Kisan Morcha bls

Directions

Kisan Morcha bls BJP 4 EVER

06/09/2026

Kisan Morcha bls
Tapas Kumar Mohanty
BJP KISAN Morcha Odisha
Subhransu Mohan Padhi
Banshilal Gurjar

ଆଜି ପୁଣି ବାଲେଶ୍ୱର ସଦର ଖାନନଗର ଅଞ୍ଚଳରେ ନକଲି ସାର କାରବାରକୁ ପର୍ଦାଫାଶ କରିଛି ବାଲେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚା। ଚାଷୀଙ୍କ ହିତରେ ସରକାର...
06/09/2026

ଆଜି ପୁଣି ବାଲେଶ୍ୱର ସଦର ଖାନନଗର ଅଞ୍ଚଳରେ ନକଲି ସାର କାରବାରକୁ ପର୍ଦାଫାଶ କରିଛି ବାଲେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚା। ଚାଷୀଙ୍କ ହିତରେ ସରକାର, ଚାଷୀଙ୍କ ସାଙ୍ଗରେ ସରକାର। କିନ୍ତୁ କିଛି ଦଲାଲ ଓ ଅସାଧୁ ବ୍ୟକ୍ତି ନକଲି ସାର କାରବାର କରି ସରକାରଙ୍କୁ ବଦନାମ କରିବାର ଯେଉଁ ଅପଚେଷ୍ଟା କରୁଛନ୍ତି, କୃଷକ ମୋର୍ଚ୍ଚା ତାହାକୁ କେବେବି ପ୍ରଶ୍ରୟ ଦେବ ନାହିଁ।
ଲୋକଙ୍କ ସରକାରରେ ଦୁର୍ନୀତି ଓ ଚାଷୀଙ୍କ ସହ ଠକେଇ ଚାଲିବ ନାହିଁ। ଚାଷୀଙ୍କ ଅଧିକାର ଓ ହିତ ପାଇଁ କୃଷକ ମୋର୍ଚ୍ଚା ସବୁବେଳେ ଦୃଢ଼ ଭାବେ ଠିଆ ହୋଇଛି ଏବଂ ଆଗକୁ ମଧ୍ୟ ରହିବ।
ନକଲି ସାର ବୋଝେଇ ଯାଉଥିବା ଗାଡ଼ିକୁ ଜବତ କରି ସଦର ଥାନାରେ ଜିମା ଦିଆଯାଇଛି। ଏହାସହ ବିଭାଗୀୟ ଅଧିକାରୀମାନଙ୍କୁ ଡାକି ସାରର ନମୁନା ସଂଗ୍ରହ କରାଇ ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଇବାର ବ୍ୟବସ୍ଥା କରାଯାଇଛି।
ଚାଷୀଙ୍କୁ ଠକୁଥିବା ଅସାଧୁ ବ୍ୟବସାୟୀ ଓ ଦଲାଲଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବାଲେଶ୍ୱର ଏସପି ଙ୍କ ପ୍ରତିଶୃତି ।
ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ନିଶ୍ଚିତ ମିଳିବ।
🌾 ଚାଷୀଙ୍କ ହିତ — ଆମର ପ୍ରାଥମିକତା
💪 କୃଷକ ମୋର୍ଚ୍ଚା — ଚାଷୀଙ୍କ ସାଙ୍ଗରେ, ସବୁବେଳେ
#ବାଲେଶ୍ୱରକୃଷକମୋର୍ଚ୍ଚା #ନକଲିସାର #ଚାଷୀଙ୍କହିତ #ଚାଷୀଙ୍କସାଙ୍ଗରେସରକାର #କୃଷକମୋର୍ଚ୍ଚା
#ବାଲେଶ୍ୱର_କୃଷକ_ମୋର୍ଚ୍ଚା______FireMode🔥

03/09/2026

ମୋଦିଜୀଙ୍କ କୃଷକ କଲ୍ୟାଣର ସଂକଳ୍ପକୁ ଆଗେଇ ନେଇ ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ.CM-KISAN ଟଙ୍କା। 💰
ଚାଷୀଙ୍କ ହସ, ଆମର ଗର୍ବ।

27/08/2026


Subhransu Mohan Padhi
Tapas Kumar Mohanty

25/08/2026

#ମା_ଭାରତୀ_ଗୋଶାଳା
📍ନୀଳଗିରି.
Subhransu Mohan Padhi BJP KISAN Morcha Odisha BJP Odisha Bharatiya Janata Party (BJP) Following Kisan Morcha bls Tapas Kumar Mohanty Mohan Charan Majhi Banshilal Gurjar

25/08/2026
ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ବାଲେଶ୍ୱର ସଦର ଅନ୍ତର୍ଗତ ବୁଢ଼ାବଳଙ୍ଗ ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ମଣ...
25/08/2026

ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ବାଲେଶ୍ୱର ସଦର ଅନ୍ତର୍ଗତ ବୁଢ଼ାବଳଙ୍ଗ ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ମଣ୍ଡଳର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।
ଏହି ଅବସରରେ ଶ୍ରୀ ପାଢ଼ୀ ବିଭିନ୍ନ ସ୍ଥାନରେ ଯାଇ କଷ୍ଟ କେନାଲ୍ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତିର କାରଣ ଓ ଏହାଦ୍ୱାରା ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।
ଚାଷୀଙ୍କ ସମସ୍ୟାର ସମାଧାନ ଓ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ପାଇଁ କୃଷକ ମୋର୍ଚ୍ଚା ସଦା ସର୍ବଦା ଚାଷୀଙ୍କ ସହ ରହିଛି। 🌾🙏

Subhransu Mohan Padhi BJP KISAN Morcha Odisha Bharatiya Janata Party (BJP) Following Kisan Morcha bls BJP Odisha Mohan Charan Majhi Suresh Pujari Tapas Kumar Mohanty

Address

Balasore
756001

Website

Alerts

Be the first to know and let us send you an email when Kisan Morcha bls posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share