BJD Bari G.P. Bari Assembly Constituency

BJD Bari G.P. Bari Assembly Constituency Official page of BJD Bari G.P. of Bari Assembly Constituency Under Supervision of BJD ITWing, Bari

 #ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି  #ମାନନୀୟା ବିଧାୟିକା ଶ୍ରୀମତୀ Sunanda Das ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ  #ବରୀ_ପଞ...
09/11/2021

#ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି #ମାନନୀୟା ବିଧାୟିକା ଶ୍ରୀମତୀ Sunanda Das ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ #ବରୀ_ପଞ୍ଚାୟତ ତରଫରୁ ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ପଢିଆରୀ ଙ୍କ ସଭାପତିତ୍ବ ରେ ଏକ ୱାର୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ କରାଯାଇଅଛି। ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ #ପ୍ରାର୍ଥୀ_ଚୟନ ନିମନ୍ତେ #ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କୁ ସମ୍ପୂର୍ଣ୍ଣ ଭାବେ ଅଧିକୃତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କେମିତି ନିର୍ବାଚନ ରଣାଙ୍ଗନରେ ବିଜୟୀ ହେବ ସେ ବିଷୟରେ କର୍ମୀଙ୍କ ସହ ବିଚାର ବିମର୍ଶ କରି ଐକ୍ୟବଦ୍ଧ ଭାବେ ବିରୋଧୀଙ୍କ ସହ ମୁକାବିଲା କରିବାକୁ ସ୍ଥିର କରିଛନ୍ତି ।



.

23/09/2021
କୋଟିଆରେ ଧାର୍ଯ୍ୟ ସମୟରେ ପଞ୍ଚାୟତ ନିର୍ବାଚନ ହେବ। ଏ ନେଇ କୌଣସି ଭ୍ରାନ୍ତି ନାହିଁ ଓ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ଓ ଲୋକସମ୍ପର୍କ ସ...
22/09/2021

କୋଟିଆରେ ଧାର୍ଯ୍ୟ ସମୟରେ ପଞ୍ଚାୟତ ନିର୍ବାଚନ ହେବ। ଏ ନେଇ କୌଣସି ଭ୍ରାନ୍ତି ନାହିଁ ଓ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ଓ ଲୋକସମ୍ପର୍କ ସଚିବ ସୂଚନା ଦେଇଛନ୍ତି।

 #ସ୍ବର୍ଗତଃ ଶୁକଦେବ ସିଂହ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମର ଅନୁଗାମୀ, ଜଣେ ମାଟିର ମଣିଷ, ସ୍ନେହୀ ସ୍ବଭାବ ର ମୁରବୀ ଭାବେ  #ମହାକାଳପଡା ପ...
16/09/2021

#ସ୍ବର୍ଗତଃ ଶୁକଦେବ ସିଂହ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମର ଅନୁଗାମୀ, ଜଣେ ମାଟିର ମଣିଷ, ସ୍ନେହୀ ସ୍ବଭାବ ର ମୁରବୀ ଭାବେ #ମହାକାଳପଡା ପଞ୍ଚାୟତ ଅନ୍ତର୍ଗତ #ନୀଳାପଦା ଗ୍ରାମରେ ବେଶ୍ ଜଣାଶୁଣା, ତାଙ୍କର ଏକାଦଶାହ କାର୍ଯ୍ୟକ୍ରମ ରେ ତାଙ୍କର ଜୀବନଚର୍ଚ୍ଚାକୁ ନେଇ ଏକ ସ୍ମରଣିକାକୁ ମାନନୀୟା ବିଧାୟିକା #ଶ୍ରୀମତୀ ସୁନନ୍ଦା ଦାସ ଦ୍ବାରା ଉନ୍ମୋଚନ କରାଯାଇଛି*



 #ବିଶ୍ବାସ_ଓ_ଭରଷା_ର_ପ୍ରତୀକ_ଆମ_ବିଧାୟିକା । #ବରୀ_ବାସୀଙ୍କ_ପ୍ରତିଟି_ସେବାରେ_ନିଜକୁ_ସାମିଲ୍ । #ବରୀ_ମାଟିର_ସୁଯୋଗ୍ୟା_ସନ୍ତାନ ।         ...
16/09/2021

