Town BYJD Balasore

Town BYJD Balasore �our cm our hero�
�love BJD�
�BYJD long live �

24/08/2025

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶୀ ନୃତ୍ୟର ଗରିମା ବୃଦ୍ଧି ସହ ଏହାକୁ ଲୋକପ୍ରିୟ କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଚିର ସ୍ମରଣୀୟ।

01/07/2025
" New Odisha Tops in India "
09/04/2023

" New Odisha Tops in India "

08/04/2023

ସ୍ୱାସ୍ଥ୍ୟ ସମୃଦ୍ଧ ଓଡିଶା, ସଭିଙ୍କୁ ମିଳୁଛି ଉତ୍ତମ ସେବା।

ନବୀନଙ୍କ ପ୍ରଚେଷ୍ଟା, ନିବେଶକଙ୍କ ଭରସା । ଓଡ଼ିଶା ସାଜିବ ବିଶ୍ୱ ଇସ୍ପାତ ଶିଳ୍ପର ନୂଆ ହବ୍ ।
07/04/2023

ନବୀନଙ୍କ ପ୍ରଚେଷ୍ଟା, ନିବେଶକଙ୍କ ଭରସା । ଓଡ଼ିଶା ସାଜିବ ବିଶ୍ୱ ଇସ୍ପାତ ଶିଳ୍ପର ନୂଆ ହବ୍ ।

ଜାପାନ ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ନିପ୍ପନ ଷ୍ଟିଲ କାରଖାନା ପରିଦର୍ଶନ କରିଛନ୍ତି । ନିପ୍ପନ ଷ୍ଟିଲ ଓଡିଶାରେ...
06/04/2023

ଜାପାନ ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ନିପ୍ପନ ଷ୍ଟିଲ କାରଖାନା ପରିଦର୍ଶନ କରିଛନ୍ତି । ନିପ୍ପନ ଷ୍ଟିଲ ଓଡିଶାରେ ଦେଶର ସର୍ବବୃହତ ଷ୍ଟିଲ କାରଖାନା ସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିଛି ।
Industries Department, Government of Odisha

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ନିବେଶ ନେଇ ନିବେଶକଙ୍କ ସହ ଆଲୋଚନା।
05/04/2023

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ନିବେଶ ନେଇ ନିବେଶକଙ୍କ ସହ ଆଲୋଚନା।

ଜାପାନ ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଭେଟିଛନ୍ତି ନିପନ ଷ୍ଟିଲ ସଭାପତି ।
04/04/2023

ଜାପାନ ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଭେଟିଛନ୍ତି ନିପନ ଷ୍ଟିଲ ସଭାପତି ।

04/04/2023

Hon'ble CM Sj ji in to address Odisha Business Meet Tokyo 2023.

HCM given a warm welcome by Indian Ambassador to Japan and Embassy officials on his arrival at .

ଆହୁରି ରୁଦ୍ଧିମନ୍ତ ହେବ ଓଡ଼ିଆ ଭାଷା। ଅନବରତ ଚାଲିବ ଗବେଷଣା । ମାତୃଭାଷାର ସମୃଦ୍ଧି ପାଇଁ ସଦା ତତ୍ପର ଆମ ମୁଖ୍ୟମନ୍ତ୍ରୀ।
19/03/2023

ଆହୁରି ରୁଦ୍ଧିମନ୍ତ ହେବ ଓଡ଼ିଆ ଭାଷା। ଅନବରତ ଚାଲିବ ଗବେଷଣା । ମାତୃଭାଷାର ସମୃଦ୍ଧି ପାଇଁ ସଦା ତତ୍ପର ଆମ ମୁଖ୍ୟମନ୍ତ୍ରୀ।

ସେବା,ସମୃଦ୍ଧି, ସମର୍ପଣର ସମ୍ମିଶ୍ରଣ 'ଶଙ୍ଖ'। ସମାଜରେ କ୍ରାନ୍ତି ଆଣିଛି, ଲୋକଙ୍କ ନିକଟରେ ଉତ୍ତରଦାୟୀ ହୋଇଛି।   #ଶଙ୍ଖ_ମୋ_ଗର୍ବ
16/03/2023

ସେବା,ସମୃଦ୍ଧି, ସମର୍ପଣର ସମ୍ମିଶ୍ରଣ 'ଶଙ୍ଖ'। ସମାଜରେ କ୍ରାନ୍ତି ଆଣିଛି, ଲୋକଙ୍କ ନିକଟରେ ଉତ୍ତରଦାୟୀ ହୋଇଛି।

#ଶଙ୍ଖ_ମୋ_ଗର୍ବ

Address

Ot Road
Balasore
756001

Telephone

+919937137990

Website

Alerts

Be the first to know and let us send you an email when Town BYJD Balasore posts news and promotions. Your email address will not be used for any other purpose, and you can unsubscribe at any time.

Share