Debesh Acharya BJD followers

Debesh Acharya BJD followers Bargarh MLA Debesh Acharya Fans followers Club. One of the most popular MLA and youth leader of BJD Odisha.

Election campaign and public meeting at Bargarh Block zone no 2 for  BJD candidate Smt Pravasini Padhan
23/02/2022

Election campaign and public meeting at Bargarh Block zone no 2 for BJD candidate Smt Pravasini Padhan

ବିଜେପି ଜିଲ୍ଲା ପରିଷଦ ଘୋଷିତ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗଦାନବରଗଡ଼ ବ୍ଲକ ଜିଲ୍ଲା ପରିଷଦ ଜୋନ ୩ ରେ ଜିଲ୍ଲା ପରିଷଦ ପ୍ର୍ରର୍ଥୀ ଘୋଷଣା କରି...
18/02/2022

ବିଜେପି ଜିଲ୍ଲା ପରିଷଦ ଘୋଷିତ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗଦାନ

ବରଗଡ଼ ବ୍ଲକ ଜିଲ୍ଲା ପରିଷଦ ଜୋନ ୩ ରେ ଜିଲ୍ଲା ପରିଷଦ ପ୍ର୍ରର୍ଥୀ ଘୋଷଣା କରିଥିବା ଗୋକୁଳାନନ୍ଦ ସାହୁ ବରଗଡ଼ ବିଧାୟକ ଙ୍କ ନେତୃତ୍ୱ ରେ ଆସ୍ଥା ପ୍ରକଟ କରି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗଦାନ କରିଛନ୍ତି । ପ୍ରଥମ ପ୍ର୍ରର୍ଥୀ ତାଲିକା ରେ ବିଜେପି ଏହି ଜୋନ ରୁ ବିଜେପି ପ୍ରାର୍ଥୀ ଭାବେ ଗୋକୁଳାନନ୍ଦ ସାହୁ ଙ୍କ ନାମ ଘୋଷଣା କରିଥିଲା ତେବେ ପରବର୍ତ୍ତୀ ତାଲିକା ରେ ତାଙ୍କ ସ୍ଥାନ ରେ ଅନ୍ୟ ଜଣ କୁ ବିଜେପି ପ୍ର୍ରର୍ଥୀ କରିଥିବାରୁ ସେ ଅସନ୍ତୁଷ୍ଟ ଥିଲେ ।ତେବେ ବିଜେପି ତାଙ୍କୁ ମନାଇବା କୁ ଚେଷ୍ଟା କରି ବିଫଳ ହେବା ପରେ ସେ ତାଙ୍କର ଶତାଧିକ କର୍ମୀ ଙ୍କ ସହିତ ବିଜେଡି ରେ ଯୋଗଦାନ କରିବା ଫଳରେ ବିଜେଡ଼ି ର ସ୍ଥିତି ଏହି ଜୋନ ରେ ଆହୁରି ସୁଦୃଢ଼ ହୋଇଥିବା ଜଣାପଡିଛି ।ତେବେ ନିର୍ବାଚନ ପୂର୍ବରୁ ଜଣେ ବିଜେପି ଜିଲ୍ଲା ପରିଷଦ ଘୋଷିତ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗାଦାନ ବିଜେପି ର ଗୋଷ୍ଟି କନ୍ଦଳ ବାରି ହୋଇପଡୁଥିବା ବେଳେ ବିଜେଡି ଏହି ଜୋନ ରେ ମଜବୁତ ସ୍ଥିତି ରେ ଥିବା ଜଣାପଡିଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଉପସ୍ଥିତି ରେ ଯୋଗଦେଇଥିବା ବିଜେପି କର୍ମୀ ମାନଙ୍କ ମଧ୍ୟରେ ଉଗ୍ରସେନ ଧରାଇ ରାଜରାମ କୁଦେଇ ଭରତ ବିଶି ରୁକ୍ମିଣୀ ସାହୁ ରିଙ୍କି ରଣା କୁଦଣ୍ଡ ବଂଛୋର ଜନତା ମହାକୁଡ଼ ରମେଶ ଭୋଇ କୈଳାଶ ଧରାଇ ଗଣେଶ କୁଦେଇ,ପ୍ରମୋଦ ବାରିକ କବିତା ସାହୁ କମଲୟା ପ୍ରଣତି ବାରିକ ଦାଶରଥି ମହାକୁଡ଼ ଜନତା ମହାକୁଡ଼ ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଥିଲେ ।ବିଜେଡି ତରଫରୁ ସମସ୍ତ ନବାଗତ କର୍ମୀ ଙ୍କୁ ସ୍ୱାଗତ କରାଯାଇଥିଲା ।