#ବିଶ୍ବାସ_ଓ_ଭରଷା_ର_ପ୍ରତୀକ_ଆମ_ବିଧାୟିକା ।
#ବରୀ_ବାସୀଙ୍କ_ପ୍ରତିଟି_ସେବାରେ_ନିଜକୁ_ସାମିଲ୍ ।
#ବରୀ_ମାଟିର_ସୁଯୋଗ୍ୟା_ସନ୍ତାନ ।





25/05/2021

#ରାଜନୈତିକ ବିଚାର ଧାରାକୁ ନେଇ ଭିନ୍ନ ମତ ଥାଇପାରେ କିନ୍ତୁ ବରୀ ମାଟିର ଜଣେ ଅନନ୍ୟ ଚିନ୍ତାଧାରାର ବଡଭାଇ ଟିଏ, ଯାହାଙ୍କ ଓଠରେ ସର୍ବଦା ହସ ଥାଏ, ମହାବାତ୍ୟାରେ ସମ୍ପୂର୍ଣ୍ଣ ବରୀ ଅଞ୍ଚଳରେ ଥିଲେ ଜାଗ୍ରତ ପ୍ରହରୀ, ସମସ୍ତଙ୍କ ଦୁଃଖ ରେ ଦୁଃଖୀ, ସମସ୍ତଙ୍କ ଖୁସିରେ ଖୁସି ସହ ଜୀବନ ବିତାଉଥିବା ଏକ ଦୁଃସାହସୀ ବିରଳ ବ୍ୟକ୍ତିତ୍ବ ଆଜି #କରୋନା ସହ ଲଢେଇ ରେ ହାର ମାନି ସବୁଦିନ ପାଇଁ ଛାଡି ଚାଲିଗଲେ। ଏହି ପରିପ୍ରେକ୍ଷୀରେ ଆମ ସମସ୍ତଙ୍କ ତରଫରୁ #ଗଭୀର_ଶ୍ରଦ୍ଧାଞ୍ଜଳୀ ।

17/05/2021
27/04/2021

#ଉତ୍ସବେ_ବ୍ଯସନେ_ଶ୍ଚୈବ_ଦୁର୍ବୀକ୍ଷେ_ରାଷ୍ଟ୍ର_ବିପ୍ଳବେ,
#ରାଜଦ୍ବାରେ_ଶ୍ମଶାନେଚ_ଯ_ତିଷ୍ଠତି_ସବାନ୍ଧବଃ।

23/01/2021

ବୀର ପ୍ରସବା ଉତ୍କଳ ମାତା ର ଦୁଇ ସୁଯୋଗ୍ୟ ସନ୍ତାନ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମ ର ଦୁଇ ମହାନାୟକ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ଦିବସ ରେ ବିଧାୟିକା ଶ୍ରୀମତୀ Sunanda Das , MLA ମହୋଦୟା ଓ ବିଜୁ ଜନତା ଦଳ ବରୀ ନିର୍ବାଚନ ମଣ୍ଡଳୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ।
#ନେତାଜୀ_ଜୟନ୍ତୀ, #ବୀର_ସୁରେନ୍ଦ୍ର_ସାଏ_ଜୟନ୍ତୀ
Biju Janata Dal Odisha

21/01/2021

ବରୀ ର ବିକାଶ ରେ ବିଧାୟିକା ଶ୍ରୀମତୀ Sunanda Das , MLA ଙ୍କ ଦ୍ଵାରା ଶିଳାନ୍ୟାସ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ର ଖବର ଆଜି ପ୍ରକାଶିତ ସମ୍ବାଦପତ୍ର ପୃଷ୍ଠା ରେ।

Address

Bari

Alerts

Be the first to know and let us send you an email when BJD Bari G.P. Bari Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Bari G.P. Bari Assembly Constituency:

Share

Official page of BJD Bari G.P. of Bari Assembly Constituency

ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।

ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.

ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।

ଜୟ ବିଜେଡି ।