14/08/2026
୧୯୪୭ ମସିହାରେ ଧର୍ମ ଆଧାରରେ ଦେଶରେ ଘଟିଥିବା ବିଭାଜନ ଆମ ଇତିହାସର ଏକ କଳା ଅଧ୍ୟାୟ, ଯାହାକୁ କେବେବି ଭୁଲି ହେବନାହିଁ।
‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ, ବିଭାଜନ ସମୟରେ ଜୀବନ ହରାଇଥିବା ଏବଂ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ରେମୁଣା ଗୋଲେଇ ଠାରେ ଆୟୋଜିତ ମଶାଲ ଶୋଭାଯାତ୍ରାରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀଯୁକ୍ତ Gobinda Chandra Das , ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଶ୍ରୀ Muna Mahanta ଏବଂ ଦଳର ଅନ୍ୟ ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କ ଯୋଗ ଦେଇଥିଲେ।
BJYM BALASORE BJYM BJP Odisha
BJYM Odisha