ମୋ ପ୍ରିୟ ଜ୍ୟୋତି ନନା

ମୋ ପ୍ରିୟ ଜ୍ୟୋତି ନନା Contact information, map and directions, contact form, opening hours, services, ratings, photos, videos and announcements from ମୋ ପ୍ରିୟ ଜ୍ୟୋତି ନନା, Political Party, Odisha, Balasore.

ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା Ranjan Rajput 💐💐💐ସିମୁଳିଆ ବ୍ଲକ ଗଣମଧ୍ୟମ ସଂଯୋଜକ Jyoti Prakash Panigrahi ଆପଣଙ୍କୁ ଦାୟିତ୍ୱ ଦେଇ ଥ...
28/08/2026

ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
Ranjan Rajput 💐💐💐
ସିମୁଳିଆ ବ୍ଲକ ଗଣମଧ୍ୟମ ସଂଯୋଜକ Jyoti Prakash Panigrahi ଆପଣଙ୍କୁ ଦାୟିତ୍ୱ ଦେଇ ଥିବାରୁ ଅନେକ ଅନେକ ଅଭିନନ୍ଦନ। 💐

ଆପଣଙ୍କ ନୂଆ ଦାୟିତ୍ୱ ସଫଳ ହେଉ, ଆଗାମୀ ଦିନରେ ଆହୁରି ଅନେକ ସଫଳତା ମିଳୁ—ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହା ହିଁ ପ୍ରାର୍ଥନା। 🙏🚩😇😇
💐 ଶୁଭେଚ୍ଛା ଓ ଅଭିନନ୍ଦନ, ରଞ୍ଜନ ଭାଇ। 💐

10/10/2025

ଶୁଭ ଲକ୍ଷ୍ମୀ ପୂଜା 🌸
ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଧନ, ସମୃଦ୍ଧି ଓ ଶାନ୍ତିରେ ପୂରଣ କରନ୍ତୁ।
ଆଜିର ଏହି ପବିତ୍ର ଦିନଟି ଆପଣଙ୍କ ଜୀବନକୁ ଆନନ୍ଦ ଓ ଆଲୋକରେ ଭରି ଦିଅନ୍ତୁ। 💫

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

10/10/2025
10/10/2025

ଓଡ଼ିଶା ଯାହା କେବେ ଦେଖିନଥିଲା, ବିଜେପି ସରକାର କରି ଦେଖାଇଲା।

#ହଟାଅବିଜେପି
#ରଙ୍ଗବଦଳାସରକାର
#ମିଛପ୍ରତିଶ୍ରୁତି

10/10/2025

🌿 ଜନପ୍ରିୟ ନେତାଙ୍କ ଜନ୍ମଦିନ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର 🌿

ଓଡ଼ିଶାର ଜନପ୍ରିୟ ନେତା, ବିଜୁ ଜନତା ଦଳର ସଭାପତି, ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୬ ଅକ୍ଟୋବର ୨୦୨୫ (ଗୁରୁବାର) ଦିନ ସିମୁଳିଆ ଏବଂ ଖଇରା ବ୍ଲକ ବିଜୁ ଜନତା ଦଳ ତରଫରୁ ଦୁଇଟି ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

ଏହି ମହତ୍ କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ନେତୃବୃନ୍ଦ, B.L.A ମାନଙ୍କୁ ମୋର ଅନୁରୋଧ ନିଜ ନିଜ ପଞ୍ଚାୟତରୁ ଯୁବଶକ୍ତି ଓ ରକ୍ତଦାତାମାନଙ୍କୁ ସାଙ୍ଗରେ ନେଇ ନିର୍ଦ୍ଧାରିତ ସ୍ଥାନରେ ଯୋଗ ଦେବେ।

ଆସନ୍ତୁ, ଏହି ଶୁଭ ଅବସରରେ ରକ୍ତଦାନ ପରି ମହାନ ମାନବିକ ସେବାରେ ସାମିଲ୍ ହୋଇ ଆମ ପ୍ରିୟ ନେତାଙ୍କୁ ଆରୋଗ୍ୟ, ଦୀର୍ଘାୟୁ ଓ ଶକ୍ତିଶାଳୀ ଜୀବନ ପାଇଁ ହୃଦୟପୂର୍ବକ ଶୁଭେଚ୍ଛା ଜଣାଇବା। ❤️

*✍️ଜ୍ୟୋତି ପ୍ରକାଶ ପାଣିଗ୍ରାହୀ*

Jyoti Prakash Panigrahi ମୋ ପ୍ରିୟ ଜ୍ୟୋତି ନନା BJD Balasore BJD Simulia Khaira Diptiranjan Pradhan Horzon

Address

Odisha
Balasore

Website

Alerts

Be the first to know and let us send you an email when ମୋ ପ୍ରିୟ ଜ୍ୟୋତି ନନା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share