18/04/2022
ଘର ମଧ୍ୟ ପ୍ରଦେଶ ନିଜର ବୋଲି କେହି ନାହାନ୍ତି ଏଠି ଗାଡି ଡ୍ରାଇଭିଂଗ କରି ପେଟ ପୁସୁଥିଲେ ମୃତ୍ୟୁ କେତେବେଳେ ଆସେ କହିହୁଏନି ଏହି ଲୋକ ହଟାତ ଗାଡି ଭିତରେ ମୃତ୍ୟୁ କରିଯାଇଛନ୍ତି ମଧ୍ୟ୍ୟପ୍ରଦେଶ ଶବ ନେଇଯିବା ଅସମ୍ବବ ସେଥିପାଇଁ ଆମ ସହଯୋଗ ରେ ସତ୍କାର କଲୁ
ଆତ୍ମାର ସତଗତି ହେଉ
ଜୟ ଜଗନ୍ନାଥ
ଦୁଃଖ ସୁଖ ରସାଥି ଓଡିଶା ବାଲେଶ୍ୱର