ତୃତୀୟ ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ନାଟୋକୋତ୍ସବ ରେ ମୁଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଁ ଅଭିଭାଷଣ ରଖି ଝାଜିଆ ଗ୍ରାମର ସଂକୀର୍ତ୍ତନ ପରମ୍ପରା କହିବା ସହ ଓଡ଼ିଆ ନବ ମଞ୍ଚ ପରିପାଟୀ ର ଆଦ୍ୟ ସ୍ରଷ୍ଠା କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ ବଡ଼ମ୍ବା ରୁ କିପରି ଓଡ଼ିଆ ଯାତ୍ରା କୁ ନୂଆ ରୂପ ଦେଇ ଗୀତିନାଟ୍ୟ ରଚନା କରିଥିଲେ ତାହା ଉଲ୍ଲେଖ କରିଥିଲି। ମୁଖ୍ୟ ବକ୍ତା ଭାବେ ବଡ଼ମ୍ବା ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବୀନ୍ଦ୍ର ସାହୁ ଝାଜିଆକୁ ନୂଆ ପଞ୍ଚାୟତ ସହ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ଭାବେ ଶ୍ରୀ ପ୍ୟାରୀ ମୋହନ ସ୍ୱାଇଁ, ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ ଜେନା, ପୂର୍ବତନ ସରପଞ୍ଚ ଶ୍ରୀ ବିଜୟ ପାଣି, ଭଟ୍ଟାରିକା ସରପଞ୍ଚ ଶ୍ରୀ ସତ୍ରୁଯିତ ପୁହାଣ, କରଡ଼ିବନ୍ଧ ସରପଞ୍ଚ ଶ୍ରୀ ସନ୍ତୋଷ ମହାନ୍ତି,ଶ୍ରମିକ ନେତା ଶ୍ରୀ ସୁବାସ ନାୟକ, ଶ୍ରୀ ଲକ୍ଷ୍ମୀଧର ରାଉତ ପ୍ରମୁଖ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ।କ୍ଲବ ସଭାପତି ଜିତୁ ରାଉତ, କାଳିଆ ସ୍ୱାଇଁ ସଂଯୋଜନା କରିଥିବା ବେଳେ ସିଲୁ, ଜିଲୁ ଓ କ୍ଲବ୍ ର ସଦସ୍ୟ ମାନେ ସହଯୋଗିତା କରିଥିଲେ। କଳାକାର ଶ୍ରୀ ମୋହନ ପାଣି, ଶ୍ରୀ ପବିତ୍ର ବାରିକୀ, ଶ୍ରୀ ଶୁକଦେବ ନାୟକ, ବୁଲୁ ବାରିକି, ୱାର୍ଡ ସଭ୍ୟ ସଦାନନ୍ଦ ସ୍ୱାଇଁ, ପବିତ୍ର ନାୟକ ପ୍ରମୁଖ ଶୁଭେଚ୍ଛା ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ବିଳମ୍ବରେ ନାଟକ ଗୁହାରି ଶୁଣ ଦୀନବନ୍ଧୁ ଆରମ୍ଭ ହୋଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଗ୍ରାମବାସି ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ...

Debi Prasad Mishra
Naveen Patnaik
DEBI SENA - Badamba Narasinghpur
ବିଜୁ ଜନତା ଦଳ

22/06/2026
ଜୟ ମା ଦକ୍ଷିଣକାଳୀ, ଜୟ ମା ଭଟ୍ଟାରିକା, ଜୟ ଜଗନ୍ନାଥKHAIRPANGA PRIMEUM TOURNAMENT - 2026ଗତକାଲି ବଡମ୍ବା ବ୍ଲକ ଅନ୍ତର୍ଗତ ଖଇରପଙ୍ଗା ଗ୍...
08/06/2026

