Subasini Jena Foundation - Rebatee

Subasini Jena Foundation - Rebatee This foundation is formed to give a helping hand to all those needy people. If there is a crisis, we are there to serve the people.

ଓଡ଼ିଆ ଭାଷାରେ ପ୍ରଥମ ଦୃଶ୍ୟ ଭିତ୍ତିକ ସାହିତ୍ୟ ପତ୍ରିକା 'ରଙ୍ଗମଞ୍ଚ' ଆଗାମୀ ପିଢ଼ି ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରୁ । ଏଥି ସହି...
08/09/2021

ଓଡ଼ିଆ ଭାଷାରେ ପ୍ରଥମ ଦୃଶ୍ୟ ଭିତ୍ତିକ ସାହିତ୍ୟ ପତ୍ରିକା 'ରଙ୍ଗମଞ୍ଚ' ଆଗାମୀ ପିଢ଼ି ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରୁ । ଏଥି ସହିତ ବିଶିଷ୍ଟ ନାଟ୍ୟକାର ତଥା 'ରଙ୍ଗମଞ୍ଚ'ର ସମ୍ପାଦକ ହେମେନ୍ଦ୍ର ମହାପାତ୍ର ସାର୍ ଶତାୟୁ ହୁଅନ୍ତୁ ଏବଂ ଏହିଭଳି ନାଟକକୁ ସଂଜୀବିତ କରି ରଖନ୍ତୁ, ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
କଳା,ସାହିତ୍ୟ ଏବଂ ସଂସ୍କୃତିର ମାଟି ବାଲେଶ୍ୱର ର ଅନ୍ୟତମ ନାଟ୍ୟ ଅନୁଷ୍ଠାନ 'ସ୍ରଷ୍ଟା' ପକ୍ଷରୁ ସ୍ଥାନୀୟ ମାକଲପୁର ସ୍ଥିତ ନବନିର୍ମିତ 'ସ୍ରଷ୍ଟା ନାଟ୍ୟାଳୟ' ଠାରେ ଆଜି ଅନୁଷ୍ଠିତ, 'ରଙ୍ଗମଞ୍ଚ ମହୋତ୍ସବ ଓ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଅର୍ଦ୍ଧଶତାବ୍ଦୀର ନାଟ୍ୟ ଜୀବନ' ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦାନ କରିଥିଲି ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍...
05/08/2021

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

On  , humble tributes to our bravehearts, who made the supreme sacrifice defending every inch of India’s territory. I sa...
26/07/2021

On , humble tributes to our bravehearts, who made the supreme sacrifice defending every inch of India’s territory. I salute the valour of our Armed Forces and their exemplary courage on the heights of Kargil.

Their sacrifices can never be forgotten. Jai Hind!

ପବିତ୍ର ରଥଯାତ୍ରା ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତେ ସୁସ୍ଥ ଓ ନିରାମୟ ରୁହନ୍ତୁ...
12/07/2021

ପବିତ୍ର ରଥଯାତ୍ରା ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତେ ସୁସ୍ଥ ଓ ନିରାମୟ ରୁହନ୍ତୁ, ଏତିକି ପ୍ରାର୍ଥନା ।

ଜୟ ଜଗନ୍ନାଥ

ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି I
09/07/2021

ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି I

Tributes to the great philosopher, social reformer & remarkable thinker   Ji on his Punyatithi today. His teachings will...
04/07/2021

Tributes to the great philosopher, social reformer & remarkable thinker Ji on his Punyatithi today. His teachings will always inspire mankind to serve society in a selfless manner.

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ  #ନବୀନ_ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଭା...
27/06/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ #ନବୀନ_ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛୁ!!

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  ।
24/06/2021

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା, ଓଡ଼ିଆ କଥାସାହିତ୍ୟର ଆଦିପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍...
15/06/2021

ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା, ଓଡ଼ିଆ କଥାସାହିତ୍ୟର ଆଦିପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି।

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
15/06/2021

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
15/06/2021

ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

On  , I extend my sincere gratitude to all the blood donors for their invaluable contribution in saving precious lives. ...
14/06/2021

On , I extend my sincere gratitude to all the blood donors for their invaluable contribution in saving precious lives. Blood donors are a very vital part of our healthcare system. Let us pledge to donate blood regularly & save valuable lives.

Address

Highland Health Hub
Balasore
756001

Telephone

+919990251362

Website

Alerts

Be the first to know and let us send you an email when Subasini Jena Foundation - Rebatee posts news and promotions. Your email address will not be used for any other purpose, and you can unsubscribe at any time.

Share

Category