02/07/2022
ବନ ମହୋତ୍ସବ ର ଦ୍ବିତୀୟ ଦିନରେ ବନ ବିଭାଗ ଓ ସହଯୋଗ ଟିମ ସଦ୍ୟସ୍ୟ ମିଳିତ ଭାବେ ବାଲିମେଳା ୱାର୍ଡ ନଂ ୧୧ AWC ସେଣ୍ଟର ୦୧ ବୃକ୍ଷ ରୋପଣ କରାଯାଇଛି । ଏଥିରେ Forester ମୋହନ ଗୁଡ଼ିଆ, Forest Guard ପ୍ରଶାନ୍ତ କୁମାର ରାଉତ,ସଂଗ୍ରାମ ବରାଳ, ବନ ବିଭାଗ କର୍ମଚାରୀ ଓସହଯୋଗ ଟିମ ର ସଦସ୍ୟ AWW ଲିଲି ହାଲଦାର ଉପସ୍ଥିତ ଥିଲେ। ଆଗାମୀ ଦିନ ରେ ବାଲିମେଳା ରେ ବହୁ ସଂଖ୍ୟକ ବୁକ୍ଷ ରୋପଣ କରାଯିବ ଓ ଯେପରି ଭାବେ ସବୁ ଗଛ ବଞ୍ଚା ଯାଇପାରିବ ସେ ଉପରେ ଚେଷ୍ଟା କରାଯିବ ବୋଲି Forester ଓ ସହଯୋଗ ଟିମ ର ସମ୍ପାଦକ ଟୁକୁଲୁ ପ୍ରଧାନ କହିଛନ୍ତି