Bhograi Yuva Congress ,Bhograi, Balasore.

Bhograi Yuva Congress ,Bhograi, Balasore. Jay Yuva Congress�

08/08/2026
କେନ୍ଦ୍ର ସରକାରଙ୍କ ଆକଳନ...ବର୍ଷ ଶେଷ ସୁଦ୍ଧା ଦେଶର ଋଣ ପରିମାଣ ୨୧୮ ଲକ୍ଷ କୋଟି ଟଙ୍କା ଟପିବ 👇
27/07/2026

କେନ୍ଦ୍ର ସରକାରଙ୍କ ଆକଳନ...ବର୍ଷ ଶେଷ ସୁଦ୍ଧା ଦେଶର ଋଣ ପରିମାଣ ୨୧୮ ଲକ୍ଷ କୋଟି ଟଙ୍କା ଟପିବ 👇

LOP 🦁🦁 Rahul Gandhi
27/07/2026

LOP 🦁🦁 Rahul Gandhi

ଆମ ବାଲେଶ୍ୱରର ଝିଅ, ଜ୍ୟୋତିର୍ମୟୀ ନାୟକ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬' ଟାଇଟଲ ବିଜୟୀ ହୋଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବାରୁ ...
27/07/2026

ଆମ ବାଲେଶ୍ୱରର ଝିଅ, ଜ୍ୟୋତିର୍ମୟୀ ନାୟକ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬' ଟାଇଟଲ ବିଜୟୀ ହୋଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! 🥳👏

ତାଙ୍କର ଏହି ପ୍ରେରଣାଦାୟୀ ଯାତ୍ରା ଅସଂଖ୍ୟ ଯୁବ କଳାକାରଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଦୃଢ଼ ସଂକଳ୍ପ ସହ ସଫଳତା ପଥରେ ଆଗେଇବାକୁ ଉତ୍ସାହିତ କରିବ। ଜ୍ୟୋତିର୍ମୟୀଙ୍କୁ ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଅଶେଷ ଶୁଭକାମନା! 🙏🙏

Bibhuti Bhusan Mohapatra ଙ୍କୁ ନୂଆ ଦାୟିତ୍ୱ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଶା କରୁଛି ପ୍ରଭୁ ନୀଳମାଧଵ ତାଙ୍କୁ ସୁସ୍ଥ ଓ ଦୀର...
26/07/2026

Bibhuti Bhusan Mohapatra ଙ୍କୁ ନୂଆ ଦାୟିତ୍ୱ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଶା କରୁଛି ପ୍ରଭୁ ନୀଳମାଧଵ ତାଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ଯେପରି ସେ ଲୋକଙ୍କ ପାଇଁ ଲଢ଼ିପାରିବେ। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।💐💐

ଦିଲ୍ଲୀ ଜନ୍ତର ମନ୍ତର ଛାତ୍ର ଛାତ୍ରୀ ମାନଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗରେ କଂଗ୍ରେସର ପ୍ରତିବାଦ ସଭା
26/07/2026

ଦିଲ୍ଲୀ ଜନ୍ତର ମନ୍ତର ଛାତ୍ର ଛାତ୍ରୀ ମାନଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗରେ କଂଗ୍ରେସର ପ୍ରତିବାଦ ସଭା

Address

Bhograi
Balasore
756085

Alerts

Be the first to know and let us send you an email when Bhograi Yuva Congress ,Bhograi, Balasore. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share