Dr B.R.Ambedkar Cultural & Sporting Club,Bolangir

Dr B.R.Ambedkar Cultural & Sporting Club,Bolangir Contact information, map and directions, contact form, opening hours, services, ratings, photos, videos and announcements from Dr B.R.Ambedkar Cultural & Sporting Club,Bolangir, Social service, Getsarobara Pada w. n 10, Balangir.

ଡ଼ ବି.ଆର ଆମ୍ବେଦକର କ୍ଳବ, ଗେଟ ସରୋବର ପଡ଼ା ନୂଆଁଖାଇ ଭେଟ୍ ଘାଟ୍ ୨୦୨୫ ଆଇବାର ୧୩.୦୯.୨୦୨୫ ରୁ ତା. ୧୪.୦୯.୨୦୨୫ ଦୁଇ ଦିନ ଧରି କାର୍ଯ୍ୟକ୍ରମ...
18/08/2025

ଡ଼ ବି.ଆର ଆମ୍ବେଦକର କ୍ଳବ, ଗେଟ ସରୋବର ପଡ଼ା ନୂଆଁଖାଇ ଭେଟ୍ ଘାଟ୍ ୨୦୨୫ ଆଇବାର ୧୩.୦୯.୨୦୨୫ ରୁ ତା. ୧୪.୦୯.୨୦୨୫ ଦୁଇ ଦିନ ଧରି କାର୍ଯ୍ୟକ୍ରମ ହେବା। ଆପଣ ସମଙ୍କୁ ନିଉତା ରହିଲା ଆସବେ 🙏

14/09/2024

ଆସନ୍ତା ସେପ୍ଟେମ୍ବର ମାସ ୧୮ ତାରିଖରେ Rk Rock star Orchestra କାର୍ଯ୍ୟକ୍ରମ ହେବା ସମଙ୍କୁ ନିଉତା ରହିଲା ଆସିବେ 🙏
Location - ଗେଟ୍ ସରୋବର ପଡ଼ା ଆମ୍ବେଦକର କ୍ଲବ ସାମ୍ନା

ଡ. ବି.ଆର ଆମ୍ବେଦକର କ୍ଲବ, ଗେଟ୍ ସରୋବର ପଡ଼ା, ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ର ସମଙ୍କୁ ନିଉତା ରହିଲା 🙏
31/08/2024

ଡ. ବି.ଆର ଆମ୍ବେଦକର କ୍ଲବ, ଗେଟ୍ ସରୋବର ପଡ଼ା, ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ର ସମଙ୍କୁ ନିଉତା ରହିଲା 🙏

25/12/2023
25/12/2023

ଡା. ବି.ଆର, ଆମ୍ବେଦକର କ୍ଲବ ବଲାଙ୍ଗୀର ନୁଆଁଖାଇ ଭେଟ ଘାଟ ୨୦୨୩ ର କାଯ୍ୟକ୍ରମରେ ଆର. କେ. ରକ୍ ଷ୍ଟାର ରୁକୁ ସୁନା ମଚାନ ଦୁଲକାଉଛନ....ଦିୱାନା ଗୀତ ରେ....ଜୟ ଭୀମ ଜୟ ଭାରତ 🙏

25/12/2023

ଭାଷା ସଂସ୍କୃତି ସ୍ୱାଭିମାନ ପଦ ଯାତ୍ରା ଆଉ ବିଶିଷ୍ଟ ସିନେ ଅଭିନେତା କୁ ଡା.ବି.ଆର ଆମ୍ବେଦକର କ୍ଲବ ସମର୍ଥନ କରେ ବହୁତ ବହୁତ ଧନ୍ୟବଦ ମନୋଜ ମିଶ୍ର ଦାଦା ଆମର ଗେଟ ସରୋବର ପଡା ବଲାଙ୍ଗୀର କେ ଆସିଥିବାରୁ ....ଜୟ ଭୀମ...ଜୟ କୋଶଲ 🙏

26/09/2023

ବଲାଙ୍ଗୀର ଗେଟ ସରବରପଡା ଡ଼ା.ବି.ଆର୍. ଆମ୍ବେଦକର କ୍ଲବ ଦ୍ଵାରା ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ୨ଦିନ ଧରି ଅନୁଷ୍ଟିତ ହେବ ୨୮.୦୯.୨୦୨୩ ଗୁରୁବାର ସନ୍ଧ୍ୟା ରେ ନୃତ୍ୟ ପ୍ରତିଯୋଗିତା ହେବ କେ celebrity Guest ହେଇ କରି ଆସୁଚନ୍ miss Tyiara Queen Of bharat ଓ Bollywood Actress Swagatika Kunar ସମଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମ ସମସ୍ତେ ଯୋଗଦାନ କରନ୍ତୁ🙏

25/09/2023

ବଲାଙ୍ଗୀର ଆମର ଗେଟ ସରବରପଡା ଡ଼ା.ବି.ଆର୍. ଆମ୍ବେଦକର କ୍ଲବ ଦ୍ଵାରା ନୂଆଁଖାଇ ଭେଟ ଘାଟ ୨୯.୦୯.୨୦୨୩ ଶୁକ୍ରବାର ଦିନ ଆର.କେ. ରକ୍ ଷ୍ଟାର ୠକୁ ସୁନା ଓ ଗ୍ରୁପ୍ କାର୍ଯ୍ୟକ୍ରମ ହେବ ଆପଣ ସମଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମ ସମସ୍ତେ ଯୋଗଦାନ କରନ୍ତୁ🙏

ବଲାଙ୍ଗୀର ଗେଟ ସରବରପଡା ଡ଼ା.ବି.ଆର୍. ଆମ୍ବେଦକର କ୍ଲବ ଦ୍ଵାରା  ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ୨ଦିନ ଧରି ଅନୁଷ୍ଟିତ ହେବ ୨୮.୦୯.୨୦୨୩ ଗୁରୁ...
25/09/2023

ବଲାଙ୍ଗୀର ଗେଟ ସରବରପଡା ଡ଼ା.ବି.ଆର୍. ଆମ୍ବେଦକର କ୍ଲବ ଦ୍ଵାରା ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ୨ଦିନ ଧରି ଅନୁଷ୍ଟିତ ହେବ ୨୮.୦୯.୨୦୨୩ ଗୁରୁବାର ଦିନ ନୃତ୍ୟ ପ୍ରତିଯୋଗିତା ହେବ। ଆପଣ ସମଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମ ସମସ୍ତେ ଯୋଗଦାନ କରନ୍ତୁ🙏

Address

Getsarobara Pada W. N 10
Balangir
767001

Website

Alerts

Be the first to know and let us send you an email when Dr B.R.Ambedkar Cultural & Sporting Club,Bolangir posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category