ଜୟ ମା ଦକ୍ଷିଣକାଳୀ, ଜୟ ମା ଭଟ୍ଟାରିକା, ଜୟ ଜଗନ୍ନାଥ
KHAIRPANGA PRIMEUM TOURNAMENT - 2026
ଗତକାଲି ବଡମ୍ବା ବ୍ଲକ ଅନ୍ତର୍ଗତ ଖଇରପଙ୍ଗା ଗ୍ରାମରେ ଅନୁଷ୍ଠିତ ହେଉଥିବା KPL ASSOCIATION ତରଫରୁ ଏକ NIGHT CRICKET TOURNAMENT ଅନୁଷ୍ଠିତ ହୋଇଥିଲା . ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଉପାଧ୍ଯକ୍ଷାଙ୍କ ପ୍ରତିନିଧି ସୁଶାନ୍ତ ଜେନା, ବିଜେଡି ନେତା ପ୍ଯାରି ମୋହନ ସ୍ଵାଇଁ, ସନ୍ତୋଷ ମହାନ୍ତି, ଛାତ୍ର ବିଜେଡି ନେତା ଇଂ.ଦିବ୍ୟ ପ୍ରତାପ ସ୍ଵାଇଁ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିରେ ଗ୍ରାମର ସଭାପତି କବି ଚନ୍ଦ୍ର ବରାଡ,ଗ୍ରାମର ସମ୍ପାଦକ ଗୟାସୁର ପ୍ରଧାନ, ଗ୍ରାମର ପୂର୍ବତନ ଶିକ୍ଷକ ପ୍ରସନ୍ନ କୁମାର ବରାଡ଼, ପ୍ରାଣବନ୍ଧୁ ବେହେରା, ପ୍ରେମାନନ୍ଦ ବରାଡ, ସରୋଜ କୁମାର ଦକ୍ଷିଣି ରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଯୁବ ନେତା ରାକେଶ ବେହେରା ପରିଚାଳନା କରିଥିଲେ।
ଆୟୋଜୋକ ଟିମ ଓ ଖେଳାଳି ଟିମ କୁ ଅତିଥି ମାନେ ଶୁଭେଛା ଓ ଅଭିନନ୍ଦନ ଜଣାଇଲୁ ।
ଧନ୍ୟବାଦ KPL CRICKET ASSOCIATION କୁ ..

Dibya Pratap
Debi Prasad Mishra
Naveen Patnaik
DEBI SENA - Badamba Narasinghpur

05/06/2026

ପ୍ରାୟ ୫୦୦୦ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ନେଇ ,ନରସିଂହପୁର ରେ ଗର୍ଜିଲା ବିଜେଡି ....
ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚୋରା ବାଲି , ପଥର ମୋରମ୍ , କାଠ ଚୋରି ଆଦି ବିଭିନ୍ନ ଦାବୀରେ ବିଜେପି ସରକାର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି...

ଧନ୍ୟବାଦ ନରସିଂହପୁରର ସମସ୍ତ ମା , ଭଉଣୀ , ଗୁରୁଜନ ଓ ଭାଇ ମାନଙ୍କୁ ଆଜିର ବିଶାଳ ଜନ ଆକ୍ରୋଶ ଆନ୍ଦୋଳନ କୁ ସଫଳ କରିଥିବାରୁ ଏବଂ ଏ ସରକାର କୁ ନିଜ ଅଧିକାର ଓ ହକ୍ ପାଇ ଲଢ଼ିଥିବାରୁ..

ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ୍ ଜବାବ୍ ଦେବା......

Debi Prasad Mishra
Naveen Patnaik
DEBI SENA - Badamba Narasinghpur
ବିଜୁ ଜନତା ଦଳ, ବଡମ୍ବା - ନରସିଂହପୁର.

ପ୍ରାୟ ୫୦୦୦ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ନେଇ ,ନରସିଂହପୁର ରେ ଗର୍ଜିଲା ବିଜେଡି ....ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚୋରା ବାଲି , ପଥର  ମ...
03/06/2026

ପ୍ରାୟ ୫୦୦୦ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ନେଇ ,ନରସିଂହପୁର ରେ ଗର୍ଜିଲା ବିଜେଡି ....
ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚୋରା ବାଲି , ପଥର ମୋରମ୍ , କାଠ ଚୋରି ଆଦି ବିଭିନ୍ନ ଦାବୀରେ ବିଜେପି ସରକାର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି...

ଧନ୍ୟବାଦ ନରସିଂହପୁରର ସମସ୍ତ ମା , ଭଉଣୀ , ଗୁରୁଜନ ଓ ଭାଇ ମାନଙ୍କୁ ଆଜିର ବିଶାଳ ଜନ ଆକ୍ରୋଶ ଆନ୍ଦୋଳନ କୁ ସଫଳ କରିଥିବାରୁ ଏବଂ ଏ ସରକାର କୁ ନିଜ ଅଧିକାର ଓ ହକ୍ ପାଇ ଲଢ଼ିଥିବାରୁ..

ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ୍ ଜବାବ୍ ଦେବା......

Naveen Patnaik
Debi Prasad Mishra
@ବିଜୁ ଜନତା ଦଳ, ବଡମ୍ବା - ନରସିଂହପୁର.

Address

Athagarh
754031

Website

Alerts

Be the first to know and let us send you an email when ବିଜୁ ଜନତା ଦଳ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share