Satyanarayan Hota

Satyanarayan Hota Chairman Of Liberation social organisation .

ଭାରତ ବର୍ଷ ର ସ୍ୱାଧିନତା ଆଣିବାରେ ନିଜ ଜୀଵନ କୁ ବାଜି ଲଗାଇଥିବା ମୋର୍ ଭାରତ ମାଁ ର ସୁପୁତ୍ର ମାନଙ୍କୁ ନତମସ୍ତକ ପ୍ରଣାମ । ହେ ବୀର ପୁ୍ରୁଷ ମ...
15/08/2025

ଭାରତ ବର୍ଷ ର ସ୍ୱାଧିନତା ଆଣିବାରେ ନିଜ ଜୀଵନ କୁ ବାଜି ଲଗାଇଥିବା ମୋର୍ ଭାରତ ମାଁ ର ସୁପୁତ୍ର ମାନଙ୍କୁ ନତମସ୍ତକ ପ୍ରଣାମ । ହେ ବୀର ପୁ୍ରୁଷ ମାନେ ଆପଣ ଙ୍କ ବଳିଦାନ ଅତୁଳନିୟ ।
ଜୟ ଭାରତ
ଜୟ ହିନ୍ଦ୍ 🙏

Happy birthday Bhai SK Sachikant Sandh  I feel always proud and energetic to have a brother like you my Lion. You are no...
01/06/2025

Happy birthday Bhai SK Sachikant Sandh
I feel always proud and energetic to have a brother like you my Lion. You are not special for 12 am and for this day.Every moment till i am alive you will stay in my heart and responsibilities will be special too. From another side an youth sprit on social work i have seen on you and my hope you will be continue it . Remember that day we had meet each other chowk for a medical work from that day to till we are brothers .I think this social work is the Median for our brotherhood .
At last i am saying one sentence - What ever may be the situation I will stay with u and maa and brother forever as like a elder son.

brotherhood ❤

Warmest birthday wishes to Hon'ble MLA Balangir Sj Kalikesh Singh Deo Sir 🙏 on your birthday, I wish you good health, ha...
25/05/2025

Warmest birthday wishes to Hon'ble MLA Balangir Sj Kalikesh Singh Deo Sir 🙏 on your birthday, I wish you good health, happiness, and prosperity. ...

May this Holi bring colours of success, prosperity, and love into your life! Wishing you a Happy Holi 🙏
15/03/2025

May this Holi bring colours of success, prosperity, and love into your life! Wishing you a Happy Holi 🙏

12/02/2025

भीख नहीं हमें हग चाहिए l

May this Diwali bring warmth, happiness, and prosperity to you and your family. Wish you all a Happy Diwali 🪔🎇
31/10/2024

May this Diwali bring warmth, happiness, and prosperity to you and your family.
Wish you all a Happy Diwali 🪔🎇

ପ୍ରୟାସ ଜାରୀ ରହିବା l ବିଗତ ଦିନ ରେ କିଛି ସମସ୍ୟା ର ସମାଧାନ lଯଦି ଆପଣଙ୍କର୍ ନଜରେ ରେ କିଛି ଈ ଭଳିଆ ସମସ୍ୟା ଆସୁଛେ ଆପଣ ଜଣାବେ l Mob- 801...
21/10/2024

ପ୍ରୟାସ ଜାରୀ ରହିବା l
ବିଗତ ଦିନ ରେ କିଛି ସମସ୍ୟା ର ସମାଧାନ l
ଯଦି ଆପଣଙ୍କର୍ ନଜରେ ରେ କିଛି ଈ ଭଳିଆ ସମସ୍ୟା ଆସୁଛେ ଆପଣ ଜଣାବେ l
Mob- 8018662007

May this Durga Puja Navratri bring you good health, prosperity, and endless blessings!
10/10/2024

May this Durga Puja Navratri bring you good health, prosperity, and endless blessings!

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ନେହ, ଶ୍ରଦ୍ଧା ଏବଂ ସୁରକ୍ଷାର ପ୍ରତୀକ ପବିତ୍ର ର...
19/08/2024

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ସ୍ନେହ, ଶ୍ରଦ୍ଧା ଏବଂ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ସୂତ୍ର ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ସହ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ନିବିଡ କରୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି କାମନା।

15/08/2024

Happy 78th Independence Day! May the colors of our flag remind us of the sacrifices made for our freedom.

Jay Hind
Bharat Mata Ki Jay

  :- 100ଯେତେ ଦିନ ତକ ସକ୍ଷମ ଥିମି ରକତ ଦାନ ଜାରୀ ରହେବା । ଆପଣ ମାନଙ୍କ ର ଆଶିର୍ବାଦ ରୁ ଆଜିତକ ସୁସ୍ଥ ଅଛେ ବୋଲି ଭାବୁଛେ ଯେନ ଥିର ଲାଗି ଆଜ...
10/07/2024

:- 100

ଯେତେ ଦିନ ତକ ସକ୍ଷମ ଥିମି ରକତ ଦାନ ଜାରୀ ରହେବା । ଆପଣ ମାନଙ୍କ ର ଆଶିର୍ବାଦ ରୁ ଆଜିତକ ସୁସ୍ଥ ଅଛେ ବୋଲି ଭାବୁଛେ ଯେନ ଥିର ଲାଗି ଆଜି ବଲାଙ୍ଗିର ରକତ ଭଣ୍ଡାର ରେ 29ନଂ ଥର ଲାଗି ରକତ ଦାନ କରିପାରଲି ।
ଆପଣ ମାନକେ ବି ନିବେଦନ କରୁଛେଁ ରକତ ଦାନ କରୁନ । 🙏

ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ କୋଟି ପ୍ରାର୍ଥନା କରୁଛି ଜଗତ ର ମଙ୍ଗଳ ହେଉ । 🙏
07/07/2024

ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ କୋଟି ପ୍ରାର୍ଥନା କରୁଛି ଜଗତ ର ମଙ୍ଗଳ ହେଉ । 🙏

Address

Balangir
767001

Telephone

+918018662007

Website

Alerts

Be the first to know and let us send you an email when Satyanarayan Hota posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Satyanarayan Hota:

Share

Category