28/08/2026
ଆଜି ତା -୨୮-୦୮-୨୦୨୬ ରିଖ ତୁମୁରାପୁଟ ସେବା ସମବାୟ ସମିତର ସଭାପତି ତଥା ବିରଜାଇ ମଣ୍ଡଳ ଉପ ସଭାପତି ବଡ ଭାଈ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏଯାବତ୍ ରାତ୍ର ପ୍ରାୟ ୧.୩୦ (1.30Am) ମିନିଟ୍ ସମୟ ପର୍ଯ୍ୟନ୍ତ କୃଷକ ଭାଈ ମାନଙ୍କ ସେବା ପାଇଁ କାର୍ଯ୍ୟ ଯାରିରହିଛି। କୃଷକ ଭାଈ ମାନଙ୍କ ସହଯୋଗ ନିମନ୍ତେ ଆସନ୍ତା ୨ଦିନ ଦିବା ରାତ୍ର ପଞ୍ଜୀକୃତ ନିମନ୍ତେ କାର୍ଯ୍ୟ ଯାରି ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା ଯାରିରହିବ।