Banki Youth Congress

Banki Youth Congress Official Page of Banki Assembly Youth Congress Committee.

ମୁଖ୍ୟ ପୋଷ୍ଟ ରେ କମେଣ୍ଟ କରି ସମର୍ଥନ ଜଣାନ୍ତୁ 🙏
04/09/2025

ମୁଖ୍ୟ ପୋଷ୍ଟ ରେ କମେଣ୍ଟ କରି ସମର୍ଥନ ଜଣାନ୍ତୁ 🙏

ବାଙ୍କୀ:ବାଛନ୍ତୁ ଆପଣଙ୍କ ପ୍ରିୟ ଯୁବନେତା!!

17/03/2024
 #ବାଙ୍କୀ ଆଜି ଉତ୍ତର-ବାଙ୍କୀ ଅଞ୍ଚଳର ରତାଗଡ ଗୋବିନ୍ଦପୁର ପଞ୍ଚାୟତରେ ପ୍ରଶାସନିକ ଅବହେଳା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚଲା କରିବା...
21/07/2023

#ବାଙ୍କୀ
ଆଜି ଉତ୍ତର-ବାଙ୍କୀ ଅଞ୍ଚଳର ରତାଗଡ ଗୋବିନ୍ଦପୁର ପଞ୍ଚାୟତରେ ପ୍ରଶାସନିକ ଅବହେଳା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚଲା କରିବା ସହ ବାଙ୍କୀ-ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଲେ Odisha Youth Congress ସଭାପତି Dr.Smruti Ranjan Lenka ସିପୁ ଭାଇ ।

 #ବାଙ୍କୀ ଆଜି ବାଙ୍କୀବ୍ଲକ ବ୍ରହ୍ମପୁରା ଗ୍ରାମରେ ଆମ ମାଟିର ପୁଅ Odisha Youth Congress ସଭାପତି ଡ଼ଃ.ସ୍ମୃତିରଞ୍ଜନ ଲେଙ୍କା ସିପୁ ଭାଈ ।। ...
13/07/2023

#ବାଙ୍କୀ
ଆଜି ବାଙ୍କୀବ୍ଲକ ବ୍ରହ୍ମପୁରା ଗ୍ରାମରେ ଆମ ମାଟିର ପୁଅ Odisha Youth Congress ସଭାପତି ଡ଼ଃ.ସ୍ମୃତିରଞ୍ଜନ ଲେଙ୍କା ସିପୁ ଭାଈ ।। ।

 #ବାଙ୍କୀ ଡ଼ମପଡାର  #ପ୍ରତୀକଧଳସାମନ୍ତ ର ଆକସ୍ମିକ ମୃତ୍ୟୁ ଖବର ଅତ୍ୟନ୍ତ ହୃଦୟ ବିଦାରକ । ଆଜି ଶବ ବ୍ୟବଚ୍ଛେଦ ସମୟରେ ଶୋକାକୁଳ ପରିବାର ବର୍ଗଙ...
12/07/2023

#ବାଙ୍କୀ
ଡ଼ମପଡାର #ପ୍ରତୀକଧଳସାମନ୍ତ ର ଆକସ୍ମିକ ମୃତ୍ୟୁ ଖବର ଅତ୍ୟନ୍ତ ହୃଦୟ ବିଦାରକ । ଆଜି ଶବ ବ୍ୟବଚ୍ଛେଦ ସମୟରେ ଶୋକାକୁଳ ପରିବାର ବର୍ଗଙ୍କୁ ଭେଟିଲେ ଆମ ବାଙ୍କୀ ମାଟିର ପୁଅ Odisha Youth Congress ସଭାପତି ଡ଼ଃ.ସ୍ମୃତିରଞ୍ଜନ ଲେଙ୍କା /
ସିପୁ ଭାଈ

 #ବାଙ୍କୀ ଆଜି ଯୁବ ସାମ୍ବାଦିକ ସରୋଜ ମହାପାତ୍ରଙ୍କ ବିବାହ ଉତ୍ସବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ପୂର୍ବତନ ସମ୍ପାଦକ  Dr. Biswaranjan M...
02/07/2023

#ବାଙ୍କୀ
ଆଜି ଯୁବ ସାମ୍ବାଦିକ ସରୋଜ ମହାପାତ୍ରଙ୍କ ବିବାହ ଉତ୍ସବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ପୂର୍ବତନ ସମ୍ପାଦକ Dr. Biswaranjan Mohanty ଙ୍କ ସହିତ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଆମ ବାଙ୍କୀ ମାଟିର ପୁଅ ଡ଼ ସ୍ମୃତି ରଞ୍ଜନ ଲେଙ୍କା ।।।

