Kanhu Sir social service

Kanhu Sir social service Kanhusir Social work❤️(ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ) ମାନବ ସେବା ହିଁ ମାଧବ ସେବା ଜୟ ଜଗନ୍ନାଥ

Kanhu sir foundation (anath ashram) Kanhu sir social service trust Baleswar odisha
03/03/2025

Kanhu sir foundation (anath ashram)
Kanhu sir social service trust
Baleswar odisha

ମୋ ଆଶ୍ରମ ସଦସ୍ୟ Kanhu sir social service trust Baleswar
19/02/2025

ମୋ ଆଶ୍ରମ ସଦସ୍ୟ
Kanhu sir social service trust
Baleswar

କିଛି ଛୁଆ ମାନଙ୍କୁ ରଖି ମୁଁ ଆଶ୍ରମ କରିଛିମୋ ଆଶ୍ରମ ନୂଆ ସଦସ୍ୟ ରାଜା Kanhu sir social service trust Baleswar
28/01/2025

କିଛି ଛୁଆ ମାନଙ୍କୁ ରଖି ମୁଁ ଆଶ୍ରମ କରିଛି
ମୋ ଆଶ୍ରମ ନୂଆ ସଦସ୍ୟ
ରାଜା
Kanhu sir social service trust
Baleswar

😍😍😍😍
06/01/2025

😍😍😍😍

ଆଜି ମୋ ଆଶ୍ରମର ପିଲା ମାନଙ୍କ ର କିଛି photho ଆପଣ ମାନଙ୍କୁ କେମିତି ଲାଗିଲା Kanhucharan Kanha Kanhu sir social service trust
19/12/2024

ଆଜି ମୋ ଆଶ୍ରମର ପିଲା ମାନଙ୍କ ର କିଛି photho ଆପଣ ମାନଙ୍କୁ କେମିତି ଲାଗିଲା
Kanhucharan Kanha
Kanhu sir social service trust

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ  ଅସହାୟଙ୍କ ମୁହଁରେ ହସ ଫୁଟାଇବା  ଶୀତ ରାତି  ଫୁଟପାଥ୍ ଉପରେ ନିର୍ଭର କରୁଥିବା ଅସହାୟ ଲୋକଙ୍କୁ ମଶାରୀ ଓ କମ୍ବଳ...
18/12/2024

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଅସହାୟଙ୍କ ମୁହଁରେ ହସ ଫୁଟାଇବା
ଶୀତ ରାତି ଫୁଟପାଥ୍ ଉପରେ ନିର୍ଭର କରୁଥିବା ଅସହାୟ ଲୋକଙ୍କୁ ମଶାରୀ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯିବ l ଆପଣ ମାନେ ମଧ୍ଯ ଏହି ଭଳି ମୋ ସାତିରେ ମିଶି ସେବା କାର୍ଯ୍ୟକ୍ରମ କରନ୍ତୁ l ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ ll
Kanhu sir social service trust
8596844609

Kanhu sir social service trust (NGO) आपका दान असहायो को खाना, कपड़ा पहुंचा सकता है।कृप्या दान अवश्य करे।
13/12/2024

Kanhu sir social service trust (NGO) आपका दान असहायो को खाना, कपड़ा पहुंचा सकता है।कृप्या दान अवश्य करे।

Kanhu sir social service trust
03/12/2024

Kanhu sir social service trust

Kanhu sir social service trust is a for-purpose organisation that believes every child should have access to quality edu...
02/11/2024

Kanhu sir social service trust is a for-purpose organisation that believes every child should have access to quality education, food & medicine.
Donate now please

Kanhu sir social service trust
22/10/2024

Kanhu sir social service trust

କେନ୍ଦ୍ରାପଡ଼ା ଜିଲ୍ଲା ,ରାଜନଗର ବ୍ଲକ ଚାରିପୋଖୋରିଆ ଗ୍ରାମ ର କଳ୍ପତରୁ ବାରିକ ଙ୍କ ଏକ ମାତ୍ର ପୁତ୍ର ଜାହାର ବୟସ ମାତ୍ର ଦେଢ଼ ବର୍ଷ ଯେ ଦୁନିଆ...
09/10/2024

କେନ୍ଦ୍ରାପଡ଼ା ଜିଲ୍ଲା ,ରାଜନଗର ବ୍ଲକ ଚାରିପୋଖୋରିଆ ଗ୍ରାମ ର କଳ୍ପତରୁ ବାରିକ ଙ୍କ ଏକ ମାତ୍ର ପୁତ୍ର ଜାହାର ବୟସ ମାତ୍ର ଦେଢ଼ ବର୍ଷ ଯେ ଦୁନିଆ କଣ ଠିକ୍ ରେ ଜାଣି ନାହିଁ, ବଡ଼ ଦୁଃଖ ର ବିଷୟ ସେ କମଳ ଶିଶୁ ଟି ଏବେ ରକ୍ତ କର୍କର୍ଟ ରେ ଜୀବନ ସହ ସଙ୍ଘର୍ଷ କରୁଛି , ଏବେ sum hospital bhubaneswar ରେ ଚିକିତ୍ସା ହେଉଛି ଡକ୍ଟର କହିଛନ୍ତି ଚିକିତ୍ସା ପାଇଁ ବହୁତ୍ ଟଙ୍କା ର ଆବଶ୍ୟକ ଟଙ୍କା ସହିତ କିଛି ରକ୍ତ ବି ଆବଶ୍ୟକ ଅଛି ଦୟାକରି odisha ରେ ଥିବା ସମସ୍ତ ସମାଜ ସେବୀ ମାନଙ୍କୁ ଅନୁରୋଧ ସମସ୍ତେ କିଛି କିଛି ସାହାଯ୍ୟ କରିବା ସହିତ ଯଦି କେହି ବେକ୍ତି ରକ୍ତଦାନ କରିବେ ବହୁତ୍ ଉପକାର ହେବ

ଯୋଗା ଯୋଗ ନମ୍ବର କଳ୍ପତରୁ ବାରିକ 8296277984 ,6266615295
phone pay Ajambar barik 8296277984

ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସାହାଯ୍ୟ କରୁଛିKanhu sir social service trust #କାହ୍ନୁସାର
21/09/2024

ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସାହାଯ୍ୟ କରୁଛି
Kanhu sir social service trust
#କାହ୍ନୁସାର

Address

Balasore

Website

Alerts

Be the first to know and let us send you an email when Kanhu Sir social service posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kanhu Sir social service:

Share

Category