BISWAS

Directions Website Contact the organization

BISWAS We envisage to promote, facilitate and enabling sustainable human development of all, especially the

🌍✨ We are hiring! Looking for a passionate Project Coordinator to lead our Climate Change Project. Join us in driving im...
25/08/2025

🌍✨ We are hiring! Looking for a passionate Project Coordinator to lead our Climate Change Project. Join us in driving impactful change for a sustainable future. Apply now!

Email your CV to : [email protected]

25/03/2025

Give your child an unforgettable summer with BISWAS Summer Camp 2025! 🎯🔫🏏

We’re thrilled to announce a fun-filled, skill-building camp featuring:
✔ Archery – Focus & Precision
✔ Gun Shooting – Discipline & Accuracy
✔ Cricket – Teamwork & Fitness

🎁 Special Felicitation for Participants!

BISWAS successfully conducted a 2-day summer camp( 18th & 19th March) at St. Joseph’s Convent School, Udala, featuring a...
25/03/2025

BISWAS successfully conducted a 2-day summer camp( 18th & 19th March) at St. Joseph’s Convent School, Udala, featuring archery, gun shooting, and cricket! 🎯🔫🏏 Students showcased their skills and were felicitated, fostering discipline, focus, and physical fitness—key aspects of holistic growth. Thanks to the principal and school administration for empowering young minds through sports!

22/09/2024


ରେମୁଣା ବ୍ଲକ ଅନ୍ତର୍ଗତ ବଡପାଳ ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ୱାର୍ଲ୍ଡ ଭେଜ୍, ଇରୀ, ବିଶ୍ଵାସ ସାମାଜିକ ସଂଗଠନ ଏବଂ ରାଜ୍ୟ ସରକାରଙ୍କ କୃଷି ...
17/04/2024

ରେମୁଣା ବ୍ଲକ ଅନ୍ତର୍ଗତ ବଡପାଳ ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ୱାର୍ଲ୍ଡ ଭେଜ୍, ଇରୀ, ବିଶ୍ଵାସ ସାମାଜିକ ସଂଗଠନ ଏବଂ ରାଜ୍ୟ ସରକାରଙ୍କ କୃଷି ବିଭାଗର ଅଧିକାରୀ ତଥା କର୍ମଚାରୀମାନେ CRFM ପ୍ରକଳ୍ପର କ୍ଷେତ ପରିଦର୍ଶନ କରିବା ସହିତ ଫସଲ ଅମଳ ମଧ୍ୟ କରିଥିଲେ | ଉକ୍ତ ପଞ୍ଚାୟତର ୫୦ ଏକର କ୍ଷେତରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଚାଷ କରି ବିଶେଷ ଉପକୃତ ହୋଇଛନ୍ତି । ପୂର୍ବରୁ ଏହି ଜମିଗୁଡ଼ିକରେ କେବଳ ଧାନ ଫସଲ କରାଯାଉଥିଲା ଏବଂ ଗ୍ରୀଷ୍ମ ଋତୁରେ ଜମି ପଡ଼ିଆ ପଡ଼ୁଥିଲା | କିନ୍ତୁ ବିଶ୍ୱାସ ସାମାଜିକ ସଂଗଠନ ଏବଂ କୃଷି ବିଭାଗ ସହାୟତାରେ ଆଜି ମା'ମାନେ ଏକର ପିଛା ପାଖାପାଖି ୪ କ୍ବିଣ୍ଟାଲ ମୁଗ ଅମଳ କରିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ନିଜର ଆର୍ଥିକ ସ୍ଥିତି ସୃଦୃଢ଼ କରିପାରିଛନ୍ତି |

International Rice Research Institute WorldVeg- ESEA

ୱାର୍ଲ୍ଡ ଭେଜ, ଇରି ଓ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ମିଶି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ୫ ହଜାରରୁ ଉର୍ଦ୍ଧ ଚାଷୀଙ୍କ ସହ ବିଶ୍ୱାସ ସା...
16/04/2024

ୱାର୍ଲ୍ଡ ଭେଜ, ଇରି ଓ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ମିଶି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ୫ ହଜାରରୁ ଉର୍ଦ୍ଧ ଚାଷୀଙ୍କ ସହ ବିଶ୍ୱାସ ସାମାଜିକ ସଂଗଠନ କାର୍ଯ୍ୟ କରି ଆସୁଅଛି | ଏହି ପରିପ୍ରେକ୍ଷୀରେ ଆଜି ରେମୁଣା ବ୍ଲକ ଅନ୍ତର୍ଗତ ତେନ୍ତୁଳିଦା ଗ୍ରାମପଞ୍ଚାୟତରେ ମାଗଣାରେ ମୁଗ, ବିରି, ଜୈବିକ ସାର ଓ କୀଟନାଶକ ବଣ୍ଟନ କରାଯାଇଥିବା ଚାଷୀମାନଙ୍କ ଖେତ ପରିଦର୍ଶନ କରିବା ସହିତ ମୁଗ ଅମଳ ମଧ୍ୟ କରାଯାଇଥିଲା | ଏହି ଅବସରରେ ବିଶ୍ୱାସର ବ୍ଲକ ସଂଯୋଜିକାଙ୍କ ସହ ଗୋଷ୍ଠୀ କୃଷି ଅଧିକାରୀ ଏବଂ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ | CRFM କାର୍ଯ୍ଯକ୍ରମ ମାଧ୍ୟମରେ ଜାନୁଆରୀ ମାସରେ ଉକ୍ତ ପଞ୍ଚାୟତର୧୫୦ ରୁ ଉର୍ଦ୍ଧ ଚାଷୀଙ୍କୁ ମାଗଣା ମୁଗ, ବିରି, ବିହନ ଜୈବିକ ସାର, କୀଟନାଶକ ଓ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା |
WorldVeg- ESEA International Rice Research Institute

May every family have success, prosperity, and fortune during Diwali. On this holy night, Hope you all have an amazing t...
12/11/2023

May every family have success, prosperity, and fortune during Diwali. On this holy night, Hope you all have an amazing time.

ପବିତ୍ର ମହାଳୟା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
14/10/2023

ପବିତ୍ର ମହାଳୟା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ବାଲେଶ୍ଵର ବିଶ୍ଵାସ ସାମାଜିକ ସଂଗଠନ କାର୍ଯ୍ୟାଳୟରେ ବିଶ୍ଵାସର ସ୍ଵେଚ୍ଛାସେବୀମାନେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିନ କରିଛନ୍ତି
02/10/2023

ବାଲେଶ୍ଵର ବିଶ୍ଵାସ ସାମାଜିକ ସଂଗଠନ କାର୍ଯ୍ୟାଳୟରେ ବିଶ୍ଵାସର ସ୍ଵେଚ୍ଛାସେବୀମାନେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିନ କରିଛନ୍ତି

ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ କୃଷିଭିତ୍ତିକ ପର୍ବ  #ନୂଆଁଖାଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ...
20/09/2023

ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ କୃଷିଭିତ୍ତିକ ପର୍ବ #ନୂଆଁଖାଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା |
19/09/2023

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା |

ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।
17/09/2023

ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

Address

Kalidashpur
Balasore
756003

Alerts

Be the first to know and let us send you an email when BISWAS posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BISWAS:

Shortcuts

Share

Category