16/02/2022

ବାଗବାଡି ଠାରେ ବରପାଲି ଜିଲ୍ଲା ପରିଷଦ ଜୋନ ନ ୧ ବିଜେଡି ପ୍ର୍ରର୍ଥୀ ଗୋବିନ୍ଦ ସାହୁ ମାଲୁ ବାବୁଙ୍କ ପ୍ରଚାର ରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ
ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କୁ ପାଛୋଟି ନେଉଛନ୍ତି ବିଜେଡି କର୍ମୀ

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ  ନିର୍ଦେଶ କ୍ରମେ ମୁଁ ଶ୍ରୀମତୀ ପୁଷ୍ପା ଭ...
14/02/2022

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ମୁଁ ଶ୍ରୀମତୀ ପୁଷ୍ପା ଭୋଇ ଜିଲ୍ଲା ପରିଷଦ ନିର୍ବାଚନ ପାର୍ଥି ଭାବେ ବିଜୁ ଜନତା ଦଳ ତରଫରୁ ଠିଆ ହୋଇ ଅଛି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆପଣ ମାନେ ମୋତେ ଆପଣ ମାନଙ୍କର ସେବାର ସୁଯୋଗ ଏବଂ ଆଶୀର୍ବାଦ ପ୍ରଦାନ କରିବେ ।

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ମୁଁ ଶ୍ରୀ ମୋହନ ଲୁହା ଜି...
14/02/2022

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ମୁଁ ଶ୍ରୀ ମୋହନ ଲୁହା ଜିଲ୍ଲା ପରିଷଦ ନିର୍ବାଚନ ପାର୍ଥି ଭାବେ ବିଜୁ ଜନତା ଦଳ ତରଫରୁ ଠିଆ ହୋଇ ଅଛି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆପଣ ମାନେ ମୋତେ ଆପଣ ମାନଙ୍କର ସେବାର ସୁଯୋଗ ଏବଂ ଆଶୀର୍ବାଦ ପ୍ରଦାନ କରିବେ ।

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ  ନିର୍ଦେଶ କ୍ରମେ ମୁଁ ଶ୍ରୀମତୀ ମିନାକ୍ଷୀ...
14/02/2022

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ମୁଁ ଶ୍ରୀମତୀ ମିନାକ୍ଷୀ ପାଣ୍ଡେ ଜିଲ୍ଲା ପରିଷଦ ନିର୍ବାଚନ ପାର୍ଥି ଭାବେ ବିଜୁ ଜନତା ଦଳ ତରଫରୁ ଠିଆ ହୋଇ ଅଛି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆପଣ ମାନେ ମୋତେ ଆପଣ ମାନଙ୍କର ସେବାର ସୁଯୋଗ ଏବଂ ଆଶୀର୍ବାଦ ପ୍ରଦାନ କରିବେ ।

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ  ନିର୍ଦେଶ କ୍ରମେ ମୁଁ ଶ୍ରୀ ଗୋବିନ୍ଦ ସାହ...
14/02/2022

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ମୁଁ ଶ୍ରୀ ଗୋବିନ୍ଦ ସାହୁ ଜିଲ୍ଲା ପରିଷଦ ନିର୍ବାଚନ ପାର୍ଥି ଭାବେ ବିଜୁ ଜନତା ଦଳ ତରଫରୁ ଠିଆ ହୋଇ ଅଛି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆପଣ ମାନେ ମୋତେ ଆପଣ ମାନଙ୍କର ସେବାର ସୁଯୋଗ ଏବଂ ଆଶୀର୍ବାଦ ପ୍ରଦାନ କରିବେ ।

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ  ନିର୍ଦେଶ କ୍ରମେ ମୁଁ ଶ୍ରୀମତୀ ପ୍ରଭାସିନ...
13/02/2022

ଆପଣ ମାନଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ, ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ମୁଁ ଶ୍ରୀମତୀ ପ୍ରଭାସିନୀ ପଧାନ ଜିଲ୍ଲା ପରିଷଦ ନିର୍ବାଚନ ପାର୍ଥିନି ଭାବେ ବିଜୁ ଜନତା ଦଳ ତରଫରୁ ଠିଆ ହୋଇ ଅଛି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆପଣ ମାନେ ମୋତେ ଆପଣ ମାନଙ୍କର ସେବାର ସୁଯୋଗ ଏବଂ ଆଶୀର୍ବାଦ ପ୍ରଦାନ କରିବେ ।

