BJD Balimela

BJD Balimela bjd balimela

ଆଜି ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ବ୍ଲକ ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍...
14/01/2023

ଆଜି ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ବ୍ଲକ ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ଉପଦେଷ୍ଟା ଶ୍ରୀଯୁକ୍ତ ରାଜେନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀ, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ବିଭାଗ ଅଧ୍ୟକ୍ଷ ଆଡ଼ମା ରାବା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଙ୍ଗୁଳ, ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା,ବ୍ଲକ, nac ଯୁବ ଓ ଛାତ୍ର ସଭାପତି, ନଗର ସଭାପତି ,ସମସ୍ତ ମହିଳା ସଭାନେତ୍ରୀ ,ସରପଞ୍ଚ, ବିଜୁ କର୍ମୀ ବିଜୁ ପ୍ରେମୀ ଯୋଗଦାନ କରିଥିଲେ,

Address

Balimela
Balimela
764051

Telephone

+918117816431

Website

Alerts

Be the first to know and let us send you an email when BJD Balimela posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Balimela:

Share