 #ବାଙ୍କୀ ଏନ.ଏ.ସି ସାହାଡ଼ପଦାର ଅନୀଲ ବେହେରାଙ୍କ ଜଘନ୍ୟ ହତ୍ୟାକାଣ୍ଡ ପରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଲେ ଆମ ମାଟିର ପୁଅ Dr.Smruti...
22/06/2023

#ବାଙ୍କୀ
ଏନ.ଏ.ସି ସାହାଡ଼ପଦାର ଅନୀଲ ବେହେରାଙ୍କ ଜଘନ୍ୟ ହତ୍ୟାକାଣ୍ଡ ପରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଲେ ଆମ ମାଟିର ପୁଅ Dr.Smruti Ranjan Lenka ସିପୁ ଭାଈ ।।। Odisha Youth Congress

ଆମ ମାଟିର ଗର୍ଵ ।ଅଖିଳ ଭାରତୀୟ ଯୁବକଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଲେ ଆମ ବାଙ୍କୀ ମାଟିର ପୁଅ ତଥା Odisha Youth C...
14/06/2023

ଆମ ମାଟିର ଗର୍ଵ ।
ଅଖିଳ ଭାରତୀୟ ଯୁବକଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଲେ ଆମ ବାଙ୍କୀ ମାଟିର ପୁଅ ତଥା Odisha Youth Congress ରାଜ୍ୟ ସଭାପତି Dr.Smruti Ranjan Lenka ପ୍ରିୟ ସିପୁ ଭାଈ ।।।
ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐
#ବାଙ୍କୀ ପାଇଁ ଲଢେ଼ଇ ଜୋରଦାର ।।।

ହାଇଦ୍ରାବାଦ ଠାରେ ଆୟୋଜିତ ଯୁବକଂଗ୍ରେସ ରାଷ୍ଟ୍ରୀୟ କାର୍ୟ୍ଯକାରିଣୀ ବୈଠକରେ ଯୋଗଦେଲେ ଆମ ମାଟିର ପୁଅ ତଥା Odisha Youth Congress ସଭାପତି D...
10/06/2023

ହାଇଦ୍ରାବାଦ ଠାରେ ଆୟୋଜିତ ଯୁବକଂଗ୍ରେସ ରାଷ୍ଟ୍ରୀୟ କାର୍ୟ୍ଯକାରିଣୀ ବୈଠକରେ ଯୋଗଦେଲେ ଆମ ମାଟିର ପୁଅ ତଥା Odisha Youth Congress ସଭାପତି Dr.Smruti Ranjan Lenka ପ୍ରିୟ ସିପୁ ଭାଈ ।।।

03/06/2023

#ଆମନେତା_ଆମଗର୍ଵ
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ବାସ୍ତବରେ ହୃଦୟ ବିଦାରକ । ଯୁବକଂଗ୍ରେସ ସାଥୀମାନଙ୍କ ସହ ରକ୍ତଦାନ କାର୍ଯ୍ୟକ୍ରମରେ ଆମ ନେତା Odisha Youth Congress ସଭାପତି ଆମ ମାଟିର ପୁଅ Dr.Smruti Ranjan Lenka ପ୍ରିୟ ସିପୁ ଭାଈ ।

 #ବାଙ୍କୀଅଘୋଷିତ ବିଦ୍ୟୁତକାଟ, ନିମ୍ନମାନର ବିଦ୍ୟତ ସରାଵରାହ ଓ ଗରିବ ଉପଭୋକ୍ତାଙ୍କ ଉପରେ ଘରୋଇ ଟାଟା କମ୍ପାନୀର ଜୁଲମ ବିରୋଧରେ ସ୍ଥାନୀୟ ଯୁବସ...
25/05/2023

#ବାଙ୍କୀ
ଅଘୋଷିତ ବିଦ୍ୟୁତକାଟ, ନିମ୍ନମାନର ବିଦ୍ୟତ ସରାଵରାହ ଓ ଗରିବ ଉପଭୋକ୍ତାଙ୍କ ଉପରେ ଘରୋଇ ଟାଟା କମ୍ପାନୀର ଜୁଲମ ବିରୋଧରେ ସ୍ଥାନୀୟ ଯୁବସମାଜସେବୀ ଅଜୟ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କଲେ Odisha Youth Congress ସଭାପତି ତଥା ଆମ ମାଟିର ପୁଅ Dr.Smruti Ranjan Lenka ।

Address

Banki

Website

Alerts

Be the first to know and let us send you an email when Banki Youth Congress posts news and promotions. Your email address will not be used for any other purpose, and you can unsubscribe at any time.

Share