ବରଗଡ଼ ବ୍ଲକ ଜିଲ୍ଲା ପରିଷଡ଼ ଜୋନ ୪ ଶ୍ରୀମତି ମୀନାକ୍ଷୀ ପାଣ୍ଡେ ତାଳଶ୍ରୀଗିଡା ଗ୍ରାମ ପଂଚାୟତ ରେ ନିର୍ବାଚନ ପ୍ରଚାର କରୁଛନ୍ତି
13/02/2022

ବରଗଡ଼ ବ୍ଲକ ଜିଲ୍ଲା ପରିଷଡ଼ ଜୋନ ୪ ଶ୍ରୀମତି ମୀନାକ୍ଷୀ ପାଣ୍ଡେ ତାଳଶ୍ରୀଗିଡା ଗ୍ରାମ ପଂଚାୟତ ରେ ନିର୍ବାଚନ ପ୍ରଚାର କରୁଛନ୍ତି

ବରଗଡ଼ ବିଧାୟକ ଙ୍କ ମାରାଥନ ନିର୍ବାଚନୀ ପ୍ରଚାର ତ୍ରୀ ସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ନିଜସ୍ୱ ଢଙ୍ଗ ରେ ଭୋଟ ପ୍...
13/02/2022

ବରଗଡ଼ ବିଧାୟକ ଙ୍କ ମାରାଥନ ନିର୍ବାଚନୀ ପ୍ରଚାର

ତ୍ରୀ ସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ନିଜସ୍ୱ ଢଙ୍ଗ ରେ ଭୋଟ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ବରଗଡ଼ ବ୍ଲକ ୪ଟି ଜିଲ୍ଲା ପରିଷଦ ଜୋନ ଓ ବରପାଲି ବ୍ଲକ ର ଗୋଟିଏ ଜୋନ ପାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମାରାଥନ ପ୍ରଚାର ଅଭିଯାନ ଚଳାଇଛନ୍ତି ।ତେବେ ଉକ୍ତ ପ୍ରଚାର ରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ବିଭିନ୍ନ ପଂଚାୟତ ଗସ୍ତ କରି ବିଜେଡି ସପକ୍ଷରେ ଭୋଟ କରିବା ପାଇଁ ଭୋଟର ଙ୍କୁ ନିବେଦନ କରୁଥିବା ବେଳେ ବିଗତ ଦିନ ରେ ବରଗଡ଼ ନିର୍ବାଚନ ମଣ୍ଡଳୀ ରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଧାର ରେ ଜନ ସାଧାରଣ ଙ୍କୁ ଅବଗତ କରାଉଥିବା ଲକ୍ଷ୍ୟ କରାଯାଇଛି ।ତେବେ ଯୁବ ବିଧାୟକ ଦେବେଶ ଙ୍କ କାର୍ଯ୍ୟ ଶୈଳୀ ଓ ନେତୃତ୍ବ ତଥା ନବୀନ ପଟନାୟକ ଙ୍କ ନିର୍ମଳ ଭାବମୂର୍ତି ପ୍ରତି ବିଭିନ୍ନ ପଂଚାୟତ ର ବ୍ୟାପକ ଆସ୍ଥା ପ୍ରକଟ କରୁଥିବା ବେଳେ ତାଙ୍କ ପ୍ରତି ପ୍ରଭାବିତ ହେଉଥିବା ଜନ ସାଧାରଣ ରେ ଚର୍ଚା ହେଉଛି ।

Door to door Champaign of Bjd-BargarhBjd-BargarhBjd-Bargarh Zilla Parishad candidate Mohan Luha with Honorable MLA Mr De...
13/02/2022

Door to door Champaign of Bjd-BargarhBjd-BargarhBjd-Bargarh Zilla Parishad candidate Mohan Luha with Honorable MLA Mr Debesh Acharya at zone No-3 constituency of Bargarh district

ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ Debesh Acharya ଜୋନ 3 ପ୍ରାର୍ଥୀ Mohan Luha  କୁର୍ଲା ଜୟନ୍ତୀ ଟିକ୍ରା ଡଙ୍ଗରଲା ବନ୍ଦା ରେ ବ୍ୟାପକ ପ୍ରଚାର...
13/02/2022

ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ Debesh Acharya ଜୋନ 3 ପ୍ରାର୍ଥୀ Mohan Luha କୁର୍ଲା ଜୟନ୍ତୀ ଟିକ୍ରା ଡଙ୍ଗରଲା ବନ୍ଦା ରେ ବ୍ୟାପକ ପ୍ରଚାର କରୁଛନ୍ତି |

Address

Bargarh

Website

Alerts

Be the first to know and let us send you an email when Debesh Acharya BJD followers posts news and promotions. Your email address will not be used for any other purpose, and you can unsubscribe at any time.

Share