Lokonath Civil Society

Lokonath Civil Society Civil Society

28/05/2022
23/05/2022

1 - ତିନୋଟି ଜିନିଷ ଉପରେ ଭରସା କରିବା ଉଚିତ ନୁହଁ l
A - ନଦୀ କୂଳରେ ଘର B - ବ୍ରେକ ବିହୀନ ଗାଡି C - ଘର ଛାଡିଥିବା ନାରୀ
2 - ତିନୋଟି ଜିନିଷ ଥରେ ଚାଲିଗଲେ ଫେରସ୍ତ ଆସେନା
A - ଧନୁରୁ ତୀର B - ପାଟିରୁ କଥା C - ଶରୀରରୁ ଆତ୍ମା
3 - ତିନୋଟି ଜିନିଷ ମୃତ୍ୟୁ ପରେ ଉପକାରରେ ଆସେ
A - ସୁସନ୍ତାନ B - ଭଲ କର୍ମ C - ସ୍ମୃତି
4 - ତିନୋଟି ଜିନିଷ ଜୀବନରେ ଥରେ ଆସେ
A - ମାତା, ପିତା, B - ସୌନ୍ଦର୍ଯ୍ୟ C - ଯୌବନ
5 - ତିନୋଟି ଜିନିଷ ସମ୍ମାନ ନଷ୍ଟ କରେ
A - ଚୋରି B ଚୁଗୁଲୀ C - ମିଥ୍ୟା
6 - ତିନୋଟି ଜିନିଷକୁ ପଛରେ ରଖନ୍ତୁ
A - ହିଂସା B - ଅଭାବ C - ସନ୍ଦେହ
7 - ତିନୋଟି ଜିନିଷକୁ ସର୍ବଦା ମନେ ରଖନ୍ତୁ
A - ଉପଦେଶ B - ଉପକାର C - ମୃତ୍ୟୁ
8 - ତିନୋଟି ଜିନିଷକୁ ଆୟତ୍ତରେ ରଖନ୍ତୁ
A - କ୍ରୋଧ, B ଜିହ୍ୱା C - ମନ
9 - ତିନୋଟି ଜିନିଷକୁ ଅଭ୍ୟାସ କରନ୍ତୁ
A - ସତ୍ୟତା B - ଭକ୍ତି C - ଭଲପାଇବା
10 - ତିନୋଟି ଜିନିଷ ପାଖରୁ ଦୁରେଇ ରୁହନ୍ତୁ
A - ମିଥ୍ୟା B - ଅହଂକାର C - ଅଭିଶାପ
11 - ତିନୋଟି ଜିନିଷକୁ ଚିନ୍ତାକରି ବ୍ୟବହାର କରନ୍ତୁ
A - କଲମ B - କଥା C ଆଗକୁ ପକାଉଥିବା ପାଦ

***ନମସ୍ତେ ଖୁସିରେ ଥାଆନ୍ତୁ ସମସ୍ତେ ***
🙏🙏🙏🙏🙏🙏

Address

Balasore
756001

Telephone

+919337788000

Website

Alerts

Be the first to know and let us send you an email when Lokonath Civil Society posts news and promotions. Your email address will not be used for any other purpose, and you can unsubscribe at any time.

Share

Category